ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ଜୁନ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ପ୍ରେମରେ ସମୟ ବହୁତ ଭଲ ରହିବ । ନିଜ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ପଢାରେ ଭଲ ସଫଳତା ମିଳିବ । ଜୀବନ ସାଥିଙ୍କ ଇନମକମରେ ବୃଦ୍ଧି ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଅଳ୍ପ କମଜୋର ହୋଇପାରେ । ମନରେ ନାକାରାତ୍ମକ ବିଚାରର ପ୍ରଭାବ ପଡିପାରେ । ପରିଶ୍ରମ ଅଧିକ କରିବେ । ଅବିବାହିତ ଲୋକଙ୍କ ପାଇଁ ଆଜି ଦିନ ଟି ଶୁଭ ରହିବ । ବିବାହ ପ୍ରସ୍ତାବ ସ୍ଥିର ହୋଇପାରେ । ଯେଉଁ ଲୋକ ମାନେ ବିବାହିତା ସେମାନଙ୍କର ଦାଂପତ୍ଯ ଜୀବନ ବହୁତ ଭଲ ରହିବ ।
ବୃଷ ରାଶି : ଆଜି ଆପଣଙ୍କୁ ଏମିତି ଲାଗିବ କି ସ୍ଥିତି ଯେମିତି ଆପଣଙ୍କ ପକ୍ଷରେ ରହିବ । ପରିବାରରେ କୌଣସି କଥାକୁ ନେଇ ମନାନ୍ତର ହୋଇପାରେ । ତାହାକୁ ସମ୍ଭାଳିବାକୁ ଚେଷ୍ଟା କରନ୍ତୁ । ଦାଂପତ୍ଯ ଜୀବନରେ ସ୍ଥିତି ସାମାନ୍ଯ ରହିବ । ଆପଣଙ୍କୁ କାର୍ଯ୍ୟ କ୍ଷେତ୍ର ରେ ସଫଳତା ପ୍ରାପ୍ତ ହେବ । ସମସ୍ୟାର ସହଜରେ ସମାଧାନ ବାହାରିବ ନାହି । କିଛି ସମୟ ବାହାର କରି ବ୍ୟବଧାନିକ ସମାଧାନ ଖୋଜନ୍ତୁ । ଆପଣଙ୍କ ମନ ପୂଜା ପାଠରେ ଲାଗିବ । ନିଜକୁ ଏକା ରଖିବାକୁ ପସନ୍ଦ କରିବେ ।
ମିଥୁନ ରାଶି : ଆଜି ଆପଣ ନୂଆ କାରୋବର ଆରମ୍ଭ କରିବାକୁ ଯାଉଥିଲେ ସମୟ ଉତ୍ତମ ସାବ୍ୟସ୍ତ ହେବ । ସମ୍ପର୍କ ର ପ୍ରସ୍ତାବ ଉପରେ କୌଣସି ନିଷ୍ପତି ନିଅନ୍ତୁ ନାହି । ମାନସିକ ସ୍ତର ରେ ଆପଣ କମଜୋର ରହିବେ । କୌଣସି ବିପଦ କାମରେ ଆପଣ ଭୁଲ ନିସ୍ପତି ନେବେ । ଜୀବନ ସାଥିଙ୍କ କାରଣରୁ ଆପଣ ସମସ୍ଯାରେ ଅଛନ୍ତି ବୋଲି ଅନୁଭବ କରିବେ । ଆପଣ ନୂଆ ଜିନିଷ ମଧ୍ୟ କ୍ରୟ କରିବେ । କୋର୍ଟ କଚେରୀ ମାମଲାରେ ଧ୍ୟାନ ରଖନ୍ତୁ । ବେପାରରେ ଆର୍ଥିକ ଲାଭ ହେବ ।
କର୍କଟ ରାଶି : ବାହାରର ଖାଦ୍ୟ ଅଧିକ ଖାଆନ୍ତୁ ନାହି ଯୋଗାଭ୍ୟାସ ବଜାୟ ରହିବ । ପୁରୁଣା ଅଧୁରା କାମ ଚାଲୁ ହେବ । କିଛି ଲୋକଙ୍କ ସହଯୋଗ ପାଇବେ । ମହିଳା ସହଯୋଗୀଙ୍କ ଠାରୁ ଫାଇଦା ପାଇବେ । ସାଥିଙ୍କ ଠାରୁ ସୁଖ ଓ ପ୍ରେମ ମିଳିବ । ଯଦି ଆପଣଙ୍କ ପାଖରେ ସାନଦାର ଭବିଷୟ ବନାଇବା ପାଇଁ ଅବସର ରହିଛି ତେବେ ସାବଧାନ ଓ ବିବେକ ପୂର୍ଣ୍ଣ ନିସ୍ପତି ନିଅନ୍ତୁ । ଦିନ ବ୍ୟସ୍ତତାରେ ଭାରି ରହିବ । ଆର୍ଥିକ ସ୍ଥିତରେ ସୁଧାର ଆସିବ । ଟଙ୍କା ଉଧାର ଦେବାରୁ ବଞ୍ଚିତ ରୁହନ୍ତୁ ।
