ଯଦି ଟ୍ରେନରେ ବିନା ଟିକେଟରେ ଟିଟି ଧରିଲେ ତେବେ ଚିନ୍ତିତ ଣ ହୋଇ କରନ୍ତୁ ଏହି କାମ, ପଣି ମିଳିବ ଆପଣଙ୍କୁ ଏହି ….

ମୋଦୀ ସରକାର ଦେଶର ଦଶା ବଦଳାଇବା ପାଇଁ ଏମିତି ବହୁତ କିଛି ନିଷ୍ପତ୍ତି ନେଇଛନ୍ତି, ଯାହାପାଇଁ ଜନତାଙ୍କୁ ଆରମ୍ଭରୁ ଅଳ୍ପ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଛି । କିନ୍ତୁ ଯଦି ତାଙ୍କର ନିଷ୍ପତ୍ତିକୁ ଲମ୍ବା ସମୟ ପାଇଁ ରଖି ଭାବିବା ତେବେ ଏହା ଦେଶର ପୁରୁଣା ଚାବିକୁ ବଦଳାଇପାରେ । ଭାରତ ପୂର୍ବ ତୁଳନାରେ ଅଧିକ ବିକାଶ ପଥରେ ଚାଲିଛି । ସରକାରଙ୍କର ଏହି ନିଷ୍ପତ୍ତିରେ ରେଳ ମନ୍ତ୍ରଣାଳୟର ମଧ୍ୟ ମୁଖ୍ୟ ଭୂମିକା ରହିଛି । ଯେବେଠୁ ସୁରେଶ ପ୍ରଭୁ ରେଳ ମନ୍ତ୍ରୀ ହୋଇଛନ୍ତି, ସେ ଟ୍ରେନର ସଂଚାଳନ ଓ ତାର ସମୟକୁ ନେଇ ସଜାଗ ଅଛନ୍ତି ।

କମଜୋର ବର୍ଗର ଲୋକଙ୍କୁ ହୋଇଥାଏ ଅଧିକ ଅସୁବିଧା

Image courtesy: Google

କେବଳ ଏତିକି ନୁହେଁ ରେଳ ସେବାକୁ ଦେଶର ରୋଜଗାରର ପନ୍ଥା କରିବାରେ ମଧ୍ୟ ପ୍ରଭୁ କୌଣସି ଅଭାବ ରଖି ନାହାଁନ୍ତି । ଏଥିରୁ ଦେଶର ଆୟରେ ବୃଦ୍ଧି ହେଉଛି । ଟ୍ରେନରେ ଟିକେଟ କୁ ନେଇ ଯେଉଁ ଅପରାଧ ଚାଲିଛି ତାହା ସବୁବେଳେ ଦେଖିବାକୁ ମିଳେ । ଟ୍ରେନ ରେ ଟିକେଟ ନା ରେ ଅବୈଧ ଅସୁଲି ବଢିବାକୁ ଲାଗିଛି । ଏମିତିରେ ଅଧିକାଂଶ କମଜୋର ବର୍ଗର ଲୋକ ଫସିଥାନ୍ତି । ଏମିତି ନୁହେଁ କି ସେ ଜାଣି ଶୁଣି ଟିକେଟ କରନ୍ତି ନାହିଁ । କିଛି ଥର ଜଲ୍ଦି ଜଳଦୀରେ ଟ୍ରେନ ଛାଡିଦେବା ଡରରେ ଟିକେଟ ନେଇ ପାରନ୍ତି ନାହିଁ । ଏବେ ରେଳ ମନ୍ତ୍ରଣାଳୟ ଏମିତି ଲୋକଙ୍କ ପାଇଁ ବିଶେଷ ପଦକ୍ଷେପ ନେଇଛନ୍ତି ।

ମାତ୍ର ୧୦ ଟଙ୍କା ଅଧିକ ଦେଇ ନେଇ ପାରିବେ ଟିକେଟ

ଟିକେଟ ନ କରିଥିବା ଲୋକଙ୍କୁ ଏବେ ଜୋରିମାନା ଦେବାର ଡର ନାହିଁ । କେବଳ ଏତିକି ନୁହେଁ ୱେଟିଙ୍ଗ ଟିକେଟ ବାଲାଙ୍କୁ ବି ରେଳ ମନ୍ତ୍ରଣାଳୟ ସୁବିଧା ଦେଇ ଅଛି । ଜଲ୍ଦି ଜଲ୍ଦିରେ ଟିକେଟ ନ ନେଇଥିବା ଲୋକ ସବୁବେଳେ ଡରିଥାନ୍ତି କି ଯଦି ଟିଟି ଧରିବ ଜୋରିମାନା ଭରିବାକୁ ପଡିବ । ଯଦି ଆପଣ ବି ଏହି ସମସ୍ୟାର ଶିକାର ହୋଇ ସାରିଛନ୍ତି ତେବେ ଡରନ୍ତୁ ନାହିଁ ଆଗକୁ ଏମିତି ହେବ ନାହିଁ । ଆଜ୍ଞା ହଁ, ଯଦି ଆପଣଙ୍କ ପାଖରେ ଟିକେଟ ନାହିଁ ଓ ଆପଣ ଟ୍ରେନ ରେ ଅଛନ୍ତି ତେବେ ମାତ୍ର ୧୦ ଟଙ୍କା ଅଧିକ ଦେଇ ଆପଣ ଟିକେଟ ପାଇ ପାରିବେ ।

ଟିଟି କୁ ଦିଆଯିବ ହ୍ୟାଣ୍ଡ ଟିକେଟ ମେସିନ

Image courtesy: Google

ଏମିତିକା ଟିକେଟ ଦେବା ପାଇଁ ଟିଟି କୁ ହ୍ୟାଣ୍ଡ ମେସିନ ଦିଆଯିବ, ଯେଉଁଥିରେ ସେ କେଉଁଠି ବି ଟିକେଟ ଦେଇ ପାରିବେ । ଏହି ସୁବିଧାର ଲାଭ ନେବା ପାଇଁ ଆପଣଙ୍କୁ ଟ୍ରେନ ରେ ଚଢିବା ପରେ ପ୍ରଥମେ ଏହାର ସୂଚନା ଟିଟି କୁ ଦେବାକୁ ପଡିବ କି ଆପଣ ଜଲ୍ଦି ଜଲ୍ଦିରେ ଟ୍ରେନ ଛାଡିଦେବା ଡରରେ ଟିକେଟ ନେଇ ପାରି ନାହାଁନ୍ତି । ତା ପରେ ଟିଟି ଯାତ୍ରୀଙ୍କର ନାମ ଭରି ସେହିଠାରେ ଟିକେଟ ଦେଇଦେବେ ।

ଏହି କଥାର ଧ୍ୟାନ ରଖିବେ କି ଯଦି ଆପଣ ଟିକେଟ ଚେକିଙ୍ଗ ସମୟରେ ଧରା ପଡିଲେ ତେବେ ଆପଣଙ୍କୁ ଏହି ସୁବିଧାର ଲାଭ ମିଳିବ ନାହିଁ । ଏହି ସୁବିଧା ଗରିବ ରଥ, ରାଜଧାନୀ, ସୁପର ଫାଷ୍ଟ ଓ ମେଲ ରେ ଆରମ୍ଭ କରି ଦିଆଯାଇଛି । ଆଶା କରୁଛୁ ଏହି ପୋଷ୍ଟଟି ନିଶ୍ଚୟ ଆପଣମାନଙ୍କ କାମରେ ଆସିବ । ଭଲ ଲାଗିଲେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହିଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।