ରାଶିଫଳ ଦ୍ଵାରା ଭବିଷ୍ୟ ଜୀବନର ଘଟଣ। ଜାଣିବା ସହ ବହୁତ ପ୍ରଭାବ ପଡିବ । ଜ୍ୟୋତିଷଙ୍କ ସୂଚନା ଅନୁସାରେ ଗ୍ରହ ସ୍ଥିତିରେ କୌଣସି ନା କୌଣସି ପରିବର୍ତ୍ତନ ନିରନ୍ତର ଚାଲିଥାଏ ଯାହା କାରଣରୁ 12 ଟି ରାଶି ପ୍ରଭାବିତ ହୋଇଥାନ୍ତି । ଏହି ସପ୍ତାହରେ ସବୁ 12 ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପଡିବାର ଅଛି । ଆଜି ଆମେ ଆପଣ ଏହି ଲେଖା ମାଧ୍ୟମରେ କେଉଁ ଲୋକଙ୍କ ଜାତକରେ ଶୁଭ ପ୍ରଭାବ ପଡିବ ଓ କାହାର ଅଶୁଭ ପ୍ରଭାବ ପଡିବ ଏହି ବିଷୟରେ ଜଣାଇବୁ । ବହୁତ ଲୋକଙ୍କ ମନରେ ପ୍ରଶ୍ନ ଉଠେ ସାପ୍ତାହିକ ରାଶିଫଳ କଣ ହେବ ? ଆମେ ଆପଣଙ୍କୁ ଆସନ୍ତା ସପ୍ତାହର ରାଶିଫଳ ଜଣେଇବୁ । ୧୨ ଏପ୍ରିଲରୁ ୧୮ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଆପଣଙ୍କ ପାଇଁ କେମିତି ରହିବ ଦେଖନ୍ତୁ ।
ମେଷ ରାଶି
ଏହି ସପ୍ତାହରେ ଚାକିରିଆ ଲୋକଙ୍କୁ ଅସୁବିଧା ହୋଇପାରେ ।କାହା ସାହାଯ୍ୟରେ କାମ ମିଳିପାରେ । ଜମା ପୁଞ୍ଜି ଖରଚ ହେବା ସହ ଶିକ୍ଷା ଉପରେ ଧ୍ୟାନ ଦିଅନ୍ତୁ ।କାମ କାର୍ଯ୍ୟରେ ସଫଳତା ମିଳିବ ।ବିଦ୍ୟାର୍ଥୀମାନେ ଗୁରୁମାନଙ୍କର ସମ୍ମାନ ନ କଲେ ଅସୁବିଧାର ସମ୍ମଖୀନ ହେବେ ।
ପ୍ରେମ ବିଷୟରେ: ନିଜ ଜୀବନ ସାଥିକୁ ମନ କଥା କହି ପାରିବେ । ପ୍ରେମ କରୁଥିବା ଲୋକଙ୍କ ପାଇଁ ଭଲ ରହିବ ।
ଭବିଷ୍ୟତ ବିଷୟରେ: ଚାକିରିରେ ଉନ୍ନତି ହେବ ।
ସ୍ୱାସ୍ଥ୍ୟ ବିଷୟରେ : ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ ।
ବୃଷ ରାଶି :
ଏହି ସପ୍ତାହରେ ବ୍ୟବସାୟରେ ସମସ୍ୟା ହେବା ସହ ଘରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ ।କୌଣସି କାର୍ଯ୍ୟ ପୁରା ହେବ। ମିଠା ବଚନ କହି ନିଜ କାମ ହାସଲ କରିବେ ।
ପ୍ରେମ ବିଷୟରେ : ପ୍ରେମ କରୁଥିବା ଲୋକ ଅନ୍ୟ ଠାରୁ ଦୂରେଇ ରହିବେ ।
ଭବିଷ୍ୟ ବିଷୟରେ : କାମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ସ୍ୱାସ୍ଥ୍ୟ ବିଷୟରେ : କାନ ସହ ଜଡିତ ଅସୁବିଧାଠାରୁ ଦୂରେଇ ରହିବେ ।
