ଆଜିର ରାଶିଫଳ, 1 ମାର୍ଚ୍ଚ 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ଆପଣଙ୍କ ଜୀବନରେ ଅଚାନକ ଧନ ଲାଭ ହେବ । ଯେଉଁ କ୍ଷେତ୍ର ରେ ରହିବେ ସବୁ କ୍ଷେତ୍ରରେ ଉଚ୍ଚ ସ୍ତର ରେ ରହିବେ । ଆପଣଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହା ଆପଣଙ୍କ ବାବିଷ୍ୟତ ପାଇଁ ବେସ ଲାଭଦାୟକ ରହିବ । ସମାଜରେ ଅମଣ ସମାନ ପ୍ରତିଷ୍ଠା ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ । ଆପଣଙ୍କର ବିଗିଡି ଯାଇଥିବା ଅକାମ ଆରମ୍ଭ ହେବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଆୟ ରେ ବୃଦ୍ଧି ହେବାର ଯୋଗ ରହିଛି । ଦାଂପତ୍ଯ ଜୀବନ ସୁଖମୟ ରହିବ । ଅଚାନକ ଧନ ଲାଭ ହେବେ । ମାନସିକ ସ୍ଥିତି ଆପଣଙ୍କର ପଜେଟିଭ ରହିବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବିଜେନ୍ସ କ୍ଷେତ୍ର ରେ ଆପଣଙ୍କୁ ଲାଭ ଦେଖିବାକୁ ମିଳିବ ।

ମିଥୁନ ରାଶି : ଆପଣଙ୍କର ଦାଂପତ୍ଯ ଜୀବନ ମଧୁମୟ ରହିବ । ଅଟକି ରହିଥିବା କାମ ପୁଅର ହେବ । କାରୋବାର ରେ ହୋଇଥିବା କ୍ଷତିର ଭରପାୟ ହେବ । କାମ କାର୍ଯ୍ୟ ରେ ଆପଣ ସଫଳ ହେବେ । ଚାକିରି କ୍ଷେତ୍ର ରେ ଉଚ୍ଚ ସ୍ତର ଲାଭ କରିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଲାଭ ପାଇବେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ । ସରକାରି କ୍ଷେତ୍ରରେ ଥିଲେ ଅଧିକ ଲାଭବାନ ହେବେ ।

କର୍କଟ ରାଶି : ଆଜି ଆପଣଙ୍କର ଦିନ ଟି ସାନଦାର ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ସଫଳତା ଲାଭ କରିବେ । ଆପଣ ଯେଉଁ ଆଶା ଦୀର୍ଘ ଦିନରୁ କରିଥିଲେ ତାହା ପୂରଣ ହେବ । ପୁରୁଣା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଜି ଦିନ ଟି ଅନୁକୂଳ ରହିବ । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହି ପାରିବେ । ଆୟରେ ବୃଦ୍ଧି ହୋଇପାରେ ।

ସିଂହ ରାଶି : ଆଜି କୌଣସି ମିତ୍ର ବା ପରିଜନଙ୍କ ଠାରୁ ଉପହାର ପାଇବେ । ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ । ଦୀର୍ଘ ଦିନରୁ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବେ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ବିଚାର ବିମର୍ଶ କରନ୍ତୁ । ଆପଣଙ୍କ ଜୀବନରେ ଖାସ ଲୋକଙ୍କ ଆଗମନ ହୋଇପାରେ । ଯାହାଙ୍କ ସହ ଆପଣ ବନ୍ଧୁତା ସ୍ଥାପନ କରିବେ । ଜୀବନରେ କିଛି ନାଉଆ କାମ କରିବା ପାଇଁ ଆପଣ ଚିନ୍ତା କରିବେ ।

କନ୍ୟା ରାଶି : ଆପଣ କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ଚକଇରୀ କରିଥିବା ବ୍ୟକ୍ତି ଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣଙ୍କର ପ୍ରମୋଶନ ହୋଇପାରେ । ସମାଜରେ ଖ୍ଯାତି ଓ କୀର୍ତ୍ତି ସ୍ଥାପନ ହେବେ । ସାମାଜିକ କାର୍ଯ୍ୟ ରେ ସଫଳତା ଲାଭ ହେବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ବାଦ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ଆପଣଙ୍କର ରଚାନାତ୍ମକ କ୍ଷେତ୍ର ରେ ଆଗ୍ରହ ହେବ ।