ସିଂହ ରାଶି : ଆଜି ଦିନ ଟି ଠିକ ଠାକ ରହିବ । ଆର୍ଥିକ କାର୍ଯ୍ୟରେ ସଫଳତା ମିଳିପାରେ । ଆର୍ଥିକ ଖର୍ଚ୍ଚ ଅଧିକ ବଢିପାରେ । ଯଦି ଆପଣ ଏଥିରେ ଲଗାମ ଲଗାଇବେ ତେବେ ଆପଣଙ୍କର ସଫଳତା ମିଳିପାରେ । ଆର୍ଥିକ ଲାଭର ଅବସର ମଜବୁତ ହେବ । ଚାକିରି ବା କାର୍ଯ୍ୟ କ୍ଷେତ୍ର ରେ ଆପଣ ପୂର୍ବ ଦିନରୁ ଯେଉଁ ଯୋଜନା କରୁଥିଲେ ତାହା ସଫଳ ହୋଇପାରେ । ଆପଣଙ୍କୁ ନିଜର ଆବଶ୍ୟକତା ସାମଗ୍ରୀ ଉପରେ ଧନ ବ୍ୟୟ କରିବାକୁ ପଡିପାରେ ।
କନ୍ୟା ରାଶି : ଆଜି କୌଣସି ପରିଚିତ ବ୍ୟକ୍ତି ଉପରେ ଅନ୍ଧବିଶ୍ଵାସ କରନ୍ତୁ ନାହି । ଭାବୁକ ହୋଇ ନିସ୍ପତି ନିଅନ୍ତୁ ନାହି । ଆଜି ଦିନ ଟି ଆପଣଙ୍କ ମନରେ କିଛି ଅଜବ ଚିନ୍ତାଧାରା ଆସିପାରେ ଯାହା କାରଣରୁ ଆପଣ ସଠିକ ନିସ୍ପତି ନେବାରେ ସମସ୍ୟା ହୋଇପାରେ । ଧାର୍ମିକ ବା ସାମାଜିକ କାର୍ଯ୍ୟ ରେ ଭାଗ ନେବେ । ଧନ ଆଗମନର ସମ୍ଭାବନା ରହିଛି । ଦାଂପତ୍ଯ ଜୀବନ ଖୁସିପୃନ୍ନ ରହିବ । ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହି । ବେପାର ପାଇଁ ନିସ୍ପତି ନେଲେ ବିଚାର କରି ନିଅନ୍ତୁ ।
ତୁଳା ରାଶି : ଆଜି ସମାଜ ସହ ଜଡିତ କାମ କରିବା ପାଇଁ ଦିନ ଉତ୍ତମ ରହିବ । ଆପଣଙ୍କ ଉପରେ କାମର ଭାର ଅଧିକ ହୋଇପାରେ ଯାହା ପାଇନ ଆପଣ ଥକାପଣ ଅନୁଭବ କରିବେ । କୌଣସି କାମରେ ଅନୁଭବି ବ୍ୟକ୍ତିଙ୍କ ରାଏ ନେଲେ ବେହତର ସାବ୍ୟସ୍ତ ହେବ । ଯେଉଁ ଜାତକ ପତ୍ରକାର ବା ଫିଲ୍ମ ସଜ ଜଡିତ ଅଛନ୍ତି ସେମାନେ ଆଜି ସଫଳ ହେବେ । ପାରିବାରିକ ଜୀବନରେ ତଥା ଭାଇ ଭଉଣୀଙ୍କ ସହ ମନାନ୍ତର ହୋଇପାରେ । ଜୀବନ ସାଥିଙ୍କ ସହ ସଂପର୍କକୁ ନେଇ ଆପଣ ଅଧିକ ଭାବୁକ ହେବେ ।
ବିଛା ରାଶି : କାମଅକାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କଥା ସମସ୍ତେ ଶୁଣିବେ । ଆପଣଙ୍କୁ ସମସ୍ୟାର ସମାଧାନ କରିବା ପାଇଁ ମାର୍ଗ ମିଳିବ । ଏହି ଦିନ ପ୍ରୋଫେସନାଲ ଜୀବନ ପାଇଁ ଭଲ ରହିବ । କୌଣସି ବଡ ଫାଇଦା ମଧ୍ୟ ଆପଣଙ୍କୁ ମିଳିପାରେ । ବିଦ୍ୟାର୍ଥୀ କୌଣସି କାରଣରୁ ସମସ୍ୟାରେ ପଡି ପାରନ୍ତି । ଯଦି ଆପଣ କଳା କ୍ଷେତ୍ର ରେ ଜଡିତ ଅଛନ୍ତି ତେବେ ଉନ୍ନତି କରିବାର ନୂଆ ମାର୍ଗ ଖୋଲିବ ।
