2021 IPL ରେ ସବୁଠୁ ଅଧିକ ଛକା କେଉଁ ଖେଳାଳି ମାରିଛନ୍ତି ! 1 ନଂ ଙ୍କ ନା ଜାଣିଲେ ବିଶ୍ଵାସ ହେବ ନାହିଁ -Cricket Facts

ଭାରତୀୟ କ୍ରିକେଟରେ ଖେଳୁଥିବା ପ୍ଲେୟର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଅନେକ ଖେଳାଳି ନିଜର ଜବରଦସ୍ତ ବ୍ୟାଟିଂ, ଆଉ କେହି ନିଜର ସାନଦାର ବୋଲିଂ ପାଇଁ ପୁରା ବିଶ୍ବରେ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଆପିଏଲ ମ୍ଯାଚରେ ଖେଳୁଥିବା ସାନଦାର ଖେଳାଳି ମାନଙ୍କ ମଧ୍ୟରୁ କେଉଁ ମାନେ ଅଧିକ ଛକା ମାରିଛନ୍ତି ସେ ବିଷୟରେ କହିବାକୁ ଯାଉଛୁ ।

୧- “ନୀତିଶ ରାନା”: କୋଲକାତା ନାଇଟ ଟ୍ରେଡ୍ସ ତରଫରୁ ନୀତିଶ ରାନା ଆପିଏଲ ମ୍ଯାଚ ଖେଳୁଛନ୍ତି । ସେ ଏହି ବର୍ଷ ଆପିଏଲରେ ୯ଟି ଛକା ମାରିଛନ୍ତି ।

୨-“ଏଭିଡ ଡେଭିଲୟିଅର୍ଶ”: ଏହି ଖେଳାଳି ଜଣକ ବହୁତ ଭଲ ପ୍ଲେୟାର ଅଟନ୍ତି । ଡେବିଲୟିୟର୍ସ ଆରସିବି ତରଫରୁ ୬ଟି ମ୍ଯାଚ ଖେଳି ୧୦ଟି ଛକା ମାରିଛନ୍ତି ।

୩- “ଗ୍ଲେନ ମ୍ୟାକ୍ସୱେଲ”: ମ୍ୟାକ୍ସୱେଲ ବହୁତ ଭଲ ପ୍ଲେୟାର ଅଟନ୍ତି । ସେ ଆରସିବି ତରଫରୁ ଖେଳୁଛନ୍ତି ୬ଟି ମ୍ଯାଚ ଖେଳି ୧୦ଟି ଛକା ମାରିଛନ୍ତି ।

୪- “ରୋହିତ ଶର୍ମା” : ମୁମ୍ବାଇ ଟିମ ତରଫରୁ ରୋହିତ ଶର୍ମା ଆପିଏଲ ଖେଳୁଛନ୍ତି । ସେ ୭ଟି ମ୍ଯାଚ ଖେଳି ୧୧ଟି ଛକା ମାରିଛନ୍ତି ।

୫- “ମୟଙ୍କ ଅଗ୍ରୱାଲ”: ମୟଙ୍କ ଅଗ୍ରୱାଲ ପଞ୍ଜାବ କିଂସ ତରଫରୁ ଆପିଏଲ ଖେଳୁଛନ୍ତି । ସେ ୭ଟି ମ୍ଯାଚରେ ୧୧ଟି ଛକା ମାରିଛନ୍ତି ।

୬- “ସଞ୍ଜୟ ଶର୍ମା” : ସଞ୍ଜୟ ଶର୍ମା ରାଜସ୍ଥାନ ରୟାଲ ତରଫରୁ ଆପିଏଲ ମ୍ଯାଚ ଖେଳୁଛନ୍ତି । ସେ ୭ଟି ମ୍ଯାଚରେ ୧୧ଟି ଛକା ମାରିଛନ୍ତି ।

୭- “ମୋହୀନ ଅଲ୍ଲୀ”: ଚେନାଇ ତରଫରୁ ମୋହୀନ ଅଲ୍ଲୀ ଆପିଏଲ ମ୍ଯାଚ ଖେଳୁଛନ୍ତି । ସେ ୬ଟି ମ୍ଯାଚରେ ୧୨ଟି ଛକା ମାରିଛନ୍ତି ।

୮- “ପୃଥିବୀ ସ”: ଦିଲ୍ଲୀ କ୍ୟାପିଟାଲ ତରଫରୁ ପୃଥିବୀ ସ ଆପିଏଲ ମ୍ଯାଚ ଖେଳୁଛନ୍ତି । ସେ ୮ଟି ମ୍ଯାଚରେ ୧୨ଟି ଛକା ମାରିଛନ୍ତି ।

୯- “ଅମାଏତୁ ରାଏଡୂ”: ଚେନ୍ନାଇ ସୁପରକିଂ ତରଫରୁ ଅମାଏତୁ ରାଏଡ଼ୁ ଆପିଏଲ ମ୍ଯାଚ ଖେଳି ୫ଟି ଇନିଙ୍ଗରେ ୧୩ଟି ଛକା ମାରିଛନ୍ତି ।

୧୦- “ଆନ୍ଧି ରାସନ”: କୋଲକାତା ନାଇଟ ଟ୍ରେଡ୍ସ ତରଫରୁ ଏହି ଖେଳାଳି ଜଣକ ଖେଳୁଛନ୍ତି । ସେ ୭ଟି ମ୍ଯାଚରେ ୧୩ଟି ଛକା ମାରିଛନ୍ତି ।

୧୧- “ପୋଲାଡ”: ମୁମ୍ବାଇ ଇନ୍ନିଙ୍ଗସ ତରଫରୁ ଆଇପିଏଲ ମ୍ଯାଚ ଖେଳି ସେ ୭ଟି ମ୍ଯାଚରେ ୧୩ଟି ଛକା ମାରିଛନ୍ତି ।

୧୨- “ଜୋସ ବଟଲର”: ଏହି ଖେଳାଳି ଜଣକ ବହୁତ ଭଲ ପ୍ଲେୟାର ଅଟନ୍ତି । ସେ ୭ଟି ମ୍ଯାଚରେ ୧୩ଟି ଛକା ମାରିଛନ୍ତି ।

୧୩- “ଫ୍ୟାପ ଡୁପ୍ଲୋସିବ” :ଚେନ୍ନାଇ ସୁପରକିଂ ତରଫରୁ ଖେଳି ଏହି ଖେଳାଳି ଜଣକ ୭ଟି ମ୍ଯାଚରେ ୧୩ଟି ଛକା ମାରିଛନ୍ତି ।

୧୪- “ଜନି ବ୍ୟାରେଷ୍ଟୋ” ସନରାଇଜର ହାଇଦ୍ରାବାଦ ତରଫରୁ ଜନି ବ୍ୟାରେଷ୍ଟୋ ଖେଳି ୭ଟି ମ୍ଯାଚରେ ୧୫ଟି ଚକା ମାରିଛନ୍ତି ।

୧୫- “କେ.ଏଲ.ରାହୁଲ” : ୨୦୨୧ ଆପିଏଲ ମ୍ଯାଚରେ କେ.ଏଲ.ରାହୁଲ ୭ଟି ମ୍ଯାଚରେ ୧୬ଟି ଚକା ମାରି ପ୍ରଥମ ସ୍ଥାନରେ ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।