ଆଜିର ରାଶିଫଳ, 25 ଅଗଷ୍ଟ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ଅଗଷ୍ଟ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଖର୍ଚ୍ଚ ବଢିବାର ଯୋଗ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ଅଳ୍ପ ଥକାପଣ ଅନୁଭବ କରିବେ । ଘରେ ମାହୋଲ ଠିକ ରହିବ । ଘରେ କୌଣସି ଧାର୍ମିକ ଆୟୋଜନ ହୋଇପାରେ ଯାହା କାରଣରୁ ଘରେ ହର୍ଷ ଓ ଉଲ୍ଲସିତ ସ୍ଥିତି ଦେଖାଯିବ । ରାଜନୀତି କରୁଥିବା ଲୋକଙ୍କ ପାଇଁ ଆଜି ଦିନ ଟି ଭାଗ୍ୟ ଉଦୟ ର କାରକ ରହିଛି । ବିରୋଧୀ ମାନେ ଆପଣଙ୍କ ଉପରେ ଭାରି ପଡିବେ । ଗୁରୁଜନ ମାନଙ୍କର ଆଶୀର୍ବାଦ ନିଅନ୍ତୁ । ରୋଜଗାର ରେ ଆପଣଙ୍କର ଉନ୍ନତି ହେବ ।

ବୃଷ ରାଶି : ଆଜି ଆପଣ ନିଜ ଘରର ନିର୍ମାଣ ପାଇଁ ବା କିଛି ନବୀକରଣ କରିବା ପାଇଁ ଅତ୍ୟଧିକ ଧନ ଖର୍ଚ୍ଚ କରି ପାରନ୍ତି । ଆପଣଙ୍କ ଠାରେ ବ୍ଯବସାୟିକ ବୃଦ୍ଧି ର ବହୁତ ତୀବ୍ର ସହ ବିବାକ ହୋଇଛି । ଏହା ସହ ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଭାବୁକତା ଉପରେ ସଂଯମ ରଖନ୍ତୁ । ନ ଚାହିଁଲେ ବି ଅଧିକ ଖର୍ଚ୍ଚ ହୋଇପାରେ । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରେ ରହିବେ । ପ୍ରେମ ଓ ବ୍ୟବସାୟ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ରହିବ । ସାମାଜିକ କାମରେ ଆପଣ ନିଜକୁ ନିଯୋଜିତ କରିବେ ।

ମିଥୁନ ରାଶି : ଆଜ୍ୟ ଆପଣ ନିଜର ପ୍ରତିଭା ଦେଖାଇବେ । ବିଦ୍ୟାର୍ଥୀ ଙ୍କୁ ମେହନତର ଫଳ ପ୍ରାପ୍ତ ହେବ । ଏକ୍ସଟ୍ରା ଇନକମ ହୋଇପାରେ । ଅଟକି ରହିଥିବା କାମ ପୂରଣ ହେବ । ବାହନ ଚଲାଇବା ସମୟରେ ସାବଧାନ ରୁହନ୍ତୁ । ଜୀବନ ସାଥିଙ୍କ ସହ ସମ୍ପର୍କ ବହୁତ ଭଲ ରହିବ । ବ୍ୟବସାୟ କରୁଥିଲେ ସମୟ ଅନୁକୂଳ ରହିବ । ଧର୍ଯ୍ୟ ସହ କାମ କରନ୍ତୁ । ଭାବନା ରେ ଭାସି ଯାଇ କୌଣସି ନିସ୍ପତି ନିଅନ୍ତୁ ନାହି । ଆର୍ଥିକ ସ୍ଥିତି ମଜବୁତ ହେବ । କୌଣସି ବ୍ୟକ୍ତି ଙ୍କ ସହ କାରଣରେ ବିବାଦ କରନ୍ତୁ ନାହି ।

କର୍କଟ ରାଶି : ଚିନ୍ତା ତଥା ଥକାପଣ ଅନୁଭବ କରିବେ । ଆପଣଙ୍କୁ ନିଜର ମେହନତର ଫଳ ନିଶ୍ଚୟ ମିଳିବ । କ୍ଯାରିୟର ରେ ଆଗକୁ ବଢିବା ପାଇଁ ଅବସର ମିଳିବ । ଘର, ଭୂମି, ଫ୍ଲାଟ ଆଦି ରୁ ଫାଇଦା ମିଳିବାର ଯୋଗ ରହିଛି । ନୂଆ ଲୋକଙ୍କ ସହ ଭେଟ ହେବ । ପରିବାର ଲୋକଙ୍କ ସହ ସମ୍ପର୍କ ଭଲ ରହିବ । ଅଧିକ ମେହନତ କରି ଥକାପଣ ଅନୁଭବ କରିବେ । ବାଣୀ ରେ ସଂଯମ ରଖନ୍ତୁ । ଭଲ ମୌକା ମିଳିପାରେ । ନୂଆ ଯୋଜନା ଓ ଅବସର କୁ ନେଇ ବଡ ନିସ୍ପତି ନେବେ ।

