ଆଜିର ରାଶିଫଳ, 16 ଅକ୍ଟୋବର 2022, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି 4 ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ସ୍ନେହଜନ ଙ୍କ ସହ କୌଣସି ଧାର୍ମିକ ସ୍ଥଳକୁ ଯିବାର ସୁନହେରୀ ଅବସର ମିଳିବ । ରଚନାତ୍ମକ କାର୍ଯ୍ୟ ରେ ମନ ଲାଗିବ । ଅଧିକ ପ୍ରତିଷ୍ଠା ହାସଲ କରିବେ । ନିରାଶାଜନକ ବିଚାର ରୁ ବଞ୍ଚିତ ରୁହନ୍ତୁ । ଶତ୍ରୁ ଙ୍କ ଠାରୁ ସତର୍କ ରୁହନ୍ତୁ । ଆପଣଙ୍କ ବ୍ୟବହାର ଆଜି ନ୍ୟାୟକୁଳ ରହିବ । କ୍ରୋଧ ଉପରେ ସଂଯମ ରଖନ୍ତୁ । ଚାକିରି ବା ବ୍ୟବସାୟ ସହ ଜଡିତ ସହ କିଛି ଆଲୋଚନା ହୋଇପାରେ । ଆପଣଙ୍କର ଆଜି ଦିନ ଟି ଆନନ୍ଦ ଓ ଉଲ୍ଲାସ ରେ ଆରମ୍ଭ ହେବ । ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ ରାଶି : ଆଜି ସାମାଜିକ କାର୍ଯ୍ୟ ରେ ଅଧିକ ରୁଚି ରହିବ । ନିଜକୁ ଭଲ ଭାବେ ପ୍ରସ୍ତୁତ କରନ୍ତୁ ପରୀକ୍ଷା ଦେବା ପାଇଁ । ସମ୍ପର୍କରେ ମଧୁରତା ଆସିବ । ବଡ ଓ ମିତ୍ର ମାନଙ୍କର ସହଯୋଗ ଆପଣଙ୍କୁ ମିଳିବ । ମିତ୍ର ତଥା ସମ୍ପର୍କୀୟ ମାନଙ୍କ ଘରକୁ ଆଗମନ ହୋଇପାରେ । ବ୍ୟାପାରିକ ଉନ୍ନତି ହେବ । ଆଧ୍ୟାତ୍ମିକ ଅଧ୍ୟୟନ ରେ ରୁଚି ହେବ । ବାହାର ଲୋକଙ୍କର ଦଖଲ ଅନ୍ଦାଜ ରେ ଆପଣ ଅସନ୍ତୁଷ୍ଟ ହେବେ ।  କାରଣ ଆଜି ଆପଣ ନିଜ ଚେଷ୍ଟା ରେ ସଫଳ ହେବେ ।ଆଜି କୌଣସି ନୂଆ ଯାହା ବା ନୂଆ ଉପାୟରେ ପଢିବାର ନୂଆ ଅବସର ମିଳିବ ।

ମିଥୁନ ରାଶି : ଆଜି ଆପଣ ତରବର ହେଲେ କୌଣସି ଛୋଟ ବିବାଦ ହୋଇପାରେ । ଆଜି ଆପଣଙ୍କୁ ବହୁତ ମହତ୍ଵ ପୂର୍ଣ୍ଣ ସୂଚନା ମିଳିପାରେ । ଯାହା ପାଇଁ ଆପଣଙ୍କର କୌଣସି ସମସ୍ୟାର ସମାଧାନ ହେବ । ଆଜ୍ୟ ଆପଣ ସାମାଜିକ ରୂପରେ କିଛି ବ୍ୟସ୍ତ ରେ ରହିବେ । ଏହା ଦ୍ଵାରା ଆପଣଙ୍କ ପରିବାର ରେ ଖୁସି ଆସିବ । ଦାଂପତ୍ଯ ଜୀବନ ସୁଖମୟ ହେବ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ବନ୍ଧୁ ମାନଙ୍କ ସହଯୋଗରେ ଆପଣ କୌଣସି କାମ ସହଜରେ ପୁରା କରିବେ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଯାହା ବି ଦୁଖ କଷ୍ଟ ରହିଥିଲା ତାହା ଦୂର ହେବ ।

