ଇଣ୍ଟରଭ୍ୟୁ ରେ ଝିଅକୁ ପଚରା ଗଲା କିଛି ଏଭଳି ପ୍ରଶ୍ନ, ଝିଅର ଜବାବ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇବ…

ହୋଇପାରେ କୌଣସି ଇଣ୍ଟରଭ୍ୟୁ ରେ ଆପଣଙ୍କୁ ପଚରା ଯାଏ କିଛି ଏମିତି ପ୍ରଶ୍ନ ଯାହା ଶୁଣି ଘୂରାଇବ ମୁଣ୍ଡ । କି ଏମିତି ମଧ୍ୟ ହୋଇଥାଏ ଆପଣ କିଛି ଏଭଳି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣି ଆପଣଙ୍କୁ ଲାଗେ କି ଏଭଳି ଅଶ୍ଳୀଳ ପ୍ରଶ୍ନ କେମିତି ପଚରା ଯାଉଛି । ଯଦିଓ ଏହି ପ୍ରଶ୍ନ ର ଜବାବ ବହୁତ ସହଜ ହୋଇଥାଏ ଏବଂ ଏହି ପ୍ରଶ୍ନ କୁ ପଚାରିବାର କାରଣ କେବଳ କ୍ଯାନ୍ଡିଡେଟ ଙ୍କର ବୁଦ୍ଧି ପରୀକ୍ଷା କରିବା । ଆପଣଙ୍କୁ କହି ରଖୁଛୁ ଏହିଭଳି କିଛି ପ୍ରଶ୍ନ ଆଜିକାଲି ସୋଶିଆଲ ମିଡିୟା ରେ ବହୁତ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଏହି ପ୍ରଶ୍ନ କୁ ଇଣ୍ଟରଭ୍ୟୁ ରେ ପଚରା ଗଲା । ଯେଉଁଥିରୁ କିଛି ପ୍ରଶ୍ନ ଦୁଇଟି ଅର୍ଥ ବାଲା ଥିଲା । କିନ୍ତୁ କିଛି ଲୋକ ଏହି ପ୍ରଶ୍ନ ର ସିଧା ଓ ସଠିକ ଜବାବ ଦେଲେ କି ସେମାନଙ୍କର ପ୍ରଜେଂସ ଅଫ ମାଇଂଡ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଏଠି ମଧ୍ୟରୁ କିଛି ପ୍ରଶ୍ନ ଇଣ୍ଟରଭ୍ୟୁ ସମୟରେ ଝିଅ ମାନଙ୍କୁ ପଚରା ଯାଇଥିଲା। ଏହା ଏମିତି ପ୍ରଶ୍ନ ଥିଲା ଯାହାକୁ ଶୁଣି କାହାର ବି ମୁଣ୍ଡ କାମ କରିବନି। କିନ୍ତୁ ଏହି ଝିଅ ମାନେ ବହୁତ ଚାଲକର ସହ ଏହି ଓଲଟା ପ୍ରଶ୍ନ ରେ ଜବାବ ଦେଇଛନ୍ତି ।

ପ୍ରଶ୍ନ-

କେମିତି ଜଣେ ଲୋକ 8ଦିନ ନ ଶୋଇ ରହି ପାରିବ?

ଉତ୍ତର-

ଲୋକଟି ରାତିରେ ଶୋଇପାରିବ, ତ ତାକୁ ଦିନରେ ଶୋଇବା କଣ ଦରକାର।

ପ୍ରଶ୍ନ-

ଆପଣ ଗୋଟେ ହାତରେ ହାତିକୁ କେମିତି ଉଠେଇବେ?

ଉତ୍ତର-

ଏମିତି କୌଣସି ହାତୀ ନାହିଁ ଯାହାର ହାତ ଅଛି ।

ପ୍ରଶ୍ନ-

ସବୁ ଝିଅ ପାଖରେ ଏମିତି ଏକ ଜିନିଷ ଅଛି ଯାହାର ଉପଯୋଗ ସେ ପୁଅ ମାନଙ୍କୁ ଆକର୍ଷିତ କରିବା ପାଇଁ କରେ?

ଉତ୍ତର-

ବାଣୀ ବା କହିବାର ଶୈଳୀ। ଝିଅ ନିଜର ମିଠା ଓ ରାଗି କଥା ରେ ମଧ୍ୟ ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିଥାଏ।

ପ୍ରଶ୍ନ-

ଯଦି 2ଟି କୁକୁଡା 2ଦିନରେ 2ଟି ଅଣ୍ଡା ଦେଲେ ତେବେ 200 କୁକୁଡା 200 ଦିନରେ କେତେ ଅଣ୍ଡା ଦେବେ?

ଉତ୍ତର-

ଯଦି 2ଟି କୁକୁଡା 2ଦିନରେ 2ଟି ଅଣ୍ଡା ଦେଲେ ତେବେ 200 କୁକୁଡା 200 ଦିନରେ 20000 ଅଣ୍ଡା ଦେବ।

ପ୍ରଶ୍ନ-

ଗୋଟେ କେକ ରେ 3ଟି କଟ୍ ଲଗାଇ ଅଧିକରୁ ଅଧିକ କେତେ ଖଣ୍ଡ କରାଯାଇ ପାରିବ?

ଉତ୍ତର-

୮ ଖଣ୍ଡ ରେ , କାହିଁକି ନା ପ୍ରଥମ କଟା ରେ ଏହା ୨ଟି ଖଣ୍ଡ ହେବ ଓ ଦ୍ଵିତୀୟ କଟା ରେ ୪ ଖଣ୍ଡ ତେବେ ତୃତୀୟ କଟା ଟି ଆମେ ତେଢା କାଟିଲେ ୪ ଓ ୪ ୮ ଖଣ୍ଡ ହେବ।