ଏମିତି କଣ ଯାହା ସ୍ତ୍ରୀ ପାଖରେ 1 ଟି ଓ ସ୍ଵାମୀ ପାଖରେ 2 ଟି ଅଛି ? 15 GK ପ୍ରଶ୍ନ ଓ ଉତ୍ତର

ଆଜି କାଲିର ଯୁବାପିଢୀଙ୍କ ଗୋଟିଏ ହିଁ ସ୍ବପ୍ନ କି ସେମାନେ କେମିତି ଭଲ ପାଠ ପଢି IAS ଓ IPS ଅଫିସର ହେବେ । କିନ୍ତୁ IAS ଓ IPS ଅଫିସର ହେବା ଏତେ ସହଜ ନୁହଁ ଏଥିପାଇଁ ବହୁତ ପରିଶ୍ରମ ଓ ବହୁତ ପରୀକ୍ଷା ଦେବାକୁ ପଡିଥାଏ । IAS ଓ IPS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ ଓ ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି UPSC ଦେଶର ସବୁଠୁ କଠିନ ପରୀକ୍ଷା ଅଟେ ।

ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଣ୍ଟରଭିୟୁ ପାସ କରିବା ଆହୁରି କଠିନ ଅଟେ । IAS ଓ IPS ପରୀକ୍ଷାରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି କିନ୍ତୁ ଆମେ ଆପଣଙ୍କୁ ଏହିଭଳି କିଛି ପ୍ରଶ୍ନ ଓ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

ପ୍ରଶ୍ନ – 1

ଅନ୍ତରିକ୍ଷ କୁ ଯାଇଥିବା ପ୍ରଥମ ଭାରତୀୟ କିଏ ଥିଲେ ?

ଉତ୍ତର – ରାକେଶ ଶର୍ମା

ପ୍ରଶ୍ନ – 2

IIT ର ଫୁଲ ଫର୍ମ କଣ ଅଟେ ?

ଉତ୍ତର – Indian institute of technology

ପ୍ରଶ୍ନ – 3

ଇଂରେଜ ଭାରତକୁ କେଉଁ ଉଦେଶ୍ୟରେ ଆସିଥିଲେ ?

ଉତ୍ତର – ବ୍ୟାପାର ଉଦ୍ଦେଶ୍ୟରେ

ପ୍ରଶ୍ନ – 4

ଧଳା କଇଁ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ ?

ଉତ୍ତର- ଇଟାଲୀ

ପ୍ରଶ୍ନ – 5

ମୋର ଦୋକାନ ଅଛି,

ମୋର କଲେଜ ବି ଅଛି,

ମୋର ଷ୍ଟୁଡେଣ୍ଟ ବି ଅଛନ୍ତି

ଓ ମୋର ସ୍ଟୋର ବି ଅଛି

କୁହନ୍ତୁ ମୁଁ କିଏ ?

ଉତ୍ତର – ମେଡିକାଲ

ପ୍ରଶ୍ନ – 6

ତାହା କଣ ଅଟେ ଯାହା ଆପଣଙ୍କ ପାଖରେ ଯେତେ ଅଧିକ ହେବ ସେତିକି ହିଁ ଆପଣଙ୍କୁ କମ ଦେଖାଯିବ ?

ଉତ୍ତର – ଅନ୍ଧାର

ପ୍ରଶ୍ନ – 7

ପୃଥିବୀ ରେ ସବୁଠାରୁ ବେଶୀ କେଉଁ ଗ୍ୟାସ୍ ଅଛି?

ଉତ୍ତର:- ପୃଥିବୀରେ ସବୁଠୁ ବେଶି ଅକ୍ସିଜେନ୍ ଗ୍ୟାସ୍ ଅଛି ।

ପ୍ରଶ୍ନ – 8

ଟର୍ଚ୍ଚ କୁ ହିନ୍ଦୀ ରେ କଣ କୁହା ଯାଏ?

ଉତ୍ତର:- ଟର୍ଚ୍ଚ କୁ ହିନ୍ଦୀ ରେ ମଶାଲ କୁହା ଯାଏ ।

ପ୍ରଶ୍ନ – 9

ଦାନ୍ତର ରଙ୍ଗ ଧଳା କଣ ପାଇଁ ହୋଇଥାଏ ।

ଉତ୍ତର – ଦାନ୍ତରେ କ୍ୟାଲସିୟମ ଥାଏ ଓ ଏହି କାରଣ ପାଇଁ ଦାନ୍ତର ରଙ୍ଗ ଧଳା ଅଟେ ।

ପ୍ରଶ୍ନ – 10

ସଂସାରର ସବୁଠୁ ବୃହତ କଇଁଚ କେଉଁଠି ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶରେ ୧୨ ଫୁଟର କଇଁଚ ଦେଖିବାକୁ ମିଳିଥାଏ ।

ପ୍ରଶ୍ନ – 11

ପତ୍ରର ରଙ୍ଗ କଣ ପାଇଁ ସବୁଜ ହୋଇଥାଏ ?

ଉତ୍ତର- କ୍ୟାରୋଟିନ ପାଇଁ ପତ୍ରର ରଙ୍ଗ ସବୁଜ ହୋଇଥାଏ ।

ପ୍ରଶ୍ନ – 12

ଟିକି ଟିକି ସାନ ଝରକା ଦୁଇଟି ଖୋଲିଲେ ଦୁନିଆ ଦିଶେ ବନ୍ଦ କରିଦେଲେ ଟିକିଏ ତାହାକୁ ଅନ୍ଧାର ମାଡି ଆସେ?

ଉତ୍ତର:- ଆମର ଦୁଇଟି ଆଖି

ପ୍ରଶ୍ନ – 13

ରାଷ୍ଟ୍ରୀୟ ଗୀତ ଗାନ କରିବା ପାଇଁ କେତେ ସମୟ ଲାଗିଥାଏ ?

ଉତ୍ତର- ୫୨ ସେକେଣ୍ଡ

ପ୍ରଶ୍ନ – 14

ବିଶ୍ୱର କେଉଁ ନଦୀର ପାଣି ଗରମ ଅଟେ ?

ଉତ୍ତର – ନୀଳ ନଦୀ

ପ୍ରଶ୍ନ – 15

ଏମିତି କଣ ଯାହା ସ୍ତ୍ରୀ ପାଖରେ 1 ଟି ଓ ସ୍ଵାମୀ ପାଖରେ 2 ଟି ଅଛି ?

ଉତ୍ତର – ଅକ୍ଷର

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।