ମିଥୁନ ରାଶି : କୌଣସି ବରିଷ୍ଠ ଲୋକ ଦ୍ଵାରା ପ୍ରଭାବିତ ହୋଇ ନିଜ ବ୍ୟବସାୟ ପାଇଁ ଯୋଜନା କରିବେ ।ନୂଆ ଜାଗା କିଣି ପାରିବେ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । କାର୍ଯ୍ୟ ସ୍ଥଳରେ ନୂଆ ଯୋଜନାର ଚର୍ଚା ହେବେ ।
ପ୍ରେମ ବିଷୟରେ : ପ୍ରେମ ଜୀବନରେ ଉଚ ନୀଚ ରହିବ ।
ଭବିଷ୍ୟ ବିଷୟରେ : ନୂଆ ବ୍ୟବସାୟର କଣ୍ଟ୍ରାକ୍ଟଠାରୁ ଦୂରେଇ ରହିବେ ।
ସ୍ୱାସ୍ଥ୍ୟ ବିଷୟରେ : ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।
କର୍କଟ ରାଶି :
ଏହି ସପ୍ତାହରେ କାହା ସହ ମତଭେଦ ନ ରଖି ଭଲରେ କଥା ହେବେ ।କୌଣସି କାରଣରୁ ଆପଣ କଷ୍ଟ ପାଇବେ ।କାମରେ ବିଶ୍ଵାସ ଯୋଗ୍ୟ ଲୋକଙ୍କ ସହ ସମ୍ପର୍କ ରଖିବେ ।
ପ୍ରେମ ବିଷୟରେ : ପ୍ରେମ ଓ ବିଭାହ ଜୀବନ ଫଳପ୍ରଦ ହେବ ।
ଭବିଷ୍ୟ ବିଷୟରେ : ପୈତୃକ ସମ୍ପତିରେ ଲାଭ ମିଳିବ ।
ସ୍ୱାସ୍ଥ୍ୟ ବିଷୟରେ : ସ୍ଵାସ୍ଥ୍ୟର ଯତ୍ନ ନେବେ ।
ସିଂହ ରାଶି :
ପରିବାରରେ କୌଣସି କାରଣରୁ ଖୁସି ମିଳିପାରେ । କୌଣସି କଥାକୁ ନ ଡରି ନିଜ ଉପରେ ଭରସା ରଖନ୍ତୁ । ବଡ ଭାଇଙ୍କ ସହଯୋଗ ଯୋଗୁ ସମସ୍ୟାର ସମାଧାନ ହେବ ।
ପ୍ରେମ ବିଷୟରେ : ପ୍ରେମ ଜୀବନରେ ସମସ୍ୟା ହେବ ।
ଭବିଷ୍ୟ ବିଷୟରେ : ବ୍ୟବସାୟରେ ସଫଳ ହେବେ ।
ସ୍ୱାସ୍ଥ୍ୟ ବିଷୟରେ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କନ୍ୟା ରାଶି
ଏହି ସପ୍ତାହରେ କୌଣସି କଥାଠାରୁ ଦୂରେଇ ରୁହନ୍ତୁ । କୌଣସି ଲୋକର କଥାରୁ ଚିନ୍ତାରେ ପଡିବେ ।ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ କାହାକୁ କଷ୍ଟ ହୋଇପାରେ ।
ପ୍ରେମ ବିଷୟରେ : ଜୀବନ ସାଥି ସହ ଭଲ ସମ୍ଭନ୍ଧ ରହିବ ।
ଭବିଷ୍ୟ ବିଷୟରେ : ନିଜ ଭବିଷ୍ୟତକୁ ନେଇକି ଚିନ୍ତାରେ ରହିବେ ।
ସ୍ୱାସ୍ଥ୍ୟ ବିଷୟରେ : ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ।
ତୁଳା ରାଶି :
କୌଣସି କାରଣରୁ ଚିନ୍ତାରେ ରହିବେ ।ଆର୍ଥିକ ସ୍ଥିତି ଭଲ ରହିବା ସହ ଭାଇ ଭଉଣୀଙ୍କ ସହଯୋଗ ମିଳିବ । କାମରେ ସଫଳତା ମିଳିବ। କୌଣସି ଦୁଖୀ ଲୋକକୁ ସାହାଯ୍ୟ କରନ୍ତୁ ।
ପ୍ରେମ ବିଷୟରେ : ନିଜ ସଂଗିନୀ ସହ ଭଲ ସମୟ କାଟିବ ।
