ବନ୍ଧୁଗଣ ୯୦ ଦଶକର କିଛି ଅଭିନେତ୍ରୀ ନିଜ ବିବାହ ପୂର୍ବରୁ ରୋମାଣ୍ଟିକ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପସନ୍ଦ କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ରୋମାଣ୍ଟିକ ଚଳଚ୍ଚିତ୍ର ରେ ଅଭିନୟ କରିବା ବନ୍ଦ କରିଦେଇଥିଲେ । ଠିକ୍ ସେହିପରି ଅନୁଷ୍କା ଙ୍କୁ ବିବାହ କଲା ପରେ ତାଙ୍କ ସ୍ଵାମୀ ବିରାଟ କୋହଲି ତାଙ୍କର ଏହି ପ୍ରକାର ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଆସନ୍ତୁ ଦେଖିବା ବିରାଟ କୋହିଲି ଅନୁଷ୍କାଙ୍କ କେଉଁ ଚାରୋଟି ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ନାହିଁ ।
ନ°୧- ବ୍ୟାଣ୍ଡ ବାଜା ବାରାତ୍
ଏହି ଚଳଚ୍ଚିତ୍ର ବିଷୟରେ ଆପଣମାନେ ଭଲ ଭାବରେ ଜାଣିଥିବେ ଯେ ଏହି ଚଳଚ୍ଚିତ୍ରରେ ଅନୁଷ୍କା ଶର୍ମା ରଣବୀର ସିଂ ଙ୍କ ସହିତ ରୋମାନ୍ସ କରିଥିଲେ । ଯେଉଁଥି ପାଇଁ ଦୁଇ ଜଣ ଚର୍ଚ୍ଚା ରେ ଥିଲେ । ଆମେ ଆପଣଙ୍କୁ ଜଣାଇ ରଖୁଛୁ କି ଏହି ଚଳଚ୍ଚିତ୍ରର ଶେଷ ସିନ୍ ରେ ଅନୁଷ୍କା ଶର୍ମା, ରଣବୀର ଙ୍କ ସହିତ ଏକ ରୋମାଣ୍ଟିକ କିସ୍ କରିଥିଲେ । ଯାହାକି ବିରାଟ କୋହଲି କେବେ ବି ଦେଖିବାକୁ ପସନ୍ଦ କରନ୍ତି ନାହିଁ ।
ନ°୨- ପିକେ
ସୁଶାନ୍ତ ସିଂହ ରାଜପୁତ ଙ୍କ ସହିତ ପିକେ ଚଳଚ୍ଚିତ୍ରରେ ଅନୁଷ୍କା ଶର୍ମା ଏକ ହଟ୍ ରୋମାଣ୍ଟିକ ସିନ୍ କରିଥିଲେ । ଯେଉଁଥି ପାଇଁ ବିରାଟ କୋହଲି ଅନୁଷ୍କା ଙ୍କ ଉପରେ ବହୁତ୍ ରାଗିଥିଲେ । କାହିକିଁ ନା ଏହି ଚଳଚ୍ଚିତ୍ର ରେ ଅନୁଷ୍କା ସମସ୍ତ ସୀମା ପାର କରି ଦେଇଥିଲେ ।
ନ°୩- ଏନଏଚ୍ ୧୦
୨୦୧୫ ରେ ରିଲିଜ୍ ହେଇଥିବା ଏହି ଚଳଚ୍ଚିତ୍ରରେ ମଧ୍ୟ ଅନୁଷ୍କା ଶର୍ମା ଅନେକ ଗୁଡ଼ିଏ ହଟ୍ ରୋମାଣ୍ଟିକ ସିନ୍ କରିଥିଲେ । ଖାଲି ଏତିକି ନୁହେଁ ଅନୁଷ୍କା କେତେ ଗୁଡ଼ିଏ କିସ୍ ସିନ୍ ମଧ୍ୟ କରିଥିଲେ । ଯେଉଁଥିପାଇଁ ବିରାଟ କୋହଲି ଅନୁଷ୍କାଙ୍କ ଉପରେ ରାଗିଥିଲେ ।
ନ°୪- ବମ୍ବେ ଭେଲଭେଟ୍
୧୨୦ କୋଟି ଟଙ୍କାର ବ୍ୟବସାୟ କରିଥିବା ରଣବୀର ଆଉ ଅନୁଷ୍କାଙ୍କ ଏହି ଚଳଚ୍ଚିତ୍ରରେ ମଧ୍ୟ ଅନୁଷ୍କାଙ୍କର ବହୁତ୍ ରୋମାଣ୍ଟିକ ସିନ୍ ଥିଲା । ସେଥିପାଇଁ ବିରାଟ କୋହଲି ଏହି ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏକ ସାକ୍ଷାତକାରରେ ବିରାଟଙ୍କୁ ଯେତେବେଳେ ଏହିସବୁ ଚଳଚ୍ଚିତ୍ର ବିଷୟରେ ପଚରାଗଲା ସେ କହିଥିଲେ, ସେ କେବେ ବି ଏହି ଚଳଚ୍ଚିତ୍ର ଗୁଡ଼ିକ ଦେଖିବାକୁ ପସନ୍ଦ କରନ୍ତି ନାହିଁ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।