ଆଜିର ରାଶିଫଳ, 13 ଜୁଲାଇ 2020, ସୋମବାର, ମହାଦେବଙ୍କ ଆଶୀର୍ବାଦରୁ ଏହି ୫ଟି ରାଶିର ସବୁ ଆଶା ହେବ ପୂର୍ଣ୍ଣ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଅଫିସରେ କିଛି ସ୍ଥିତିରେ ପରିବର୍ତ୍ତନ ହୋଇପାରେ । ଆର୍ଥିକ ପକ୍ଷ ଅଳ୍ପ କମଜୋର ରହିବ । ଏହି ସମୟରେ ସ୍ୱାସ୍ଥ୍ୟର ସମସ୍ୟା ରହିବ ନାହିଁ । ସରକାରୀ ମାମଲାରେ ଆପଣ ବିଜୟୀ ହେବେ । ଚାକିରି କରୁଥିବା ଲୋକମାନଙ୍କ ପ୍ରମୋଶନ ଓ ସ୍ୟାଲେରୀ ବୁଦ୍ଧି ହେବ । ଭଲ ପ୍ରଦର୍ଶନ କରିବା ଦ୍ଵାରା କାର୍ଯ୍ୟସ୍ଥଳରେ ଆପଣଙ୍କ ପ୍ରଶଂସା ମିଳିବ । ପିଲାମାନଙ୍କ ସହିତ ଆପଣ ବ୍ୟସ୍ତ ରହିବେ ଓ ଖୁସିରେ ରହିବେ । ଛାତ୍ରମାନଙ୍କ ପ୍ରତି ଆପଣଙ୍କ ଦୃଷ୍ଟିକୋଣ ବି ବଦଳିବ । କାରୋଧ କରିବା ଉଚିତ ନୁହେଁ । ପାରିବାରିକ ମାମଲାରେ ବୟସ୍କ ଲୋକମାନଙ୍କ ଉପଦେଶ ନିଅନ୍ତୁ ।

ବୃଷ

ଆଜି ଆପଣଙ୍କ ପ୍ରୋଫେଶନଲ ଲାଇଫ ପାଇଁ ଏହି ସମୟ ସକାରାତ୍ମକ ପ୍ରମାଣିତ ହେବ । ଆପଣ ନିଜର ବ୍ୟବସାୟରେ ଲାଭ କରିବେ । ଆର୍ଥିକ ମାମଲାରେ ଏହି ବର୍ଷ ଆପଣଙ୍କ ପାଇଁ ଭଲ ଅଟେ । ପାରିବାରିକ ଜୀବନରେ ଖୁସି ଆସିବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ସମୟ ଭଲ ଅଟେ । ଆଇନ ମାମଲାରେ ସାବଧାନ ରୁହନ୍ତୁ । ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ କରିବାକୁ ପଡିପାରେ । ନିଜର କାମକୁ ସଠିକ ରୂପରେ କରିବା ପାଇଁ ପ୍ରୟାସ କରନ୍ତୁ ।

ମିଥୁନ

ଆଜି ଆପଣ ଜୀବନସାଥିଙ୍କ ସହ ଭଲ ସମୟ ବ୍ୟତୀତ କରିବେ । ପ୍ରେମ ସମ୍ବନ୍ଧରେ କିଛି ବିବାଦ ଆସିପାରେ । ସାବଧାନ ରୁହନ୍ତୁ । ନୂଆ ବ୍ୟବସାୟ ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ ଓ ଆର୍ଥିକ ସ୍ଥିତି ବି ମଜବୁତ ରହିବ । ଆପଣଙ୍କ ଶେୟାର ମାର୍କେଟରେ ଭଲ ଲାଭ ମିଳିବ । ଆପଣଙ୍କୁ ନିଜର ଆଚରଣ ପ୍ରତି ସାବଧାନ ରହିବାକୁ ହେବ । ଟଙ୍କା ନେବା ଦେବା ସମୟରେ ସାବଧାନ ରୁହନ୍ତୁ । କାରଣ ଆଜି ଆପଣଙ୍କୁ କ୍ଷତି ବି ହୋଇପାରେ । ଏହି ସମୟରେ ଆପଣ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କର୍କଟ

