କେବଳ Virat Kohli ଙ୍କ ଦରମା ରେ ଆସିଯିବ ପୁରା Pakistan ର ଟିମ, ଜାଣିଲେ ଆପଣଙ୍କ ହୋସ ଉଡିଯିବ

BCCI ନିକଟ ଅତୀତରେ ଖେଳାଳି ମାନଙ୍କର ଦରମା ରିନିଉ କରିଛି  । ଯେଉଁ ଖେଳାଳି ଯେଉଁ ପ୍ରକାର ଖେଳିଛନ୍ତି ତାହା BCCI ରେ ଲେଖା ଅଛି । ଏମିତି କିଛି ଖେଳାଳି ଅଛନ୍ତି ଯେଉଁ ମାନେ ନିଜର ନାମ ପ୍ରଥମ ଥର ପାଇଁ ସାମିଲ କରିବାର ସୁଯୋଗ ପାଇଛନ୍ତି । ଏପଟେ ସୋସିଆଲ ମିଡିଆରେ ଖେଳାଳି ମାନଙ୍କ ଇନକମ ବିଷୟରେ ଚର୍ଚା ଚାଲିଛି । ଇଣ୍ଡିଆ କପ୍ତାନ ବିରାଟଙ୍କ ଦରମା ଯଦି ଆମେ ଦେଖିବା ତେବେ ସେଥିରେ ପୁରା ପାକିସ୍ଥାନର ଟିମର ଦରମା ହୋଇଯିବ ।

BCCI ଦ୍ଵାରା ଜାରି ହୋଇଥିବା କଣ୍ଟ୍ରାକ୍ଟକୁ ଦେଖିଲେ ଏହା ଅକ୍ଟୋବର 2020 ରୁ  ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଅଟେ । ବିରାଟ , ଯଶ ପ୍ରୀତ , ରୋହିତ ଙ୍କୁ ଗ୍ରେଡ A+ରେ ରକ୍ଷା ଯାଇଛି । ଏହାର କଣ୍ଟ୍ରାକ୍ଟ ଅନୁସାରେ A+  ର ଖେୟାଲି ମାନେ ୭କୋଟି , ଗ୍ରେଡ Aର ଖେଳାଳି ମାନେ ୫କୋଟି , ଗ୍ରେଡ Bର ଖେଳାଳି ମାନେ ୩କଟି , ଗ୍ରେଡ Cର ଖେଳାଳୀ ମାନେ ୧କୋଟି ପାଇବେ

ବାର୍ଷିକ ଦରମା ହିସାବରେ ପାଇବେ । ସେହିଭଳି ପାକିସ୍ଥାନ ବି ନିଜ ଖେଳାଳି ମାନଙ୍କୁ ଗ୍ରେଡରେ  ଭାଗ କରିଛି । ଗ୍ରେଡ Aରେ ୩ଟି ଖେଳାଳି ଅଛନ୍ତି ଏମାନଙ୍କୁ ୧୧ଲକ୍ଷ ପାକିସ୍ଥାନୀ ରୂପେ ଦିଆ ଯାଉଛି ଭାରତୀୟ ମୁଦ୍ରାରେ ୫ଲକ୍ଷ୨୦ ହଜାର ଟଙ୍କା ଦିଆ ଯାଉଛି । ଏଥିରେ ଥିବା ଖେଳାଳି ମାନଙ୍କ ନାମ ବାବର ଆଜମ, ସାହିଲ ଆଫ୍ରିଦି, ଅଜହର ଅଲ୍ଲୀ ଅଛନ୍ତି ।

ଗ୍ରେଡ B ରେ ୭.୫ ଲକ୍ଷ ପାକିସ୍ଥାନୀ ରୂପେ ଦିଆ ଯାଉଛି ଯାହା ଇଣ୍ଡିଆ ଅନୁସାରେ ୨ଲକ୍ଷ ହଜାର ପାଇବେ । ତେବେ ପାକିସ୍ଥାନ ଗ୍ରେଡ A ରେ 3ଜଣଙ୍କୁ , ଗ୍ରେଡ Bରେ 9ଜଣଙ୍କୁ ଓ ଗ୍ରେଡ Cରେ 6 ଜଣଙ୍କୁ ରଖିଛି । ଏହି ସବୁଙ୍କ ପଇସା ଯଦି ଆମେ ମିଶେଇ ଦେବା ତେବେ ତାହା ବିରାଟଙ୍କ ବାର୍ଷିକ ଆୟ ସହ ସମାନ ଅଟେ ।

ତେବେ BCCIଙ୍କ ରିପୋର୍ଟ ଅନୁସାରେ ଆସନ୍ତୁ ଜାଣିବା କେଉଁ ଖେଳାଳି ଅଛନ୍ତି କେଉଁ ଗ୍ରେଡ ରେ । ଗ୍ରେଡ A+ ରେ ବିରାଟ କୋହିଲି, ରୋହିତ ଶର୍ମା, ଯଶପ୍ରୀତ ଅଛନ୍ତି। ସେପରି ଗ୍ରେଡ A ରେ ଆର ଅଶ୍ଵିନୀ , ରବୀନ୍ଦ୍ର ଜାଡେଯା, ଚେତେଶ୍ଵର ପୂଜାରା , ଅଜିନକ୍ଯା ରାହାନେ ,  କେ ଏଲ ରାହୁଲ , ଶିଖର ଧାବନ , ମହମ୍ମଦ ସାମି,  ଇଶାନ ଶର୍ମା, ରିସକ ପନ। ହାର୍ଦିକ ପଣ୍ଡିଆ । ଗ୍ରେଡ B ରେ ଋଦ୍ଧିମାନ ସାହ, ଉମେଶ ୟାଦବ,ଭୁବନେଶ୍ବର କୁମାର , ସରଦୁଲ ଠାକୁର , ମୟଙ୍କ ଅଗ୍ରୱାଲ  ।

ଗ୍ରେଡ C ରେ ଅଛନ୍ତି କୁଲଦୀପ ୟାଦବ, ନଭ ଦୀପ ଶେନି, ଅଖସର ପଟେଲ, ଦୀପକ ଚହଟ, ସୁବମନ ଗିଲ, ହନୁମା ବିହାରୀ , ଶ୍ରେୟଶ ଅୟର, ୱାସିଙ୍ଗଟନ ସୁନ୍ଦର, ମହମ୍ମଦ ସିରାଜ , ୟୂଷମନ୍ଦ ରିଚାହ।  ଏହା ହେଉଛି BCCI ର ନୂଆ ଲିଷ୍ଟ। ଏଥିରେ ବିରାଟଙ୍କ ନାମ ସର୍ବ ପ୍ରଥମ ଅଟେ ତେଣୁ କରି ତାଙ୍କର ଇନକମ ବି ଅଧିକ ଅଟେ । ବିରାଟଙ୍କ ଆଡ ଗୁଡିକୁ ଛାଡିକି ବାକି ସବୁ କମେଇରେ ସେ ଅଗ୍ରାଧି କାର ହାସଲ କରିଛନ୍ତି । ଏଠି ପାଇଁ ଏବେ ଚର୍ଚାରେ ବିରାଟ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ଉପସ୍ଥାପନା ଭଲ ଲାଗେ ଗୋଟେ ଲାଇକ କରନ୍ତୁ ଓ ଆମସହ ଯୋଡି ହୋଇ ରୁହନ୍ତୁ ।