ତୁଳା ରାଶି : ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ସବୁ କ୍ଷେତ୍ର ରେ ସଫଳ ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଲାଭ ଦେଖିବାକୁ ପାଇବେ । କ୍ଯାରିୟର ଦିଗରେ ଅଗ୍ରସର ହେବେ । ପିଲା ମାନଙ୍କ ତରଫରୁ ଖୁସି ଖବର ଶୁଣିବାକୁ ପାଇବେ । ଘର ପରିବାରରେ ନୂଆ ଦାୟିତ୍ଵ  ମିଳିପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଅଚାନକ ଧନ ଲାଭ ହେବ ।

ବିଛା ରାଶି : ଆପଣଙ୍କର ଆଜି ଦିନ ଟି ସାନଦାର ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ନିଜ କ୍ରୋଧ ଉପରେ ସଂଯମ ରଖନ୍ତୁ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଦୀର୍ଘ ଦିନରୁ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । ଅନ୍ୟ ମାନେ ଆପଣଙ୍କ ଠାରୁ ପ୍ରେରଣା ପାଇବେ ।

ଧନୁ ରାଶି : ଆଜି ଆପଣଙ୍କର ବେପାର କ୍ଷେତ୍ର ରେ ଉନ୍ନତି ହେବ । ଆପଣଙ୍କ ଦ୍ଵାରା କରା ଯାଇଥିବା କାମ ସବୁ ସଫଳ ହେବେ । ଆପଣଙ୍କ ମନରେ ସାକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ । ଯାହା ଦ୍ଵାରା ଆପଣ ଭଲ କାମ କରିବେ । ଚାକିରି କ୍ଷେତ୍ର ରେ ମାନ ସମାନ ବୃଦ୍ଧି ହେବ । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ପ୍ରାପ୍ତ ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ । ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଖାସ ବ୍ୟକ୍ତି ଙ୍କ ଆଗମନ ହୋଇପାରେ । ଘର ପରିବାରରେ ସୁଖଦ ମାହୋଲ ରହିବ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭବାନ ହେବେ । ସମାଜରେ ଯସ ଓ କୀର୍ତ୍ତି ସ୍ଥାପନ ହେବ ।

କୁମ୍ଭ ରାଶି : ଆପଣଙ୍କର ଆଜି ଦିନ ଟି ଅନୁକୂଳ ରହିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଟଙ୍କା ରୋଜଗାର କରିବାର ନୂଆ ଅବସର ଆପଣ ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । ଆପଣଙ୍କର ପୁରୁଣା ମିତ୍ର ଙ୍କ ସହ ଭେଟ ହୋଇପାରେ । ଯାହା ଦ୍ଵାରା ପୁରୁଣା ସ୍ମୂରତି ତାଜା ହେବ । ଆପଣଙ୍କୁ ବେପାର କ୍ଷେତ୍ର ରେ ଅଚାନକ ବଡ ଫାଇଦା ଦେଖିବାକୁ ମିଳିବ । କୌଣସି ଖାସ ମାମଲାରେ ଆପଣ ବିଚାର କରିବେ ।

ମୀନ ରାଶି : ଆପଣଙ୍କର ପ୍ରିୟଜନ ଙ୍କ ଠାରୁ ଖୁସି ଖବର ଶୁଣିବାକୁ ପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଲାଭବାନ ହେବେ । ଭୌତିକ ସୁଖ ସୁବିଧା ଆପଣ ପାଇବେ । ଘର ପରିବାର ରେ ଅତିଥିଙ୍କ ଆଗମନ ହୋଇପାରେ । ଆପଣଙ୍କର ସବୁ ଦୁଖ କଷ୍ଟ ଦୂର ହେବ । ପ୍ରେମ ଜୀବନରେ ଆପଣଙ୍କର ସମୟ ଅନୁକୂଳ ରହିବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଅଗ୍ରସର ହେବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।