ଆପଣ ନିଜର ପ୍ରୋଫେଶନଲ ଲାଇଫ ପାଇଁ ସମୟ ସକାରତ୍ମକ ପ୍ରମାଣିତ ହେବ । ଆପଣଙ୍କୁ ନିଜର ବ୍ୟବସାୟରେ ଲାଭ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ନିଜର ସହକର୍ମୀ ଓ ବୟସ୍କଙ୍କ ଲୋକମାନଙ୍କ ସହଯୋଗ ମିଳିପାରେ । ଆଜି ଆଶାତୀତ ସଫଳତା ପ୍ରାପ୍ତି ହେବ । ଆପଣଙ୍କ ଆମଦାନୀରେ ଉନ୍ନତି ମିଳିପାରେ । ଅଚାନକ ଧନ ଲାଭ ବି ହୋଇପାରେ । ଉପହାର ମିଳିବା ଦ୍ଵାରା ଖୁସି ଦ୍ଵିଗୁଣିତ ହୋଇଯିବ । ବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ ।

ସିଂହ

ସରକାରୀ ମାମଲାରେ ଆପଣଙ୍କ ପକ୍ଷ ମଜବୁତ ରହିବ । ଚାକିରି କରୁଥିବା ଲୋକମାନଙ୍କ ପ୍ରମୋଶନ ଓ ସ୍ୟାଲେରୀ ବୁଦ୍ଧି ହୋଇପାରେ । ଭଲ ପ୍ରଦର୍ଶନ କରିବା ପାଇଁ କାର୍ଯ୍ୟ ସ୍ଥଳ ଉପରେ ଆପଣଙ୍କ ପ୍ରଶଂସା ହେବ । ନୂଆ ଉଦ୍ୟମରେ ଆପଣଙ୍କୁ ସଫଳତା ମିଳିପାରେ । ଆପଣଙ୍କୁ କିଛି ନୂଆ ଡିଲ ବି ମିଳିପାରେ । ଭବିଷ୍ୟତରେ ଆପଣ ଅଧିକ ଲାଭ ଅର୍ଜିତ କରି ପାରନ୍ତି । କହିବାକୁ ଗଲେ ଏହି ସମୟ ଆପଣଙ୍କ କାମ ସହିତ ଆପଣଙ୍କ ବୟବସାୟ ପାଇ ପାଇଁ ଭଲ ପ୍ରପାମିତ ହୋଇପାରେ ।

କନ୍ୟା

କାର୍ଯ୍ୟସ୍ଥଳ ଉପରେ ଆପଣଙ୍କ ପାଖରେ ନିଜର ଯୋଗ୍ୟତା ପ୍ରମାଣିତ କରିବା ପାଇଁ ଭଲ ଅବସର ମିଳିବ । ଆଜି ଆପଣ ସଫଳତାର ଉଚ୍ଚତାରେ ପହଞ୍ଚିବେ । ସାମାଜିକ ଜୀବନ ଅପେକ୍ଷା ଆପଣଙ୍କ ଆଧ୍ୟାତ୍ମିକ ଜୀବନ ପ୍ରତି ଆପଣଙ୍କ ରୁଚି ବଢିବ । ଆପଣ ନିଜର ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ନୂତନ କାର୍ଯ୍ୟ କରିବେ । ଏହି ରାଶିର ଲୋକମାନଙ୍କୁ ଆର୍ଥିକ ଲାଭ ମିଳିପାରେ । ବୟସ୍କ ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ । ଏହି ସମୟରେ ଆପଣଙ୍କୁ ସଫଳତା ପ୍ରାପ୍ତି ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ ।