କର୍କଟ ରାଶି : ଆଜି ଆପଣଙ୍କର ପ୍ରିୟ ଆପଣଙ୍କ ସହ ସମୟ ବ୍ଯତୀତ କରିବାର ଆଶା ରଖିବେ । ପରିବାର ସହ ସାମାଜିକ ଗତି ବିଧି ରେ ସମସ୍ତଙ୍କୁ ଖୁସି ରେ ରଖିବେ । ପାରିବାରିକ ଜୀବନରେ ପର୍ଜ୍ୟାପ୍ତ ସମୟ ଦିଅନ୍ତୁ । ଆଜି ଜିଦି କରିବା ବଦଳରେ ସମାଧାନ କରନ୍ତୁ । ଯାତ୍ରା ର ଆୟୋଜନ ସଫଳ ହେବେ । ଭାଇ ବନ୍ଧୁ ଙ୍କ ଠାରୁ ପ୍ରେମ ତଥା ସହଯୋଗ ମିଳିବ । କଳାକାର, କାରୋବାର ଓ ଲେଖକ ମାନଙ୍କୁ ନିଜର ପ୍ରତିଭା ଦେଖାଇବାର ଅବସର ମିଳିବ । ଅଫିସରେ ଅଧିକ ସମୟ ବ୍ଯତୀତ କରିଲେ ଘରୋଇ ମାମଲାରେ ପ୍ରଭାବ ପଡିବ ।

ସିଂହ ରାଶି : ଆଜି ନୂଆ ବିଚାର ଆପଣଙ୍କ ମନକୁ ଆସିପାରେ । ଆପଣ ନିଜର ଦୃଢ ପ୍ରୟାସରେ ନିଜର ଲକ୍ଷ୍ୟ ହାସଲ କରିବେ ବା ସ୍ୱପ୍ନ ସାକାର କରିବେ । ଭବିଷ୍ୟର ବ୍ୟବସାୟିକ ଯୋଜନା ପାଇଁ ଆପଣ ଯୋଜନା କରିବେ । ଏଥିରେ ଆପଣ ନିଜର ଆର୍ଥିକ ଲକ୍ଷ୍ୟ ହାସଲ କରିବେ । କିନ୍ତୁ ଆପଣଙ୍କୁ ନିଜର ଆବେଗ ଉପରେ ଧ୍ୟାନ ଦେବାର ଅଛି । ନିଜର ବିତ୍ତୀୟ ସୁରକ୍ଷା ର ଆନନ୍ଦ ମଧ୍ୟ ନେବେ । ଆଜି ମନରୁ ପଜେଟିଭ ବିଚାର ଆଣନ୍ତୁ । କୌଣସି ପ୍ରିୟଜନ ବା ବନ୍ଧୁ ଙ୍କ ଠାରୁ ଉପହାର ମିଳିପାରେ ।

କନ୍ୟା ରାଶି : ସନ୍ତାନ ସୁଖ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ବୁଝି ବିଚାରୀ ଉଧାର ଦିଅନ୍ତୁ । ବ୍ୟକ୍ତିଗତ ସମ୍ପର୍କ ମହଦୂର ହୋଇପାରେ । ଶତ୍ରୁ ଙ୍କ ଠାରୁ ରିହାତି ପାଇବେ । ଅନେକ ଦିନରୁ ଚାଲିଥିବା ସମସ୍ଯା ଦୂର ହେବ । କୌଣସି ଭଲ ଖବର ମଧ୍ୟ ମିଳିପାରେ । ଆପଣ କିଛି ନୂଆ ଯୋଜନା କରିବେ ଯାହା ଦ୍ଵାରା ଆପଣଙ୍କୁ ଆସୁଥିବା ସମୟରେ ଫାଇଦା ମିଳିବ । ବିବେକ ପୂର୍ଣ୍ଣ କାର୍ଯ୍ୟ ଲାଭ ଦେବେ । ଧନ ଲାଭର ଆସର ହେବ । ଉଶ୍ଚାହ ରେ କାର୍ଯ୍ୟ କରିଲେ ଲାଭ ପାଇବେ । ମନସ୍କାମନା ପୂରଣ ହେବ । ଅନ୍ୟ ପ୍ରତି ଖରାପ ବ୍ୟବହାର କରନ୍ତୁ ନାହି ।

