Vastu Shastra- ଘରେ ଦରିଦ୍ରତା ଆସିବା ପୂର୍ବରୁ ମିଳିଥାଏ ଏହି ସବୁ ସଂକେତ

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଶାସ୍ତ୍ର ଅଟେ । ଯେଉଁଥିରେ ଜୀବନକୁ ସୁଖମୟ ଓ ସରଳ କରିବା ପାଇଁ କିଛି ଉପଦେଶ ଦିଆ ଯାଇଛି । ଚନକାୟ ଜଣେ ମହାନ ଜ୍ଞାନୀ ପୁରୁଷ ଥିଲେ । ଯିଏ ନିଜର ନୀତି ବଳରେ ଚନ୍ଦ୍ରଗୁପ୍ତ ମ୍ରୋଜ୍ୟଙ୍କୁ ରାଜା କରିଥିଲେ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏହିଭଳି କିଛି ନୀତି ନେଇ ଆସିଛୁ ।

ବନ୍ଧୁମାନେ କଣ ଆପଣଙ୍କୁ ଟଙ୍କାର ଅଭାବ ଅଛି କିମ୍ବା ଆପଣଙ୍କ ଘରେ ଟଙ୍କା ରହୁ ନାହିଁ ତେବେ ଚାଣକ୍ୟ ନୀତି ଅନୁସାରେ ଆମେ ଆପଣଙ୍କୁ ଆପଣଙ୍କ ଘରେ ଦରିଦ୍ରତା ଆସିବାର କିଛି ସଂକେତ ବିଷୟରେ କହିବୁ । କହିବାକୁ ଆପଣଙ୍କର କିଛି ଭୁଲ ଯୋଗୁ ଆପଣଙ୍କ ଘରେ ଦରିଦ୍ରତା ଆସିଥାଏ । ଆଜି ଆମେ ଆପଣଙ୍କୁ ଏହି ଭୁଲ ବିଷୟରେ ବି କହିବୁ ।

ପ୍ରଥମ ଉପାୟ

ଆପଣ କୌଣସି ଗଛ ମୂଳରେ ପରିସ୍ରା କରନ୍ତୁ ନାହିଁ । ଏହା ଏକ ଭୁଲ କାର୍ଯ୍ୟ  ଅଟେ । ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ଦରିଦ୍ରତା ପ୍ରବେଶ କରିଥାଏ । କାହିଁକି ନା ଗଛରେ ବି ଦେବୀ ଦେବତା ବାସ କରିଥାନ୍ତି । ସେଥିପାଇଁ ଆପଣ ଏହିଭଳି କରନ୍ତୁ ନାହିଁ । ସେଥିପାଇଁ ଆପଣ କୌଣସି ଗଛ ମୂଳରେ ପରିସ୍ରା କରନ୍ତୁ ନାହିଁ ନଚେତ ଆପଣ ଗରିବ ହୋଇଯିବେ ।

ଦ୍ଵିତୀୟ ଉପାୟ

ଆପଣଙ୍କ ଘରେ କୌଣସି ଭଙ୍ଗା କିମ୍ବା ଖରାପ ହୋଇଯାଇଥିବା ପାନିଆ ରଖନ୍ତୁ ନାହିଁ । ପଣିଆ ରଖିବା ଦ୍ଵାରା ଆପଣଙ୍କ ଘରେ ରାହୁ ଓ କେତୁଙ୍କ ବାସ ହୋଇଥାଏ । ସେଥିପାଇଁ ଆପଣ ଘରେ କୌଣସି ଭଙ୍ଗା ବା ଖରାପ ପାନିଆ ରଖନ୍ତୁ ନାହିଁ ।