ଭବିଷ୍ୟ ବିଷୟରେ : ବେପାରରେ ସଫଳତା ମିଳିବ ନାହି ।
ସ୍ୱାସ୍ଥ୍ୟ ବିଷୟରେ : ସ୍ଵାସ୍ଥ୍ୟର ଯତ୍ନ ନେବେ ।
ବିଛା ରାଶି : ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଧନ ଲାଭର ଯୋଗ ଅଛି ।ପରିବାର ଓ ସାଙ୍ଗସାଥିଙ୍କଠାରୁ ସହଯୋଗ ମିଳିବ ।
ପ୍ରେମ ବିଷୟରେ : ଜୀବନସାଥୀ ସହ ଭଲ ରହିବ ।
ଭବିଷ୍ୟ ବିଷୟରେ : ବ୍ୟବସାୟରେ ଧ୍ୟାନ ଦିଅନ୍ତୁ ।
ସ୍ୱାସ୍ଥ୍ୟ ବିଷୟରେ : ଖାଇବା ପିଇବାରେ ଧ୍ୟାନ ଦିଅନ୍ତୁ ।
ଧନୁ ରାଶି :
ଯୋଗ ଓ ଧ୍ୟାନରେ ରୁଚି ବଢିବ । ଧନ ଲାଭର ଯୋଗ ଅଛି । ପରିବାରରେ ନିଜର ସମାନ ବଢିବ ।ଘରର ସାଜସଜରେ ଅଧିକ ଖରଚ ହେବ ।
ପ୍ରେମ ବିଷୟରେ : ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଭବିଷ୍ୟ ବିଷୟରେ : ବ୍ୟବସାୟ ଭଲ ରହିବା ।
ସ୍ୱାସ୍ଥ୍ୟ ବିଷୟରେ : ସ୍ଵାସ୍ଥ୍ୟର ଯତ୍ନ ନେବେ ।
ମକର ରାଶି :
ଏହି ସପ୍ତାହରେ ନିଜର ଧ୍ୟାନ ରଖିବେ । ଅନ୍ୟ କାହାର ଜୀବନଶୈଳୀକୁ ଦେଖି ନିଜ ଜୀବନଶୈଳୀ ବଦଳେଇବାକୁ ଚେଷ୍ଟା କରିବେ । ବାଣିଜ୍ୟର ସ୍ଥିତି ଆଶାଜନକ ରହିବ ।
ପ୍ରେମ ବିଷୟରେ : ବିବାହ ସମ୍ପର୍କ ସୁଖପ୍ରଦ ରହିବ ।
ଭବିଷ୍ୟ ବିଷୟରେ : ବେପାରର ଉନ୍ନତି ଘଟିବ ।
ସ୍ୱାସ୍ଥ୍ୟ ବିଷୟରେ : ନିୟମିତ ଯୋଗ କଲେ ସ୍ୱାସ୍ଥ୍ୟ ଭଲ ରହିବ ।
କୁମ୍ଭ ରାଶି :
ନିଜର ଆତ୍ମବିଶ୍ଵାସ ଯୋଗୁ କାମରେ ଉନ୍ନତି ଘଟିବ । ଦାମ୍ପତ୍ୟ ଜୀବନରେ ସମସ୍ୟା ହେବ ।କର୍ମ କ୍ଷେତ୍ରରେ ଲାଭ ମିଳିବ ।
ପ୍ରେମ ବିଷୟରେ : ଜୀବନସାଥି ସହ ଭଲ ସମୟ କାଟିବ ।
ଭବିଷ୍ୟ ବିଷୟରେ : ଛାତ୍ରମାନଙ୍କର ପାଠପଢାରେ ଅସୁବିଧା ହେବ ।
ସ୍ୱାସ୍ଥ୍ୟ ବିଷୟରେ : ନିଜର ଯତ୍ନ ନେବେ ।
ମୀନ ରାଶି :
ନିଜର ଆର୍ଥିକ ସ୍ଥିତି ଭଲ ରହିବ । ନିଜ ସମସ୍ୟାର ସମାଧାନ ଘଟିବ ।
ପ୍ରେମ ବିଷୟରେ : ପ୍ରେମ ଜୀବନରେ ସୁଖ ମିଳିବ ।
ଭବିଷ୍ୟ ବିଷୟରେ : ଚାକିରିରେ ଯଶ ଓ ପ୍ରତିଷ୍ଠା ମିଳିବ ।
ସ୍ୱାସ୍ଥ୍ୟ ବିଷୟରେ : ସ୍ୱାସ୍ଥ୍ୟକୁ ନେଇକି ଚିନ୍ତାରେ ରହିବେ ।
ରାଶି ସମ୍ଭନ୍ଧରେ ଏହି ବିବରଣୀଟି ଭଲ ଲାଗିଲେ ଲାଇକ କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।