Vastu Shastra- ଘରେ ଏମିତି ଝାଡୁ ପୋଛା କରିବା ଦ୍ଵାରା ଆସିଥାଏ ଗରିବୀ, ମା ଲକ୍ଷ୍ମୀ ନିଜେ କହିଛନ୍ତି ଏହି ଭୁଲ କେହିବି କରିବା କଥା ନୁହେଁ  

ସାଧରଣତଃ ଘରେ ଯଦି ଆମେ ଝାଡୁ ପୋଛା କରିବା ତେବେ ଘରଟି ସୁନ୍ଦର ଦେଖାଯିବ ତା ସହିତ ଘରର ଅପରିଷ୍କାର ଗୁଡିକ ବାହାରିଯିବ ଓ ଘରେ ସକାରାତ୍ମକ ବାତାବରଣ ରହିଥାଏ । ଘରର ସବୁ ସଦସ୍ୟ ଉନ୍ନତି କରିଥାନ୍ତି ଏବଂ ଘରର ବାସ୍ତୁ ଦୋସ ଦୂର ହୋଇଥାଏ । ଆଜି ଆମେ ଆପଣମାନଙ୍କୁ କହିବୁ ଝାଡୁ ପୋଛା କରିବାବେଳେ କେଉଁ କଥା ପ୍ରତି ଧ୍ୟାନ ଦେବାକୁ ହୁଏ । ବାସ୍ତୁ ଶସ୍ତ୍ର ଅନୁସାରେ ଛୋଟ କନ୍ୟା ଦ୍ଵାରା ଝାଡୁ ପୋଛା କରାଇବା ଉଚିତ ନୁହେଁ ଏହା ଦ୍ଵାରା ପାପ ଲାଗିଥାଏ । ବେଦ ପୁରାଣ ଅନୁସାରେ ଛୋଟ କନ୍ୟା ମାନେ ଦେବୀଙ୍କ ସ୍ୱରୂପ ଅଟନ୍ତି ।

 

ଏଥିପାଇଁ ଯାଣି ଶୁଣି ଏମାନଙ୍କ ଦ୍ଵାରା ଝାଡୁ ପୋଛା ଲଗାଇବା ଦ୍ଵାରା ଘରେ ଦାରିଦ୍ର୍ୟତା ଓ ଶନିଙ୍କ କୋପ ଦ୍ରୁଷ୍ଟି ବଢିଥାଏ । ଯେତେବେଳେ ଆପଣ ଘରେ ପୋଛ ଲାଗାଉଛନ୍ତି ସେଥିରେ କିଛି ଲୁଣ ମିଶାଇ ପୋଛା ଲଗାଇବା ଦ୍ଵାର କୀଟାଣୁ ଦୂର ହୋଇଥାଏ ଏହାସହ ନକରାତ୍ମକ ଉର୍ଜ ଖତମ ହୋଇଥାଏ ଓ ମହାଲକ୍ଷ୍ମୀଙ୍କ ଘରେ ପ୍ରବେଶ ହୋଇ ଥାଏ । ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡୁ ପୋଛା ଲଗାଇବା ଉଚିତ ନୁହେଁ ଏହାଫଳରେ ରାହୁ କେତୁ ଆପଣଙ୍କ ଘରେ ପ୍ରବେଶ କରିଥାଏ ଏବଂ ମା ଲକ୍ଷ୍ମୀ ଘର ଛାଡି ଚାଲିଯାନ୍ତି ଓ ଦାରିଦ୍ର୍ୟତା ବଢିଥାଏ ।

ଗୁରୁ ବାରଦିନ ପୋଛା ଲଗାଇବା କିମ୍ବା ସଫା ସୁତୁରା ଓ ମାଂସ ଖାଇବା ଉଚିତ ନୁହେଁ ଏହା ଦ୍ଵାରା ସନ୍ତାନ ଓ ସ୍ଵାମୀ ଉପରେ କଷ୍ଟ ଆସିଥାଏ । ପଶୁ ଓ ଅନ୍ୟ ସଦସ୍ୟ ମାନଙ୍କୁ ଝାଡୁ ଦ୍ଵାରା ମାରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ମ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏହା ଫଳରେ ଆପଣଙ୍କର ବହୁତ କ୍ଷତି ହୋଇଥାଏ ।

ପୋଛା ଲଗାଇବାଦ୍ବାରା ଘରେ ଶାନ୍ତିର ବାତାବରଣ ରହିଥାଏ ଓ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ମଇଳା ପୋଛା କିମ୍ବା ଓଦା ପୋଛା ରଖିବାଦ୍ବାରା ରାହୁଙ୍କ ପ୍ରଭାବ ବଢିଥାଏ ଓ ଦରିଦ୍ରତା ବଢିଥାଏ । ଲକ୍ଷ୍ମୀଙ୍କ ବାସ ଝାଡୁ ରେ ଥାଏ ସେଥିପାଇଁ ଝାଡୁକୁ କେବେ ବି ଗୋଡ ମାରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଲକ୍ଷ୍ମୀ ଧନ ଛାଡି ଚାଲିଯାନ୍ତି । କୃଷ୍ଣ ପକ୍ଷରେ ଝାଡୁ କିଣିବା ଉଚିତ ।

ଶୁକ୍ଲା ପକ୍ଷରେ ଝାଡୁକୁ କିଣିବା ଦ୍ଵାରା ଦୁର୍ଭାଗ୍ୟ ବଢିଥାଏ । ଝାଡୁକୁ କେବେ ବି ଠିଆ କରି ରଖିବା ଉଚିତ ନୁହେଁ ଏହା ଦ୍ଵାରା ଘରେ କଳି ଝଗଡା ବଢିଥାଏ । ଝାଡୁକୁ ଘରର ପୂର୍ବ ଓଫ ଉତ୍ତର ଦିଗରେ ରଖନ୍ତୁ ନାହିଁ । ଏହାଦ୍ଵାରା ଦେବୀ ଦେବତାଙ୍କ କୁ ପ୍ରଭାବ ପଡିଥାଏ । ଝାଡୁକୁ ସବୁ ବେଳେ ଘରର କୌଣସି କୋଣରେ ଲୁଚାଇ ରଖିବା ଉଚିତ ।

ଯାହାଫଳରେ ବାହାରୁ ଆସୁଥିବା କୌଣସି ବ୍ୟକ୍ତିଙ୍କ  ଦ୍ରୁଷ୍ଟି ଏହା ଉପରେ ନପଡୁ । ଏହାକୁ ଘରର ଅନ୍ଧକାର ଜାଗାରେ ରଖିବା ଉଚିତ । ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ବ୍ରହ୍ମା ମୁହୁରତରେ କୌଣସି ମନ୍ଦିରରେ ଝାଡୁ ଦାନ କରନ୍ତୁ । ମନ୍ଦିରରେ ଝାଡୁ ଦାନ କରିବା ପୂର୍ବରୁ ଶୁଭ ମୁହୂର୍ତ ବିଷୟରେ ଧ୍ୟାନ ରଖିବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।