ତୃତୀୟ ଉପାୟ

ଆପଣ ଆପଣଙ୍କ ଘରକୁ କେବେ ବି ଅପରିଷ୍କାର ରଖନ୍ତୁ ନହିଁ । ଯଦି ଆପଣ ଆପଣଙ୍କ ଘରକୁ ଏହିଭଳି ରଖିବେ ତେବେ ଘରକୁ ମାତା ଲକ୍ଷ୍ମୀଙ୍କ ପ୍ରବେଶ କରିବେ ନାହିଁ । ସେଥିପାଇଁ ଘରକୁ ସବୁ ବେଳେ ସଫା ସୁତୁରା ରଖନ୍ତୁ । ଝାଡୁ ଓ ପୋଛା ମାରି ରଖନ୍ତୁ । ଏହା ଫଳରେ ଘରେ ମାତା ଲକ୍ଷ୍ମୀଙ୍କ ପ୍ରବେଶ କରିବେ ଯାହା ଦ୍ଵାରା ଆପଣ ବହୁତ ଧନ ଧାନ୍ୟରେ ପୁରି ଉଠିବେ ।

ଚତୁର୍ଥ ଉପାୟ

ଆପଣ କେବେ ବି ରୁଟି ଖାଇବା ବେଳେ ଆପଣ ରୁଟିକୁ ଦାନ୍ତରେ କାମୁଡି ଛିଣ୍ଡାଇ ଖାଆନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ରୁଟିର ଅପମାନ ହୋଇଥାଏ ଓ ଭଗବାନଙ୍କର ଅପମାନ ହୋଇଥାଏ । ସେଥିପାଇଁ ରୁଟିକୁ ଖାଇବା ବେଳେ ସାଧାରଣ ଭାବରେ ଖାଆନ୍ତୁ ।

ପଞ୍ଚମ ଉପାୟ

ଆପଣ କେବେ ବି ନଖକୁ ଦାନ୍ତରେ କାମୁଡନ୍ତୁ ନାହିଁ କିମ୍ବା ଛିଡାନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣ ଗରିବ ହୋଇଯାଆନ୍ତି ଏହା ସହ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ନଖ ଭିତରେ ମଇଳା ଥାଏ ଓ ନଖ କାମୁଡିବା ଦ୍ଵାରା ନଖର ମଇଳା ପେଟ ଭିତରକୁ ଯାଏ । ଏହା ଦ୍ଵାରା ଆପଣଙ୍କୁ ରୋଗ ହୋଇଥାଏ । ଏଥିପାଇଁ ଆପଣ ଏପରି କରନ୍ତୁ ନାହିଁ ।

ଷଷ୍ଠ ଉପାୟ

ଯେଉଁମାନେ ବହୁତ ଡେରି ପର୍ଯ୍ୟନ୍ତ ଶୋଇଥାନ୍ତି କିମ୍ବା ସେମାନଙ୍କୁ ଜଲ୍ଦି ଉଠିବା ପାଇଁ ଅଭ୍ୟାସ ନାହିଁ ସେମାନଙ୍କ ଘରକୁ ମାତା ଲକ୍ଷ୍ମୀ ଆସନ୍ତି ନାହିଁ । ସେଥିପାଇଁ ଆପଣ ଯେତେ ଶୀଘ୍ର ଉଠନ୍ତୁ ଓ ଆପଣ ନିଜର ସବୁ କାର୍ଯ୍ୟକୁ ଜଲ୍ଦି ଶେଷ କରନ୍ତୁ । ଯାହା ଫଳରେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ ।

ସପ୍ତମ ଉପାୟ

ଘରେ କେବେ ବି ଜୋତା କିମ୍ବା ଚପଲକୁ ଓଲଟାଇ ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ କିମ୍ବା ଆପଣ କଙ୍ଗାଳ ହୋଇପାରନ୍ତି ।ସେଥିପାଇଁ ଆପଣ ଚପଲକୁ ଘରେ ସିଧାକରି ରଖନ୍ତୁ ।

ଅଷ୍ଟମ ଉପାୟ

ଆପଣଙ୍କ ଘରକୁ ଯଦି କୌଣସି ଅତିଥି ଆସନ୍ତି ତେବେ ତାଙ୍କ ସହ ଭଲ ବ୍ୟବହାର କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଘରକୁ ଲକ୍ଷ୍ମୀ ପ୍ରବେଶ କରିବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।