କଣ ଆପଣ ଜାଣିଛନ୍ତି 1KM ଚାଲିବା ପାଇଁ ଟ୍ରେନ କେତେ ଲିଟର ଡିଜେଲ ଖାଏ? ଜବାବ ଜାଣିଲେ ଉଡିଯିବ ହୋସ
ଭାରତୀୟ ରେଳ ବିଭାଗ ଜନତା ଙ୍କ ଯିବା ଆସିବା ର ଏକ ପ୍ରମୁଖ ସାଧନ । ଏହି ରେଳ ଗାଡି ପାଇଁ ଭାରତର ବିକାଶ ବହୁତ ଶୀଘ୍ର ହୋଇପାରିଛି । ଟ୍ରେନ ପାଇଁ ବହୁତ ଗୁଡେ ଲୋକ ଏକା ସହ ବହୁତ ଲମ୍ବା ଲମ୍ବା ରାସ୍ତା ବା ଦୂରତାକୁ ଅତି ସହଜରେ ପୁରା କରି ପାରୁଛନ୍ତି । ଏହାର ଶୁଳ୍କ ମଧ୍ୟ ଅନ୍ୟ ମାନଙ୍କ ଅପେକ୍ଷା କମ । ଟ୍ରେନ ରେ ଏକ ବିଶାଳ ଇଞ୍ଜିନ ଲାଗିଥାଏ ଯାହା ବହୁତ ଶକ୍ତିଶାଳୀ ଅଟେ ।
ଟ୍ରେନ ବହୁତ ଗୁଡିଏ ଡବା କୁ ଏକା ସହ ଟାଣି ଥାଏ ଏବଂ ବହୁତ ଦ୍ରୁତ ଗତି ରେ ମଧ୍ୟ ଚାଲିଥାଏ । ଟ୍ରେନ ର ବ୍ୟବହାର କେବଳ ଯାତ୍ରୀମାନଙ୍କୁ ନେବା ନୁହେଁ ବରଂ ବହୁତ ଓଜନ ଜିନିଷ କୁ ମଧ୍ୟ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ କରାଯାଏ । ଟ୍ରେନ ରେ ଲୋକ ବହୁତ ଶାନ୍ତି ରେ ଯାତ୍ରା କରିଥାନ୍ତି । ଆଗକାଳରେ ଗୋଟେ ଜାଗାରୁ ଅନ୍ୟ ଜାଗା ଯିବା ପାଇଁ ଯେଉଁଠି ବହୁତ ଦିନ ଲାଗୁଥିଲା ତାହା ଏବେ କିଛି ଘଣ୍ଟାରେ ପୁରା କରି ହେଉଛି ।
ଲୋକ ଟ୍ରେନ ରେ ଯାତାୟାତ ତ କରୁଛନ୍ତି, ପରନ୍ତୁ କଣ ଆପଣ କେବେ ଟ୍ରେନ ବିଷୟରେ ଜାଣିବାକୁ ଚାହିଁଛନ୍ତି? ନିଜର ଗାଡି ଚଳାଇବା ବେଳେ ଆମେ ଗାଡିର ଏୱରେଜ ର ବହୁତ ଧ୍ୟାନ ଦେଇଥାଉ । ସବୁବେଳେ ଆମ ଆଖି ପେଟ୍ରୋଲ କଣ୍ଟା ଉପରେ ରହିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଗୋଟେ ରେଳ ଗାଡିକୁ ଗୋଟେ କିଲୋମିଟର ଚାଲିବା ପାଇଁ କେତେ ଡିଜେଲ ଦରକାର? ଆପଣ ଏହି ବିଷୟରେ କେବେ ଭାବି ନଥିବେ । ଆଜି ଆମେ ଆପଣଙ୍କୁ କହିବୁ ଗୋଟେ କିଲୋମିଟର ଚାଲିବା ପାଇଁ ଗୋଟେ ଟ୍ରେନ କୁ କେତେ ଲିଟର ଡିଜେଲ ଦରକାର ।
ଗୋଟେ କିଲୋମିଟର ଯିବା ପାଇଁ କେତେ ତେଲ ଦରକାର ଏହାର ଅନ୍ଦାଜ ଲଗାଇବା କଷ୍ଟ । କିନ୍ତୁ ବହୁତ ରିସର୍ଚ କରିବା ପରେ ଏହି ପ୍ରଶ୍ନ ର ଉତ୍ତର ମିଳିପାରିଛି । କୋରା ରେ ରାଜନ ପ୍ରଧାନ ନାମକ ଜେନ ବ୍ୟକ୍ତି କହିଲେ “ ଗୋଟେ ରାତି ସେ ଔରଂଗାବାଦ ଷ୍ଟେସନ ରେ ଟ୍ରେନ ର ଅପେକ୍ଷା କରୁଥଲେ । ସେଠାରେ ସେ ଦେଖିଲେ ଯେ ଟ୍ରେନ ର ଡ୍ରାଇଭର ଟ୍ରେନ ଇଞ୍ଜିନ କୁ ଖୋଲା ଛାଡି ଚା ପାଣି ପିଇବା କୁ ଗଳାଭାରି । ସେହି ସମୟରେ ମୋ ମନରେ ପ୍ରଶ୍ନ ଆସିଲା କି କଣ ଟ୍ରେନ ତେଲ ଖାଉନି ଯେ ଏମାନେ ତାକୁ ବନ୍ଦ ନ କରି ଚାଲି ଯାଉଛନ୍ତି? ଏହା ଭାବିବା ସମୟରେ ମୁ ଯେଉଁଠି ଖାଉଥିଲି ସେଇଠିକୁ ତାର ଡ୍ରାଇଭର ଆସିଲା ଓ ମୁଁ ତାକୁ ପଚାରିଲି ଇଞ୍ଜିନ କୁ ଚାଳୁଥିବାର ଛାଡି କାହିଁକି ଆସିଲେ? କଣ ସେଥିରେ ଡିଜେଲ ପୋଡୁନି?
ଏହି ପ୍ରଶ୍ନ ଶୁଣି ସେହି ଡ୍ରାଇଭର କହିଲେ ଟ୍ରେନ ର ଇଞ୍ଜିନ କୁ ବନ୍ଦ କରିବା ତ ବହୁତ ସହଜ କିନ୍ତୁ ଷ୍ଟାର୍ଟ କରିବା ବହୁତ ତେଲ ପୋଡିଥାଏ । ଏହାକୁ ଷ୍ଟାର୍ଟ କରିବା ପାଇଁ କେବଳ 25 ଲିଟର ତେଲ ଖର୍ଚ୍ଚ ହୋଇଥାଏ । ଏବଂ ଏହା ଗୋଟେ କିଲୋମିଟର ଚାଲିବା ପାଇଁ 15 ରୁ 20 ଲିଟର ତେଲ ଖାଇଥାଏ । ସେହି ବ୍ୟକ୍ତି ଦେଇଥିବା ଏହି ତଥ୍ୟ ବହୁତ ମହତ୍ବପୂର୍ଣ୍ଣ ଅଟେ, ଆପଣ ମଧ୍ୟ ଆପଣଙ୍କ ସାଙ୍ଗ ମାନକ ସହ ଶେୟାର କରନ୍ତୁ ।