ଟ୍ରେନ ରେ ଟଏଲେଟ ଗଲେ ଯୁବତୀ, ଆଉ ତା’ ପରେ ଯାହା ଘଟିଲା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ

ଏବେ ବହୁତ ବଡ ଅବହେଳା କଥା ଆଗକୁ ଆସିଛି । ଟ୍ରେନରେ ଯିବା ସମୟରେ ଏକ ଝିଅ ବାଥରୁମ ଯାଇଥିଲେ ହେଲେ ସେ ଆଉ ସେଠାରୁ ଫେରି ନଥିଲେ । ସେ ଟ୍ରେନରେ ଯାଉଥିବା ସମୟରେ ତାଙ୍କୁ ବହୁତ ଜୋରରେ ପ-ରି-ସ୍ରା ଲାଗିଥିଲା ଏହା ପରେ ସେ ପ-ରି-ସ୍ରା କରିବାକୁ ବାଥରୁମ ଯାଇଥିଲେ । କିନ୍ତୁ ଏହାପରେ ସେ ଆଉ ସେଠାରୁ ଫେରି ନଥିଲେ । ସମସ୍ଥ ଘର ଲୋକେ ବହୁତ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଚିନ୍ତା ମଧ୍ୟ କରିଥିଲେ ।

ଏହାର କିଛି ସମୟ ପରେ ଯାହା ହେଲା ଆପଣ ଜାଣିଲେ ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ଓ ନିଜ ମନକୁ ବହୁତ ଦୁଖ ମଧ୍ୟ ଆସିବ । କହିବାକୁ ଗଲେ ଆଜି କାଲୀ ଦୁନିଆରେ ଆଉ ଝିଅ ମାନେ ଭଲରେ ଚାଲି ପାରୁ ନାହାନ୍ତି । କାରଣ ଆମେ ଏବେ ବହୁତ ସମୟ ଧରି ଦେଖୁଛି କି ଏହି କିଛି ଦିନ ଭିତରେ ବହୁତ ଝିଅ ମାନେ ହଇରାଣ ହେବାର ।

ଆପଣ ଏହି ଘଟଣା କଥା ଶୁଣି ସାରିଲା ପରେ ଜାଣିପାରିବେ କି ନାରୀ ମାନେ କେତେ ସୁରକ୍ଷାରେ ରହୁଛନ୍ତି । ସବୁ ଖବର ଠାରୁ ଏହା କିଛି ଅଲଗା ଅଟେ । ବର୍ତମାନ କଥା କହିବାକୁ ଗଲେ ଏବେ ଟ୍ରେନରେ ମଧ୍ୟ ଝିଅ ମାନେ ସୁରକ୍ଷା ପାଇ ପାରୁ ନାହାନ୍ତି । ଆଜି ଆମେ ଯେଉଁ କଥା ବିଷୟରେ କହିବାକୁ ଯାଉଛୁ ତାହା ଆପଣ ଶୁଣି ଆପଣଙ୍କର ହୋସ ଉଡିଯିବ ।

ଅନୁପପୁର ଜିଲ୍ଲାର ନାଗପୁର ଅଞ୍ଚଳରେ ଏକ ହୃଦୟ ବି-ଦା-ର-କ ଘ-ଟ-ଣା ସାମ୍ନାକୁ ଆସୁଛି । ଟ୍ରେନରେ ଗଲା ସମୟରେ ର-ହ-ସ୍ୟ ମୟ ଅବସ୍ଥାରେ ସୁପ୍ରିୟା ତିଵାରୀଙ୍କ ଝିଅ ନି-ଖୋ-ଜ ହୋଇଥିବା ସେ କହିଥିଲେ ହେଲେ କିଛି ସମୟ ଭିତରେ ତାଙ୍କର ମୃ-ତ-ଦେ-ହ ସେହି ଟ୍ରେନର ବାଥରୁମରେ ଦେଖିବାକୁ ମିଳିଥିଲା ।  ଟ୍ରେନ ଚାଲୁଥିବା ସମୟରେ କିଛି ଏହି ପରି ଘଟଣା ଘଟିଛି ।

