Vastu Shastra ନିଜ ଘରର ଏହି ଜିନିଷ କେବେବି କାହାକୁ ଦେବେ ନାହିଁ, ଭଗବାନ କୃଷ୍ଣ କହିଛନ୍ତି ଏମିତି ଘର ହେଇଯାଏ ବର୍ବାଦ

ଭଗବାନ ଶ୍ରୀ କୃଷ୍ଣ କହିଚନ୍ତି କି କେବେ ହେଲେ ନିଜ ଘରର ଏହି ଜିନିଷ କାହାକୁ ମଧ୍ୟ ଦେବେ ନାହିଁ, ନିଜ ଅତି ନିକଟର ହୋଇଥିବା ବ୍ୟକ୍ତି କୁ ବି ଦେବା ଅତ୍ୟନ୍ତ ଅଶୁଭ । ଏହି ଜିନିଷ କୁ ଉଧାର ଦେବା ମଧ୍ୟ ପାପ ବୋଲି ଭଗବାନ ଶ୍ରୀ କୃଷ୍ଣ କହିଛନ୍ତିି । ଏମିତି ଘରେ ମା ଲକ୍ଷ୍ମୀ କଦାପି ନିଜର କୃପା କରିନଥାନ୍ତି । ଏହି ସବୁ ଜିନିଷ ଦେବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ସହିତ ଧନ ମଧ୍ୟ ପଳାଇଥାଏ ଏବଂ ଘରେ ଦରିଦ୍ରତା ଦେଖା ଦେଇଥାଏ ।

ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ରହିଥାଏ ସେହି ବ୍ୟକ୍ତି ବହୁତ ଭାଗ୍ୟସାଳୀ ହୋଇଥାନ୍ତି ଏବଂ ସେହି ବ୍ୟକ୍ତି ମାନଙ୍କ ଭାଗ୍ୟ ବଦଲିଯାଇଥାଏ । ଶାସ୍ତ୍ର ରେ ମଧ୍ୟ କୁହା ଯାଇଛି ଏହି ସବୁ ଜିନିଷ କେବେ ମଧ୍ୟ କାହାରିକୁ ଦିଅନ୍ତୁ ନାହିଁ ନହେଲେ କ୍ଷତି ଆପଣଙ୍କର ହେବ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ।

ଭଗବାନଙ୍କ ମୂର୍ତ୍ତି ବା ଫଟୋ

ଭଗବାନ ଙ୍କ ମୂର୍ତ୍ତି କୁ ବହୁତ ଲୋକ ଅନ୍ୟ ଲୋକଙ୍କୁ ଉପହାର ଦେଇଥାନ୍ତି ସେହି ବ୍ୟକ୍ତି ମାନେ ସାବଧାନ ହୋଇଯାଆନ୍ତୁ କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଭଗବାନ ଙ୍କ ମୂର୍ତ୍ତି କାହାକୁ ଉପହାର ଦେବ ଅଶୁଭ ହୋଇଥାଏ । କାରଣ ଆପଣ ଯେଉଁ ବ୍ୟକ୍ତିଙ୍କୁ ଭଗବାନ ଙ୍କ ମୂର୍ତ୍ତି ବା ଫଟୋ ଦେଉଛନ୍ତି ଆଊ ଯଦି ସେହି ବ୍ୟକ୍ତି ଭଗବାନ ଙ୍କ ମୂର୍ତ୍ତି ର ଧ୍ୟାନ ରଖିନଥାଏ ତେବେ ତାହା ଦ୍ଵାରା ଆପଣଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ଆପଣ ଦରିଦ୍ରତାର ଶିକାର ହୋଇଥାନ୍ତି । ତେଣୁ ଏହି ଭୁଲ କେବେ ମଧ୍ୟ କରନ୍ତୁ ନାହିଁ ।

ଗୋଡମୁଦି ଏବଂ ମଙ୍ଗଳସୂତ୍ର

ଗହଣା ରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ତେଣୁ ଯଦି କୌଣସି ମହିଳା ନିଜର ମଙ୍ଗଳସୂତ୍ର, ପାଉଁଚି, ଝୁଣ୍ଟିଆ କାହାକୁ ଦେଇଥାନ୍ତି ତେବେ ମାତା ଲକ୍ଷ୍ମୀ ଙ୍କ କ୍ରୋଧ ଆପଣଙ୍କ ପରିବାର ଉପରେ ପଡ଼ିଥାଏ ଏବଂ ଆପଣଙ୍କ ଘରେ ଧନ ର ଅଭାବ ହୋଇଥାଏ । ତେଣୁ ଏହା କେବେ କାହାକୁ ଦେବା କଥା ନୁହଁ, ଗୋଟେ ମହିଳା ପାଇଁ ଏହି ଜିନିଷ ବହୁତ ମହତ୍ୱ ରଖିଥାଏ ସେଥିପାଇଁ ଏହାକୁ ଦାନ ଦେବ ଅଶୁଭ ହୋଇଥାଏ ।

ଝାଡୁ

ଝାଡୁ ରେ ଧନର ଦେବୀ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ଏହି ଭୁଲ କେବେ ବି କରନ୍ତୁ ନାହିଁ ଘରର ଝାଡୁ କାହାକୁ ଭୁଲ ରେ ମଧ୍ୟ ଦିଅନ୍ତୁ ନାହିଁ । ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ରଗିଯାଇପାରନ୍ତି ଏବଂ ଆପଣଙ୍କ ଘରୁ ପଳାଇ ମଧ୍ୟ ଯାଇଥାନ୍ତି । ଯାହା ଫଳରେ ଆପଣଙ୍କ ଉପରେ ଦରିଦ୍ରତାର ଘୋର ମାତ୍ରାରେ ପ୍ରଭାବ ପଡିଥାଏ ।

ସୂର୍ଯ୍ୟ ଅସ୍ତ ପରେ

ସୂର୍ଯ୍ୟ ଅସ୍ତ ପରେ କେବେ ମଧ୍ୟ କାହାକୁ କ୍ଷୀର, ଦହି, ଚାଉଳ ଓ ଲୁଣ ଦିଅନ୍ତୁ ନାହିଁ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ସବୁଦିନ ପାଇଁ ଛାଡି ଚାଲିଯାଇଥାନ୍ତି ଏବଂ ଆପଣଙ୍କ ଜୀବନରେ ଧନର ଅଭାବ ଲାଗିରହିିବ । ତେଣୁ କେବେ ବି କାହାକୁ ସୂର୍ଯ୍ୟ ଅସ୍ତ ପରେ ମାନେ ସନ୍ଧ୍ୟା ପରେ କାହାକୁ ଏହି ଜିନିଷ ଦିଅନ୍ତୁ ନାହିଁ ।

ତେବେ ଏହି ସବୁ ଜିନିଷ କୁ କେବେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ ନହେଲେ ଆପଣ ଦରିଦ୍ରତାର ଶିକାର ହୋଇବେ, ମା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ କମ୍ମେନ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।