ଧନୁ ରାଶି : ଆଜି ଦିନ ଟି ଆପଣଙ୍କ ପାଇଁ ଅଧିକ ସାକାରାତ୍ମକ ରହିବ ନାହି । ନିଜକୁ ଖରାପ ଭାବନାରୁ ଦୂରେଇ ରଖି ଊର୍ଜା ସଞ୍ଚିତ କରନ୍ତୁ । କାମ କାର୍ଯ୍ୟ କ୍ଷେତ୍ର ରେ ବିରୋଧୀ ମାନଙ୍କ ଷଡଯନ୍ତ୍ରର ଶିକାର ହୋଇ ପାରନ୍ତି । ବ୍ୟାପାରୀ ମାନଙ୍କ ପାଇଁ ଉଧାର ସୁଝିବା ସମୟରେ ଲେନଦେନ ପ୍ରତି ଧ୍ୟାନ ଦେବା ଉଚିତ । ଭାଇ ଭଉଣୀ ଙ୍କ ସହ ତର୍କ ଆପଣଙ୍କୁ ଉଦାସ କରିପାରେ । ଆପଣ ନିଜକୁ ଅସହାୟ ମା ନେ କରିବେ । କୌଣସି ଭୂମି ମାମଲାରେ ଆପଣଙ୍କର ସମସ୍ଯା ବଢିପାରେ ।
ମକର ରାଶି : କାର୍ଯ୍ୟ କ୍ଷେତ୍ରରେ ଲୋକପ୍ରିୟତା ବଢିବ ତେଣୁ ମନ ଲଗାଇ କାମ କରନ୍ତୁ । ଆଜି ଦିନଟି ସବୁ କାମରେ ବରିଷ୍ଠ ଲୋକଙ୍କ ମାର୍ଗ ଦର୍ଶନ କରିବେ । ବିଗିଡି ଯାଇଥିବା କାମ ଆରମ୍ଭ ହେବେ । କାରୋବାରରେ ସମସ୍ଯା ଆସିପାରେ ତେଣୁ ମାନସିକ ମଜବୁତି ବଜାୟ ରଖନ୍ତୁ । ମହତ୍ଵ ପୂର୍ଣ୍ଣ ବିଷୟ ଉପରେ ତରବର ନିସ୍ପତି ନିଅନ୍ତୁ ନାହି । ଅଫିସରେ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । ଭୌତିକତା ଆଧାରରେ କିଛି ଅସନ୍ତୋଷ ହୋଇପାରେ ।
କୁମ୍ଭ ରାଶି : ଆଜି ତରବର ହୋଇ କୌଅଂଶୀ ନିସ୍ପତି ନିଅନ୍ତୁ ନାହି ନଚେତ ପଛରେ ଅନୁତାପ କରିବାକୁ ପଡିପାରେ ।ଅଆପଣଙ୍କୁ କିଛି ଅନୁଭୂତି ମିଳିପାରେ । ସାକାରାତ୍ମକ ଚିନ୍ତାରେ ଫାଇଦା ଆସିପାରେ । ପୂର୍ବ ଦିନରୁ ଅଟକି ରହିଥିବା କାମ ଆରମ୍ଭ ହେବ । ଅତିରିକ୍ତ ଆୟ ପାଇଁ ନିଜର ସୃଜନାତ୍ମକ ବିଚାର ର ସାହାରା ନିଅନ୍ତୁ । ପରିବାରର ସହ ଶାନ୍ତି ପୂର୍ଣ୍ଣ ଓ ସୁଖଦ ସମୟ ବ୍ଯତୀତ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ପିଲା ମାନଙ୍କର ମନ ପାଠ ପଢା ରେ ଲାଗିବ ।
ମୀନ ରାଶି : ବେରୋଜଗାର ଦୂର କରିବାର ପ୍ରୟାସ ସଫଳ ହେବ । କାମ କାର୍ଯ୍ୟ କ୍ଷେତ୍ରର ଦିନ ଭଲ ରହିବ । ସମୟ ଅନୁସାରେ ନିଜର କାମ ପୁରା କରିବାର ସଫଳତା ପାଇବେ । ଅଫିସରେ ଅଧିକାରୀ ଆପଣଙ୍କର ପରିଶ୍ରମ ରେ ଖୁସି ହେବେ । ଶାରୀରିକ କଷ୍ଟର ଆଶଙ୍କା ରହିପାରେ । କାର୍ଯ୍ୟ କ୍ଷେତ୍ର ରେ ପରିବର୍ତ୍ତନ କରିବାର ଅବସର ମିଳିପାରେ । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ରହିବ । ସମାଜରେ ସମାନ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।