ସିଂହ ରାଶି : ଆଜି ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆଜି ଅନ୍ୟ ଲୋକ ମାନଙ୍କର ସାହାଜ୍ଯ କରିବାକୁ ଚେଷ୍ଟା କରନ୍ତୁ । ହୋଇପାରେ ସେମାନଙ୍କର ଚିନ୍ତାଧାରା ଆପଣଙ୍କୁ ଲାଭ ଆଣିପାରେ । ଆପଣ ନିଜ ବିଷୟରେ ଲୋକଙ୍କୁ କହିବାରେ ସମୟ ବରବାତ କରନ୍ତୁ ନାହି । ଯାହା ଆପଣଙ୍କ ମନ କହଚି ତାହା କରନ୍ତୁ । ଅଫିସ ଓ ଅକାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ଅଧିକ କାମ ମିଳିପାରେ । ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଜରୁରତ ଅଛି । ଦାଂପତ୍ଯ ଜୀବନ ଅନୁକୂଳ ରହିବ ।

କନ୍ୟା ରାଶି : ନିଜର ପିଲା ଓ ଜୀବନ ସାଥି ଙ୍କ ଇଚ୍ଛା ପୂରଣ କରିବାରେ ଆପଣ ସଫଳ ହେବେ । କୌଣସି ନିକଟତର ବନ୍ଧୁ ଓ ପରିବାର ସହ ଆଉଟିଙ୍ଗ କରିବାର ଯୋଜନା କରିବେ । ଭାଗ୍ୟ ଉପରେ ନିରଭାବର ରୁହନ୍ତୁ ନାହି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କାରଣ ଆପଣ ବହୁତ ଆଳସ୍ୟ ଅନୁଭବ କରୁଛନ୍ତି । ଯଦି ଆପଣ ନିଜର ଭାବାନକୁ ସେୟାର କରିବେ ତେବେ ଆପଣଙ୍କର ଯୋଜନା ବିଷୟରେ କେହି ଜାଣି ପାରନ୍ତି । ଆପଣ ପରାକ୍ରମୀ ରହିବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଲୋକେ ଆପଣଙ୍କର ପ୍ରଶଂସା କରିବେ ।

ତୁଳା ରାଶି : ଆଜି କିଛି ନୂଆ ସମ୍ପର୍କ ସ୍ଥାପନ କରିବେ ଯାହା ଭବିଷ୍ୟ ପାଇଁ ଆପଣଙ୍କୁ ଫାଇଦା ଆଣିବ । କାମ କାର୍ଯ୍ୟ ବା କାରୋବାରକୁ ନେଇ ଆଜି ସିନ୍ତା ରେ ରହିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ଯେଉଁ ଅବସର ମିଳୁଛି ତାହା ହରାନ୍ତୁ ନାହି । କୌଣସି ନା କୌଣସି ବ୍ୟବସାୟ ବା କଣ୍ଟ୍ରାକ୍ଟ ସହ ଜଡିତ ରହିବେ ଭାଗ୍ୟ ଆପଣଙ୍କ ସହ ସାଥ ଦେବ । ଆପଣଙ୍କର ମେହନତ ଆପଣଙ୍କୁ ପରିଚୟ ର ପ୍ରଶଂସା ସହ ବିତ୍ତୀୟ ଲାଭ ମଧ୍ୟ ଦେବାରେ ସହାୟକ ହେବ । ନିରନ୍ତର ପ୍ରୟାସ କରନ୍ତୁ ।

ବିଛା ରାଶି : ଆପଣଙ୍କର ସ୍ଵାଭିମାନ ବଜାୟ ରହିବ । ପୁରୁଣା ରୋଗରୁ ଉପଶମ ପାଇବେ । ଆପଣଙ୍କର କାର୍ଯ୍ୟ କ୍ଷେତ୍ର ରେ ମାନ ସମାନ ବୃଦ୍ଧି ହେବ । ଉଶ୍ଚାହ ନିଜ ଭିତରେ ରଖନ୍ତୁ ନଚେତ ପ୍ରଗତି ରେ ବାଧା ଆସିପାରେ । ବ୍ୟର୍ଥ ଖର୍ଚ୍ଚ ହୋଇପାରେ ଯାହା ପାଇଁ ଆପଣ ଚିନ୍ତା ରେ ରହିବେ । ଆପଣଙ୍କର ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ । ଘରକୁ ନୂଆ ଅତିଥିଙ୍କର ଆଗମନ ହେବାର ସମ୍ଭାବନା ରହିଛି ।