ତୁଳା

ଆଜି ଆପଣ ନିଜର ଆର୍ଥିକ ସ୍ଥିତିକୁ ନେଇ ଅଳ୍ପ ଚିନ୍ତିତ ରହିବେ । ମଜବୁତ ମାନସିକ ସ୍ଥିତି ଯୋଗୁ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିପାରେ । ପଢିବା ଲେଖିବାରେ ଆପଣଙ୍କ ରୁଚି ବଢିବ । ଭଲ ଲାଇଫ ଷ୍ଟାଇଲ ପାଇଁ ଆପଣ ଗାଡି କ୍ରୟ କରି ପାରନ୍ତି । ଆଜି ଆପଣଙ୍କୁ ନିଜର ପ୍ରିୟଜନଙ୍କ ସହ ସାକ୍ଷାତ କରିବାକୁ ଚାନ୍ସ ମିଳିବ । ଆପଣଙ୍କୁ ଭୂମି ଓ କପଡା କ୍ରୟ କରିବା ପାଇଁ ଅବସର ମିଳିପାରେ । ନୂଆ ବନ୍ଧୁମାନଙ୍କ ଠାରୁ ଆପଣଙ୍କ ଲାଭ ମିଳିବ । ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ବ୍ୟାୟମ କରନ୍ତୁ ।

ବିଚ୍ଛା

ହୋଇପାରେ କି କାର୍ଯ୍ୟ କ୍ଷତ୍ରରେ ଆପଣଙ୍କ ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ନ ହୋଇ ପାରନ୍ତି । ଆପଣଙ୍କ ପ୍ରତିଦ୍ଵନ୍ଦୀ ଆପଣଙ୍କ ଲାଭ ଉଠାଇବେ । ଏହି ସମୟରେ ସ୍ୱାସ୍ଥ୍ୟରେ କିଛି ଅବନ୍ନତି ନଜର ଆସିପାରେ । ବନ୍ଧୁତା ଓ ସମୃଦ୍ଧି ମାମଲାରେ ଆପଣଙ୍କୁ ଅଳ୍ପ ସମ୍ଭାଳି ରହିବାକୁ ହେବ । ଆର୍ଥିକ ଦୃଷ୍ଟିକୋଣରୁ ବି ଏହି ସମୟ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ । ପ୍ରୋଫେଶନାଲ ଲାଇଫରେ ଆପଣଙ୍କ ପ୍ରଗତି ହେବ । ଶତ୍ରୁଙ୍କ ଉପରେ ହାବି ରହି ପାରନ୍ତି । ଆଜିର ଦିନରେ ଆପଣ ସବୁବେଳେ ସାବଧାନ ହୋଇ ଚାଳନ୍ତୁ । ଆପଣ ନିଜର କାର୍ଯ୍ୟ କ୍ଷେତ୍ରର ହୋଇଥିବା ପରିବର୍ତ୍ତନ ଯୋଗୁ ଚିନ୍ତିତ ରହି ପାରନ୍ତି । ଆର୍ଥିକ ସ୍ଥିତି ମଜବୁତ ରହିବ ।

ଧନୁ

ଦୁର୍ଘଟଣାରୁ ବଞ୍ଚିବା ପାଇଁ ଡ୍ରାଇବିଙ୍ଗ କରିବା ସମୟରେ ବି ସାବଧାନ ରୁହନ୍ତୁ । ସମସ୍ତ ପ୍ରକାରର ଅନୁକୂଳ ପରିଣାମ ମିଳିବ । ଆର୍ଥିକ ଲାଭ ପାଇଁ କିଛି ଅଧିକ ପରିଶ୍ରମ କରିବାକୁ ପଡିପାରେ । ନିଜର ସାଥିଙ୍କ ସହ ସମୟ ବ୍ୟତିତ କରିବେ । ବିବାହିତ ଲୋକମାନଙ୍କ ଆଜିର ଦିନ ଆନନ୍ଦମୟ ହେବ । ଆପଣଙ୍କୁ ଟଙ୍କାର କ୍ଷତି ହେବ । ଏହି ସମୟରେ ଆପଣ ନିବେଶ କରିବା ଠାରୁ ଦୂରେଇ ରହିବାର ଅଛି । ଆପଣଙ୍କ ମାନସିକ ଚିନ୍ତା ସହିତ ପେଟ ସମ୍ବନ୍ଧିତ ସମସ୍ୟା ବି ହୋଇପାରେ ।

