Vastu tips: ଧନପ୍ରାପ୍ତିର ଉପାୟ, ବିଶ୍ବାସର ସହ ନିଶ୍ଚୟ କରନ୍ତୁ ଏହି 4ଟି କାମ, ଆପଣଙ୍କ ଘରେ ହେବ ଧନର ବର୍ଷା, ନିଜେ ବି ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ଆମ ଜୀବନରେ ଛୋଟ ବଡ ବସ୍ତୁ ମାନଙ୍କର ଖୁବ ମହତ୍ଵ ରହିଛି । କେଣେ କେବେ ଅତି ସାମାନ୍ଯ ଓ ଛୋଟ ଜିନିଷ ଆମ ଜୀବନରେ ଧନ ବୃଦ୍ଧି କରିବାରେ ସହାୟକ ହୋଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସବୁ ବସ୍ତୁ ଘରେ ରଖିବା ଦ୍ଵାରା ଘରକୁ ପ୍ରଚୁର ମାତ୍ରାରେ ଧନ ଆସିବାକୁ ଲାଗେ । ଆପଣ ଯଦି ଧନବାନ ହେବାକୁ ଚାହୁଁଛନ୍ତି ତେବେ ଏହି ସମସ୍ତ ବସ୍ତୁକୁ ଘରେ ଅବଶ୍ୟ ରଖନ୍ତୁ । ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ବସ୍ତୁ ଘରେ ରଖିବା ଦ୍ଵାରା ଧନ ବୃଦ୍ଧି ହୁଏ ।

ପ୍ରଥମ ବସ୍ତୁଟି ହେଉଛି ନେଉଳ ମୂର୍ତ୍ତି । ନେଉଳ ହେଉଛି ଧନ ବୃଦ୍ଧିର ସୂଚକ । ଧନଦେବତା ସ୍ଵୟଂ କୁବେର ମଧ୍ୟ ନେଉଳକୁ ପାଖରେ ରଖିଥିଲେ । ତେଣୁ ଆପଣ ଯଦି ଧନବାନ ହେବାକୁ ଚାହୁଁଛନ୍ତି ତେବେ ନିଜ ଘରେ ବା ପୂଜାଘରେ ନେଉଳ ମୂର୍ତ୍ତି ଅବଶ୍ୟ ରଖନ୍ତୁ । ଦେଖିବେ ଘରେ ନିଶ୍ଚୟ ଧନ ବୃଦ୍ଧି ହେବ ।

ଦ୍ଵିତୀୟ ଜିନିଷଟି ହେଉଛି ଭଗବାନ ହନୁମାନଙ୍କ ପିନ୍ଧା ବସ୍ତ୍ର । ଯେଉଁମାନେ ଅତି ଗରିବ ଅଟନ୍ତି ଏବଂ ଯେଉଁ ମାନଙ୍କର ଧନ ଆସିବାର ସମସ୍ତ ବାଟ ବନ୍ଦ ହୋଇଯାଇଛି ସେମାନେ ଏହାକୁ ଘରେ ନିଶ୍ଚୟ ରଖନ୍ତୁ । ଦେଖିବେ ଖୁବ କମ୍ ଦିନରେ ଅବଶ୍ୟ ଧନବାନ ହୋଇଯିବେ । ଆପଣ ଯେକୌଣସି ହନୁମାନ ମନ୍ଦିରକୁ ଯାଇ ପୂଜାରୀଙ୍କୁ ହନୁମାନଙ୍କ ପିନ୍ଧା ବସ୍ତ୍ର ମାଗି ଆଣି ପାରିବେ ।

ଏହାକୁ ଆପଣଙ୍କ ଘରର ମୁଖ୍ୟଦ୍ଵାରରେ ପୋତି ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଘରକୁ ସ୍ଵୟଂ ହନୁମାନ ଦୌଡି ଆସିବେ । ହନୁମାନ ହେଉଛନ୍ତି ମଙ୍ଗଳକାରୀ ଦେବତା । ତେଣୁ ତାଙ୍କ ସହ ଘରକୁ ଧନ ଦୌଲତ ମଧ୍ୟ ଆସିଥାଏ ।

ଯଦି କାହାକୁ ଧନର ଅତ୍ୟନ୍ତ ଆବଶ୍ୟକ ରହିଛି ତେବେ ସେ ବରଗଛ, ଓସ୍ତଗଛ, ଶମିଗଛ, ବେଲଗଛ ଓ ଅଁଳାଗଛ ମୂଳରେ ଚାରିମୁଖି ଦୀପ ଜଳାଇ ଦିଅନ୍ତୁ ଓ ସେହି ସବୁ ଗଛର ପତ୍ର ତୋଳି ଆଣନ୍ତୁ । ସେଗୁଡିକୁ ଏକ ଲାଲ କପଡାରେ ବାନ୍ଧି ଘରର ମୁଖ୍ୟଦ୍ଵାର ଉପରେ ଟାଙ୍ଗି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଇଚ୍ଛା ନଥିଲେ ମଧ୍ୟ ମା ଲକ୍ଷ୍ମୀ ଆପେ ଆପେ ଟାଣି ହୋଇ ଆସନ୍ତି । ସେ ଧନ ପ୍ରଦାନ କରିବା ସହ ମନୁଷ୍ୟର ସମସ୍ତ ଇଚ୍ଛା ମଧ୍ୟ ପୂରଣ କରନ୍ତି ।

ଚତୁର୍ଥ ଜିନିଷଟି ହେଉଛି ବେଙ୍ଗ ମୂର୍ତ୍ତି । ମଣ୍ଡୁକ କଳ୍ପତନ୍ତ୍ରରେ ବେଙ୍ଗକୁ ଧନର ଚାବିକାଠି ବୋଲି ବର୍ଣ୍ଣିତ କରାଯାଇଛି । ସେଥିପାଇଁ ଘରେ ଛୋଟ ବଡ ଯେକୌଣସି ବେଙ୍ଗ ମୂର୍ତ୍ତି ଅବଶ୍ୟ ରଖନ୍ତୁ । ଏହାଦ୍ବାରା ଘରକୁ ଧନ ଆସିବାକୁ ଲାଗେ । ଆପଣ ଧନବାନ ହେବାକୁ ଚାହୁଁଥିଲେ ଏଥିମଧ୍ୟରୁ ଯେକୌଣସି ଉପାୟ କରି ନିଶ୍ଚୟ ଧନବାନ ହୋଇପାରିବେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲ ଆମ ପେଜ୍ କୁ ଲାଇକ କରନ୍ତୁ ।