Odia GK Q&A: ଟମାଟୋ ର ରଙ୍ଗ ଲାଲ କାହିଁକି ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି କେତେକ Interesting ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ନମସ୍କାର ବନ୍ଧୁଗଣ, ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ କିଛି ଅଜଣା ପ୍ରଶ୍ନର ଉତ୍ତର । ଯାହା ଆପଣଙ୍କ ପାଠ ପଢାରେ ଖୁବ ସହାୟ ହେବ । ଯାହାଫଳରେ ଆପଣ ଆହରଣ କରିଥିବା ଜ୍ଞାନ ବଳରେ ଅନ୍ୟ କାହାର ମଧ୍ୟ ସାହାର୍ଯ୍ୟ କରିପାରିବେ । କାରଣ ଜ୍ଞାନ ବାଣ୍ଟିବା ଦ୍ଵାରା ବଢିଥାଏ । ସେଥିପାଇଁ ତ ଆଜି ଆମେ ଆପଣ ମାନଙ୍କ ସହ ଆମର କିଛି ଜ୍ଞାନ ବାଣ୍ଟିବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଭାରତର ସୀମାରେଖା କେତୋଟି ଦେଶ ସହ ଲାଗିକରି ଅଛି ? ଉତ୍ତର: 6ଟି ସୀମାରେଖା ସହ ଭାରତର ସୀମାରେଖା ଲାଗିକରି ଅଛି ।

2- ଲୋକମାତାର ଉପାଧି କାହାକୁ ମିଳିଥିଲା ? ଉତ୍ତର: ଲୋକମାତାର ଉପାଧି କସ୍ତୁରୀ ବାଇଙ୍କୁ ମିଳିଥିଲା ।

3- ବିଶ୍ଵ ମଧୁମେହ କେବେ ପାଳନ କରାଯାଏ ? ଉତ୍ତର: ବିଶ୍ଵ ମଧୁମେହ ଦିବସ ନଭେମ୍ବର 14 ତାରିଖରେ ପାଳନ କରାଯାଏ ।

4- ATM ପ୍ରଥମେ କେଉଁ ସହରରୁ ଶୁଭାରମ୍ଭ ହୋଇଥିଲା ? ଉତ୍ତର: ATM ପ୍ରଥମେ ମୁମ୍ବାଇ ସହରରୁ ଶୁଭାରମ୍ଭ ହୋଇଥିଲା ।

5- ଅର୍ଥନୀତି ଜନକ ବୋଲି କାହାକୁ କୁହାଯାଏ ? ଉତ୍ତର: ଅର୍ଥନୀତିର ଜନକ ଆଡମସ୍ମିଥଙ୍କୁ କୁହାଯାଏ ।

6- ଟମାଟୋର ରଙ୍ଗ ଲାଲ କାହିଁକି ହୋଇଥାଏ ? ଉତ୍ତର: ଟମାଟୋରେ ଲୋକୋପିନ ମିଶି ରହିଥିବାରୁ ଟମାଟୋର ରଙ୍ଗ ଲାଲ ହୋଇଥାଏ ।

7- ରେଫ୍ରିଜେଟରର ଆବିଷ୍କାର କେଉଁ ଦେଶରେ ହୋଇଥିଲା ? ଉତ୍ତର: ଆମେରିକାରେ ରେଫ୍ରିଜେଟରର ଆବିଷ୍କାର ହୋଇଥିଲା ।

8- ସବୁଠୁ ଛୋଟ ମହାଦ୍ଵୀପ କଣ ଅଟେ ? ଉତ୍ତର: ମହାରାଷ୍ଟ୍ର ସବୁଠାରୁ ଛୋଟ ମହାଦ୍ଵୀପ ଅଟେ ।

9- କେଉଁ ଫୁଲ ସକାଳୁ ଉଠି ସନ୍ଧ୍ୟା ଯାଏ ସୂର୍ଯ୍ୟ ଆଡକୁ ଦେଖିଥାଏ ? ଉତ୍ତର: ସୂର୍ଯ୍ୟମୁଖ୍ୟ ଫୁଲ ସକାଳୁ ସନ୍ଧ୍ୟା ଯାଏ ସୂର୍ଯ୍ୟଙ୍କ ଆଡକୁ ଦେଖିଥାଏ ।

10- କୋଲା କୋଲା କେଉଁ ଦେଶର କମ୍ପାନୀ ନାମ ଅଟେ ? ଉତ୍ତର: ଆମେରିକା ।

11- ପୋଲିସର ସବୁଠାରୁ ମହତ୍ଵପୂର୍ଣ କାର୍ଯ୍ୟ କଣ ? ଉତ୍ତର: ଜଣ ରକ୍ଷା କାର୍ଯ୍ୟ ସବୁଠାରୁ ମହତ୍ବପୂର୍ଣ ଅଟେ ପୋଲିସ ପାଇଁ ।

12- ଥାଇଲାଣ୍ଡ ର ରାଷ୍ଟ୍ରୀୟ ପଶୁର ନାମ କଣ ? ଉତ୍ତର: ଥାଇଲାଣ୍ଡର ରାଷ୍ଟ୍ରୀୟ ପଶୁ ହେଉଛି ଧଳା ହାତୀ ।

13- ଭାରତୀୟ ନୌସେନା ଦିବସ କେଉଁ ଦିନ ପାଳନ କରାଯାଏ ? ଉତ୍ତର: 4 ଡିସେମ୍ବର ଦିନ ଭାରତୀୟ ନୌସେନା ଦିବସ ପାଳନ କରାଯାଏ ।

14- ଆଗରେ ଅଛି ପଛରେ ଅଛି ଦବାଇ ଦେଲେ ଉଠି ଯାଉଛି ତାହା କଣ ଅଟେ ? ଉତ୍ତର: ଏହାର ସଠିକ ଉତ୍ତର ହେଉଛି ମୋବାଇଲ କ୍ୟାମେରା ।

15- ସୂର୍ଯ୍ୟ ଉଦୟର ହେବାର କେତେ ମିନିଟ ପରେ ସୂର୍ଯ୍ୟ କିରଣ ଆମ ପୃଥିବୀ ଉପରେ ପଡିଥାଏ ? ଉତ୍ତର: ଆଠ ମିନିଟ ପରେ । ଯଦି ଆ;ପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।