ତୁଳା ରାଶି : ଆଜି ଆପଣ ନିଜର ବ୍ୟବହାରରେ ପରିଜନ ଙ୍କ ମନ ଜିଣିବେ । ପରିବାର ରେ ମାନସିକ ଅସାନ୍ତି ଦୂର ହେବ । ପ୍ରେମ କ୍ଷେତ୍ର ପାଇଁ ଆଜି ଦିନ ଟି ଖୁସି ନେଇ କରି ଆସିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ । ଧର୍ଯ୍ୟ ରଖନ୍ତୁ । ତରବର ହୋଇ ନିସ୍ପତି ନିଅନ୍ତୁ ନାହି । ନେଚେତ ଜୀବନରେ ଅନୁତାପ କରିବାକୁ ପଡିପାରେ । ବନ୍ଧୁ ଓ ସ୍ନେହଜନ ଙ୍କ ସହ କୌଣସି ରମଣୀୟ ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ଆଜି ଦିନରେ ଆପଣଙ୍କ ସ୍ୱାସ୍ଥ୍ୟ ମଦ୍ୟ ଭଲ ରହବ । ଆର୍ଥିକ ରୂପରେ ଆପଣଙ୍କୁ ଲାଭ ମିଳିବ ।

ବିଛା ରାଶି : ଆଜି ଦିନର ଆରମ୍ଭ ବହୁତ ଭଲ ରହିବ । ସାମାଜିକ ମେଳାପ ପାଇଁ ଆପଣ ବ୍ୟସ୍ତରେ ରହିବେ । ଆଜି ଆପଣଙ୍କୁ ଆର୍ଥିକ ଯୋଜନାରେ ଲାଭ ମିଳିପାରେ । ପଡୋଶୀ ଙ୍କ ସହ ସମ୍ପର୍କ ଭଲ ରହିବ । ଆଜି ବିଦ୍ୟାର୍ଥୀ ଙ୍କ ମନ ପଢା ରେ ରହିବେ । ଯେଉଁ ଲୋକେ ଦିନ ରାତି ଏକ କରି ପରିଶ୍ରମ କରୁଥିଲେ ସେମାନଙ୍କୁ ଆରାମ ମିଳିବ । ଆପଣ ନିଜର ଚେଷ୍ଟା ରେ ସଫଳ ହେବେ । ଭଲ ଦିନର ସହଯୋଗ ମନକୁ ଉଲ୍ଲସିତ କରିବ । କାର୍ଯ୍ୟ ରେ ମନ ଲାଗିବ । ବ୍ୟବହାର ଦ୍ଵାରା ସବୁ କିଛି ପାଇବେ ।

ଧନୁ ରାଶି : ଆଜି ଠାବର ହୁଅନ୍ତୁ ନାହି । କୌଣସି ବିବାଦରୁ ବଞ୍ଚିତ ରୁହନ୍ତୁ । ଭୂମି ବା ବାହନ ସମ୍ବଧିତ ଯୋଜନା କରିବେ । ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାକୁ ଚାହୁଁଥିଲେ ଆଜି ନିଅନ୍ତୁ । ଆଜି ଅଯଥା ଖର୍ଚ୍ଚ ହୋଇପାରେ । ଶତ୍ରୁ ଆପଣଙ୍କୁ ଭୟ କରିବେ । ଆପଣଙ୍କର ଧନ ଅର୍ଜନ ହେବ । ଯାତ୍ରା କରିଲେ ଆପଣଙ୍କୁ ଆନନ୍ଦ ମିଳିବ । ଆର୍ଥିକ ଲେନଦେନ ସମୟରେ ସତର୍କ ରୁହନ୍ତୁ । ବେକାର କଥାକୁ ନେଇ କଳହ କରନ୍ତୁ ନାହି । ଘରେ ସମ୍ପର୍କରେ ମଧୁରତା ଆସିବ । ନିଜର ସାଥି ଓ ବନ୍ଧୁ ଙ୍କ ସହ କିଛି ସମୟ ବ୍ଯତୀତ କରିବେ ।