ତାଙ୍କ ମୃ-ତ-ଦେ-ହ ଦ୍ରୋହା ଜିଲ୍ଲା ରେଳ  ନିକଟରେ ଦେଖିବାକୁ ମିଳିଥିଲା । ଅହମଦା ବାଦରୁ ମାର୍ଚ୍ଚ ୨ ତାରିଖରେ ତାଙ୍କ ବଡ ଭଉଣୀ ପାଖକୁ ଭେଟ କରିବାକୁ ଯାଇଥିଲେ । ଏହାପରେ ସେ ଭୋପାଳ ଟ୍ରେନରେ ଘରକୁ ଫେରୁଥିଲେ । ଏହି ସମୟ ମଧ୍ୟରେ ସେ ବାଥରୁମକୁ ଯାଇଥିଲେ ହେଲେ ଫେରି ନଥିଲେ ତାଙ୍କ ପର୍ସ ଓ ମୋବାଇଲ ତାଙ୍କ ସିଟରେ ପଡ଼ିଥିବାର ଦେଖା ଯାଇଥିଲା ।

ତାଙ୍କ ପରିବାର ଲୋକେ ତାଙ୍କ ସହ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ଏହା ସମ୍ଭବ ହୋଇନଥିଲା । ଏହାପରେ ତାଙ୍କ ପରିବାର ଲୋକେ ବ୍ୟସ୍ଥ ହୋଇଥିଲେ । ମନରେ ଆଉ କିଛି ଚିନ୍ତା ନକରି ସେ ଥାନାକୁ ଯାଇ ସେଠାରେ ତାଙ୍କ ଝିଅ ନି-ଖୋ-ଜ ହେବାର ଅ-ଭି-ଯୋ-ଗ କରିଥିଲେ । ସେ ସବୁ ଲୋକଙ୍କୁ ସାହାର୍ଯ୍ୟ ମାଗିଥିଲେ ହେଲେ କେହି ସାହାର୍ଯ୍ୟ କରିନଥିଲେ ।

ସେମାନେ ସବୁ ଆଡେ ଯାଇଥିଲେ, ହେଲେ ସିଷ୍ଟମର ନିୟମ କିଛି ତ୍ରୁଟି ଯୋଗୁଁ ସେ ବହୁତ ଅସୁବିଧାରେ ପଡିଥିଲେ । ଝିଅର ସବୁ କାର୍ଯ୍ୟ ସାରି ତାଙ୍କ ପରିବାର ଲୋକେ ଯାଇ ଅନୁପପୁର ରେ ପହଞ୍ଚି ଖାଦ୍ୟ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ସେ ଯେଉଁ ସମୟରେ ତାଙ୍କୁ ତାଙ୍କ ଝିଅ ବିଷୟରେ କହିଥିଲେ ସେ କହିଲେ ତାଙ୍କ ପାଖରେ କିଛି ସୂଚନା ନାହିଁ ।

ଏହାପରେ ସେ ଉଚ ଯାଞ୍ଚ ପାଇଁ ଖାରଜ କରିଥିଲେ । ଏହାପରେ ଜିଲ୍ଲାର ଲୋକେ ଓ କଂଗ୍ରେସ କର୍ମୀ ମାନେ ସେଠାକାର ଥିବା  ଏସପିଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ । ପ୍ରାଥମିକ ସୂଚନା ଅନୁଯାଇ ସେ ୩୫ ଫୁଟ ଉପରୁ ତଳକୁ ପଡିଯାଇ ଥିଲେ ଓ ଯାହା ଫଳରେ ତାଙ୍କର ମୃ-ତ-ୟୁ ହୋଇଥିଲା ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