ରାତାରାତି ଆପଣଙ୍କ ଭାଗ୍ୟ ବଦଳାଇ ଦେବ ଏହି ଫଳ, ଯାହା ମାଗିବେ ତୁରନ୍ତ ତାହା ପାଇଯିବେ, କେମିତି ଜାଣିବା ପାଇଁ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଡିମ୍ବିରି ଗଛକୁ ଆପଣ ନିହାତି ଦେଖିଥିବେ । ତେବେ ଏହି ଗଛର ଫଳର ଅନେକ ମହତ୍ଵ ରହିଛି । ଏହିଗଛକି କିଛି ଲୋକ ବିସ ଗଛ କହି ତାହାକୁ ନଷ୍ଟ କରିଦେଇଥାନ୍ତି । କାରଣ ସେମାନଙ୍କୁ ଏହାର ଉପକାରିତା ସମ୍ପର୍କଫ୍ରେ ଜଣା ନଥାଏ । ଆପଣ ଭାବୁଥିବା ଅଲୋଡା ଗଛର ଫାଇଦା ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବା ଭଳି କାର୍ଯ୍ୟ କରିଥାଏ । ଏହି ଗଛର ଫଳ ଆପଣଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ । ଯାହା ଆପଣଙ୍କ ମନର ଇଛା ରହିଥାଏ ତାହା ପୂରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି ସାମାନ୍ୟ ଡିମ୍ବିରି ଗଛର ଫଳରୁ ଏହା ସମ୍ଭବ ଅଟେ ।

ଯଦି କୌଣସି ମଣିଷ ଡିମ୍ବିରି ଗଛର ଫୁଲକୁ ଦେଖିନେଇଥାଏ ତେବେ ସେହି ମଣିଷର ଭାଗ୍ୟ ହଠାତ ଚମକି ଉଠିଥାଏ । ଡିମ୍ବିରି ଗଛଟି ଭଗବାନ ନରସିଂହଙ୍କ ବରଦାନ ଅଟେ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଏହି ଡିମ୍ବିରି ଗଛରେ ନିବାସ କରିଥାନ୍ତି । ନରସିଂହ ଭଗବାନ ଡିମ୍ବିରି ବୃକ୍ଷକୁ ଏକ ବରଦାନ ଦେଇଥିଲେ । ତାହା ଥିଲା ଯଦି ଏହି ବୃକ୍ଷ ତଳେ କେହି ଶବଯାତ୍ରା କରି ଯାଇଥାଏ ତେବେ ଏହାର ପୁରା ପୂଣ୍ୟ ଡିମ୍ବିରି ଗଛକୁ ଚାଲିଯାଇଥାଏ ।

ଆପଣ ଅମାବାସ୍ୟା କିମ୍ବା ପୁର୍ଣିମା ଦିନ ଲାଲ କାଗଜରେ ଡିମ୍ବିରି ଗଛର କ୍ଷୀରରେ ଯଦି ସ୍ଵାସ୍ଥିକ ବନାଇ ଘରେ ରଖନ୍ତି ତେବେ ସେହି ମଣିଷ ଧନବାନ ହୋଇଥାଏ । ଧନ ରଖୁଥିବା ସ୍ଥାନରେ ଯଦି ଆପଣ ଏହାକୁ ରଖନ୍ତି ତେବେ ଆପଣଙ୍କ ଘରେ କେବେ ମଧ୍ୟ ଅଭାବ ଆସିନଥାଏ ।

ନିଜ ମନର ଇଛା ପୁରା କରିବା ପାଇଁ ଭୁଜ ପତ୍ର ଉପରେ ଡିମ୍ବିରି ବୃକ୍ଷର କ୍ଷୀରରେ ଯଦି ଇଛା ଲେଖି ଏହାକୁ ବହି ଯାଉଥିବା ଜଳରେ ପ୍ରବାହିତ କରିଦେବ ଦ୍ଵାରା ଲେଖାଥିବା ଇଛା ବହୁତ ଶୀଘ୍ର ପୂରଣ ହୋଇଥାଏ । ସନ୍ଧ୍ୟା ସମୟରେ ଆପଣ ପାଚି ଯାଇଥିବା ଡିମ୍ବିରି ଫଳକୁ ଆଣି ପୂଜା ସ୍ଥାନରେ ଆପଣଙ୍କ ଆଲମରିରେ ଏବଂ ଧନ ରଖୁଥିବା ସ୍ଥାନରେ, ଅନ୍ନ ରଖୁଥିବା ସ୍ଥାନରେ ଯଦି ଡିମ୍ବିରି ଫଳକୁ ରଖି ଦିଆଯାଏ ତେବେ କେବେ ମଧ୍ୟ ଧନର ଅଭାବ ଆପଣଙ୍କୁ ହୋଇନଥାଏ ।

ଆପଣ କାର୍ଯ୍ୟ କରୁଥିବା ସ୍ଥାନ ବା ଘରେ ଯଦି ଆପଣ ଲାଲ ରଙ୍ଗର ଚୂନରୀ ବା ଲାଲ କପଡାରେ ଗୋଟିଏ ଗୋଟିଏ ଡିମ୍ବିରି ଫଳକୁ ବାନ୍ଧିକି ରଖିବା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ପ୍ରଗତି ହୋଇଥାଏ । ଆପଣ ଯଦି ଏହାକୁ ଦୋକାନରେ ରଖନ୍ତି ତେବେ ଆପଣଙ୍କ ଦୋକାନରେ ପୂର୍ବ ଅପେକ୍ଷା ଅଧିକ ବିକ୍ରି ହୋଇଥାଏ ।

ଆପଣଙ୍କୁ ଏହି ଡିମ୍ବିରି ଫଳକୁ ଅମାବାସ୍ୟା କିମ୍ବା ପୁର୍ଣିମା ଦିନ ଆଣିବାକୁ ପଡିବ । ତେବେ ଯାଇ ଆପଣ ଏହାର ପ୍ରକୃତ ଫାଇଦା ପାଇ ପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।