ମକର ରାଶି : ଆଜି ଶରୀର ରେ ଫୁର୍ତ୍ତୀ ଅଧିକ ହେବା କାରଣରୁ କାର୍ଯ୍ୟ କରିବାରେ ଉଶ୍ଚାହ ଅଧିକ ରହିବ । ଆଜି ଆପଣଙ୍କୁ ଲୋକେ ବିଶ୍ବାସର ସହ ଦେଖିବେ । ଆଜି ଆପଣଙ୍କୁ ସମ୍ଭାଳିକି ରହିବାର ଅଛି । ଆଜି ଆପଣଙ୍କର ବନ୍ଧୁ ମାନଙ୍କ ପଛରେ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଆପଣଙ୍କର କାରୋବାର ର ସ୍ଥିତି ଠିକ ରହିବ । ଆଜି ଦିନରେ କାର୍ଜ୍ୟାଳୟର ମାହୋଲ ଭଲ ରହି ବ । ନୂଆ ଜିନିଷ ବୁଝିବାକୁ ଓ ଶିଖିବାକୁ ଅବସର ମିଳିବ । ପଇସା ପ୍ରତି ଧ୍ୟାନ ଦିଅନ୍ତୁ । ପଇସା ମାମଲାରେ କୌଣସି ଠାରୁ ରୋଚକ ସମାଧାନ ମିଳିପାରେ ।

କୁମ୍ଭ ରାଶି : ଆଜି ଭାବୁକ ହୋଇ କୌଣସି ନିସ୍ପତି ନିଅନ୍ତୁ ନାହି । ସୁଖ ସାଧନରେ ଧନ ଖର୍ଚ୍ଚ ହେବ । ବ୍ୟାପାରୀ ନୂଆ ଯୋଜନା ଆଜି ଆରମ୍ଭ କରିବେ । ଅଧିକାରୀ ଙ୍କ ସହ ସମ୍ପର୍କ ମଜବୁତ ହେବ । କାହା ସହ ବିବାଦ କରନ୍ତୁ ନାହି । ବିଡଗି ଯାଇଥିବା କାମ ହୋଇପାରେ । ଜୀବନ ସାଥିଙ୍କ ସହଯୋଗ ମିଳିବ ଯାହା ଆପଣଙ୍କ ପାଇଁ ବହୁତ ଉପୋଯୋଗୀ ହେବ । ପାରିବାରିକ ଜୀବନ ସୁଖଦ ରହିବ । ନିଜ ଲୋକଙ୍କ ପାଇଁ ଆପଣଙ୍କୁ ସମସ୍ଯା ହୋଇପାରେ । ଧନ ସମ୍ପତି ବୃଦ୍ଧି ହେବାର ପ୍ରବଳ ଯୋଗ ରହିଛି ।

ମୀନ ରାଶି : ଆଜି ପରିଜନ ଙ୍କ ସହ ଆନନ୍ଦ ପୂର୍ବକ ସମୟ ବ୍ଯତୀତ ହେବ । ବାହନ ସୁଖ ମିଳିବ ତଥା ମାନ ସମାନ ମିଳିବ । ନିଜର ସାଥି ଓ ବନ୍ଧୁ ଙ୍କ ସହ ଭଲ ସମୟ ବ୍ଯତୀତ କରନ୍ତୁ । ନିଜର ଆତ୍ମବିଶ୍ବାସର ଫାଇଦା ଉଠାନ୍ତୁ । ଭୁଲ ନିସ୍ପତି ନେବାରୁ ବଞ୍ଚିତ ରୁହନ୍ତୁ । କ୍ଯାରିୟର ଓ ପ୍ରୋଫେସନ ପାଇଁ ଦିନ ସାମାନ୍ଯ ରହିବ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ । ସହଯୋଗୀ ମାନଙ୍କର ସମର୍ଥନ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।