ମକର

ନିଜର ସିନିୟରସଙ୍କ ଠାରୁ ସାବଧାନ ରୁହନ୍ତୁ । କୌଣସି ମହତ୍ଵପୂର୍ଣ ନିଷ୍ପତି ନିଅନ୍ତୁ ନାହିଁ । ଆପଣଙ୍କୁ ଶେୟାର ବଜାରରେ ବି ଲାଭ ମିଳିପାରେ । ଲୋଭ କରନ୍ତୁ ନାହିଁ । ଘର କିମ୍ବା ଗାଡିରେ କ୍ରୟ କରିବା ଦ୍ଵାରା ଆପଣ କ୍ଷତିରେ ପଡି ପାରନ୍ତି । ସାବଧାନ ରୁହନ୍ତୁ । ଆପଣଙ୍କୁ ଧୋଖା ମିଳିପାରେ । ଆପଣଙ୍କ ଜୀବନଶୈଳୀରେ ସୁଧାର ଆସିବ ଓ ଆପଣଙ୍କ ନିଜର ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଭଲ ଓ ନିୟମିତ ଜୀବନସାଥିରେ କିଛି ପରିବର୍ତ୍ତନ ଆସିପାରେ ।

କୁମ୍ଭ

ଚକଇରୀ କିମ୍ବା ବ୍ୟାପାରରେ କିଛି ପରିବର୍ତ୍ତନ ହୋଇପାରେ । ଆପଣଙ୍କ ଜୀବନସାଥି ଓ ପିଲାମାନେ ବହୁତ ଭଲ ପାଇବା ଓ ଦେଖାଶୁଣା କରିବେ । ଆପଣ ନିଜର ବୈବାହିକ ଜୀବନରେ ଭଲ ଅନୁଭବ କରିବେ । କିନ୍ତୁ ଧ୍ୟାନ ରଖିବେ କି ଆପଣଙ୍କ କୌଣସି ଜୀବନସାଥିଙ୍କୁ ଅସୁବିଧା ନ ହେଉ । ଆର୍ଥିକ ମାମଲାରେ ବି ସୁଧାର ଆସିବ । ନିରନ୍ତର ପ୍ରଗତି କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କୁ ସୁଖ ସୁବିଧାର ଲାଭ ମିଳିବ । ସଫଳତା ବି ମିଳିବ । ଜୀବନସାଥିଙ୍କ ସହ ପ୍ରେମ ଭରା କଥା ହେବେ ।

ମୀନ

ଆପଣଙ୍କ ଆର୍ଥିକ ସ୍ଥିତିକୁ ନେଇ କିଛି ନୂତନ ଅବସର ମିଳିପାରେ । ପରିବାର ସହିତ କୌଅଂଶୀ ସ୍ଥାନକୁ ଯାଇ ପାରନ୍ତି । ସେମାନଙ୍କୁ ସଫଳତା ଓ ପ୍ରଶଂସା ବି ମିଳିବ । କହିବାକୁ ଗଲେ ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ଅନାବଶ୍ୟକ ଖର୍ଚ ପ୍ରତି ସାବଧାନ ରୁହନ୍ତୁ । ଦୁର୍ଘଟଣାରୁ ବଞ୍ଚିବା ପାଇଁ ଡ୍ରାଇଭିଙ୍ଗ କରନ୍ତୁ । ଆଜି ବ୍ୟସ୍ତ ଦିନଚର୍ଜ୍ୟା କାରଣରୁ ସମୟ ବାହାର କରିବା ପାଇଁ ଅସମର୍ଥ ହେବେ । ନିଜର ପ୍ରତିସ୍ପର୍ଧିମାନଙ୍କ ସହିତ କୌଣସି ବି ପ୍ରକାରର ତର୍କ ବିତରକ କରନ୍ତୁ ନାହିଁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।