ଫିଲ୍ମ ଜଗତରେ ଏହା ହୋଇଥାଏ କି ଆଜିକାଲି କେଉଁ ଅଭିନେତା କେଉଁ ଅଭିନେତ୍ରୀଙ୍କ ସହିତ ବିବାହ କରି ପରେ ଛାଡପତ୍ର ଦେଇ ଦେଉଛନ୍ତି ଜଣା ପଡିନଥାଏ । ଆଜିକାଲି ଅଧିକାଂଶ ଅଭିନେତା ଏବଂ ଅଭିନେତ୍ରୀ ମାନେ ଦୁଇଟି ରୁ ତିନୋଟି ବିବାହ ମଧ୍ୟ କରୁଛନ୍ତି ।
ଏମିତି ବହୁତ ଘଟଣା ସାମନାକୁ ଆସିଛି । ଆଜି ଆମେ ଆପଣଙ୍କୁ ଏକ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଦୁଇ ଥର ଛାଡପତ୍ର ଦେଇ ସାରିଛନ୍ତି ଏବଂ ବର୍ତ୍ତମାନ ସେହି ଅଭିନେତ୍ରୀ ତୃତୀୟ ବିବାହ କରିବା ପାଇଁ ଯାଉ ଛନ୍ତି । ଏହି ଅଭିନେତ୍ରୀ ଜଣକ ଗୋଟିଏ ଫିଲ୍ମ କରିବା ପାଇଁ ୬୦୦ କୋଟି ଟଙ୍କା ନେଇଥାନ୍ତି ତାହେଲେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।
ଏହି ଅଭିନେତ୍ରୀ ଜଣଙ୍କ ନାମ ହେଉଛି ସ୍କାଲେର୍ଟ ଜୋହାନସନ ଯିଏ କି ହଲିଉଡ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ନିଜର ଭଲ ଅଭ୍ୟାସ କାରଣରୁ ସାରା ଦୁନିଆରେ ଫେମସ ଅଟନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜର ଅଭିନୟ କ୍ୟାରିୟର ଭିତରେ ସେ ବହୁତ ସାରା ଭଲ ଫିଲ୍ମରେ କାମ କରିଛନ୍ତି ଏବଂ ସବୁ ଫିଲ୍ମରେ ସେ ନିଜର ଭଲ ଅଭିନୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଭଲ ପାଇଥାନ୍ତି ।
ସେ ନିଜର ଅଭିନୟ ଦ୍ଵାରା ଲୋକ ମାନଙ୍କ ହୃଦୟରେ ଘର କରି ସାରିଛନ୍ତି । ସେ ବହୁତ ସୁପରହିଟ ଫିଲ୍ମ ମଧ୍ୟ କରିଛନ୍ତି । ତାଙ୍କର ଅଭିନୟ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ ଯେଉଁ କାରଣରୁ ତାଙ୍କର ବହୁତ ପ୍ରଶଂସକ ମଧ୍ୟ ବହୁତ ଅଛନ୍ତି । ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ତୃତୀୟ ବିବାହ କରିବାକୁ ଯାଉଛନ୍ତି ।
ଏହା ପୂର୍ବରୁ ମଧ୍ୟ ସେ ଦୁଇଟି ବିବାହ କରି ସାରିଛନ୍ତି ଏବଂ ତାଙ୍କର ଛାଡପତ୍ର ମଧ୍ୟ ହୋଇ ସାରିଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।