କଣ ଆପଣ ମାନେ ଜାଣିଛନ୍ତି କି ଏହି ୧୦ ଟି ଜିକେ ପ୍ରଶ୍ନ ର ଉତ୍ତର, ତାହେଲେ ଆସନ୍ତୁ ଜାଣିବା

ଆଜି ଆମେ ଆପଣଙ୍କ ପାଇଁ ଆଣିଚୁ କିଛି ଜିକେ କ୍ୱେଷ୍ସନ୍ ଆଊ ଆନ୍ସର । ଯାହା ଦ୍ଵାରା ଆପଣଙ୍କ ବୁଦ୍ଧି ବଢିବ ଏବଂ ଆପଣ କିଛି ନୂଆ କଥା ଜାଣିବେ । ଏହା ଆପଣଙ୍କୁ ପରବର୍ତ୍ତୀ ସମୟରେ ସାହାଯ୍ୟ କରିବ ବୋଲି ଆଶା କରୁଛୁ । ଏମିତି ପ୍ରଶ୍ନ IAS, UPSC, IPS ଭଳି ପରୀକ୍ଷା ବା ଆପଣ ଦେବାକୁ ଯାଉଥିବା ଇଣ୍ଟରଭିଉ ରେ ଆସିପାରେ ।

ପ୍ରଶ୍ନ- ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେ ବି ଟ୍ରାଫିକ ସିଗ୍ନାଲ ନାହିଁ ?

ଉତ୍ତର- ଭୁଟାନ

ପ୍ରଶ୍ନ- କେଉଁ ଜୀବ ର ଜିଭ କଳା ହୋଇଥାଏ ?

ଉତ୍ତର- ଜୀରାଫ

ପ୍ରଶ୍ନ- ଭାରତ ଛଡା ବିଶ୍ଵ ରେ ଏମିତି କେଉଁ ଦେଶ ଅଛି ଯାହା ୧୫ ଅଗଷ୍ଟ ରେ ସ୍ଵତନ୍ତ୍ରତା ଦିବସ ପାଳନ କରନ୍ତି ?

ଉତ୍ତର- ଦକ୍ଷିଣ କୋରିଆ । ଦକ୍ଷିଣ କୋରିଆ କୁ ୧୫ ଅଗଷ୍ଟ ୧୯୪୫ ରେ ଜାପାନ ଠାରୁ ମୁକ୍ତି ମିଳିଥିଲା ସେଥିପାଇଁ କୋରିଆ ରେ ମଧ୍ୟ ପାଳନ କରାଯାଏ ।

ପ୍ରଶ୍ନ- ଏମିତି କେଉଁ ସମୁଦ୍ର ଅଛି ଯେଉଁଥିରେ ମାଛ ନାହାନ୍ତି ?

ଉତ୍ତର- ଡେଡ୍ ସି

ପ୍ରଶ୍ନ- ସିଗାରେଟ୍ କୁ ହିନ୍ଦୀ ରେ କଣ୍ କୁହନ୍ତି ?

ଉତ୍ତର- ସିଗାରେଟ୍ କୁ ହିନ୍ଦୀ ରେ ଧୁମ୍ରପାନ୍ ଦଣ୍ଡିକା କୁହାଯାଏ ।

ପ୍ରଶ୍ନ- କେଉଁ ଦେଶ ରେ ଗୋଟେ ବି ନଦୀ ନାହିଁ ?

ଉତ୍ତର- ସାଉଦି ଆରବ ରେ ଗୋଟେ ବି ନଦୀ ନାହିଁ ।

ପ୍ରଶ୍ନ- ବିଶ୍ଵ ର ସବୁଠାରୁ ପ୍ରାଚୀନ ଭାଷା କଣ୍ ଅଟେ ?

ଉତ୍ତର- ସଂସ୍କୃତ

ପ୍ରଶ୍ନ- ଏମିତି କେଉଁ ସହର ଅଛି ଯେଉଁଠି ୫ ଟି ସୂର୍ଯ୍ୟ ଦେଖା ଯାଏ ?

ଉତ୍ତର- ଚୀନ୍ ରେ ସ୍ତିତ ସିଂ ନାଇଟ୍ ଚୁ ସହର ରେ କୁହୁଡି ପାଇଁ ୫ ଟି ସୂର୍ଯ୍ୟ ଦେଖା ଯାଏ ।

ପ୍ରଶ୍ନ- ଗୋଟେ ମଶା ର ଆୟୁଷ କେତେ ଦିନ ?

ଉତ୍ତର- ୨ ରୁ ୩ ଦିନ

ପ୍ରଶ୍ନ- କେଉଁ ପକ୍ଷୀ ନିଜ ମସ୍ତିଷ୍କ କୁ ଶୁଆଇ ପାରେ ?

ଉତ୍ତର- ବତକ, ବତକ ନିଜ ମସ୍ତିଷ୍କ କୁ ଶୁଆଇ ପାରେ ।

ଆଶା କରୁଛୁ ଆମର ଏହି ଜିକେ ପ୍ରଶ୍ନ ଗୁଡିକ ଆପଣଙ୍କୁ ଭଲ ଲାଗିଥିବ, ଏମିତି ନୂଆ ନୂଆ ପ୍ରଶ୍ନ ଉତ୍ତର ଜାଣିବା ପାଇଁ ଆମକୁ ଲାଇକ କରନ୍ତୁ ।