ଧନୁ ରାଶି : ଆଜି ଆପଣ ନିଜର କାମ କାର୍ଯ୍ୟ କୁ ନେଇ ଗମ୍ଭୀର ଭାବେ ଚିନ୍ତା କରିବେ । ନିବେଶ ରୁ ଲାଭ ପାଇବେ । ବାଣୀ ଉପରେ ସଂଯମ ରଖନ୍ତୁ ନଚେତ କାମ ବିଗିଡି ଯାଇପାରେ । ଶୁଭ ଖବର ପ୍ରାପ୍ତ ହେବ । କାର୍ଯ୍ୟ ଅଧିକ ହେବ କାରଣରୁ ବ୍ୟକ୍ତିଗତ କାର୍ଯ୍ୟ ପ୍ରବାହିତ ହେବ । ଘର ପରିବାରରେ ଖୁସି ର ମାହୋଲ ରହିବ । ପାରିବାରିକ ଜୀବନ ଶୁଭ ରହିବ । ସନ୍ତାନ ମାନେ ଶିକ୍ଷା କ୍ଷେତ୍ର ରେ ବହୁତ ଭଲ ପ୍ରଦର୍ଶନ କରିବେ । କୌଣସି ବିଶେଷ କାର୍ଯ୍ୟ ରେ ଜୀବନ ସାଥିଙ୍କ ସହଯୋଗ ମିଳିବ ।

ମକର ରାଶି : ଆଜି କିଛି ନୂଆ ଲୋକଙ୍କ ସହ ଭେଟ ହେବ ଯାହା କାରଣରୁ ଆପଣଙ୍କୁ କିଛି ଫାଇଦା ମିଳିବ । ଅଟକି ରହିଥିବା କାମ ଆରମ୍ଭ ହେବ । ବିଦ୍ୟାର୍ଥୀ ଙ୍କୁ ସଫଳତା ହାସଲ ହେବ । କାହା କଥା ପ୍ରତି ଧ୍ୟାନ ଦିଅନ୍ତୁ ନାହି । ବନ୍ଧୁ ମାନଙ୍କ ସହ ସମ୍ପର୍କ ଭଲ ରହିବ । ପାର୍ଟି ବା କୌଣସି ସମାରୋହରେ ଯୋଗ ଦେବେ । କାରୋବାର କ୍ଷେତ୍ର ରେ ଆପଣ ବ୍ୟସ୍ତ ରେ ରହିବେ । ଆପଣଙ୍କର ମେହନତ ଓ ପ୍ରୟାସ ଜଲ୍ଦି ଭଲ ପରିଣାମ ନେଇକି ଆସିବାର ଆଶା ରହିଛି । ଅଚାନକ ଯାତ୍ରା କରିବାକୁ ପଡିପାରେ ।

କୁମ୍ଭ ରାଶି : ଆଜି କାର୍ଯ୍ୟ ସ୍ଥଳରେ କୌଣସି ଅଧିକାରୀ ଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି । ଧାର୍ମିକ ଗତି ବିଧି ରେ ମନ ଲାଗିବ । ଅନ୍ୟ ମାନଙ୍କୁ ସାହାଜ୍ଯ କରିବେ । କାର୍ଯ୍ୟ କୁ ନେଇ ଆକ୍ଟିଭ ରହିବେ । ଆପଣଙ୍କୁ ବେହତର ଲାଭ ପ୍ରାପ୍ତ ହେବ । ଚିନ୍ତା ଅତି ସହଜରେ ଦୂର ହେବ । ଶୁଭ ସମୟ ଆପଣଙ୍କ ପାଇଁ ଆରମ୍ଭ ହୋଇ ସାରିଛି । ଯେଉଁ ଲୋକ ମେଡିକାଲ ରେ ଯିବା ପାଇଁ ପ୍ରସ୍ତୁତି ହେଉଛନ୍ତି ସେମାନଙ୍କର ପ୍ରୟାସ କାରଣରୁ ସାକାରତ୍ମକ ପରିଣାମ ଦେଖିବାକୁ ମିଳିବ ।

ମୀନ ରାଶି : ଆପଣ ଆଜି କିଛି ବଡ କାମ କରିବା ପୂର୍ବରୁ ଥରେ ବିଚାର କରନ୍ତୁ । ବାହନ ସାବଧାନ ପୂର୍ବକ ଚଲାନ୍ତୁ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଅଫିସରେ ଜୁନିୟର ଓ ସିନିyୟର ମାନଙ୍କ ସହ ତାଳମେଳ ଠିକ ରହିବ । ଏମିତିରେ ଆପଣଙ୍କର ମନୋବଳ ଷ୍ଟ୍ରଙ୍ଗ ରହିବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆପଣଙ୍କର ଓ ଜୀବନ ସାଥି ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଜବୁତ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।