ଯେତେବେଳେ ପୁଅ କିମ୍ବା ଝିଅ ବଡ ହୋଇଥାନ୍ତି ତେବେ ସେମାନେ କୌଣସି ନା କୌଣସି ବନ୍ଧୁ କିମ୍ବା ପାର୍ଟନର ନିଜ ପାଇଁ ଖୋଜିଥାନ୍ତି । ଯାହା ତାଙ୍କୁ ସୁଖ – ଦୁଖରେ ସାଥ ଦେବ, ତାଙ୍କର ସମସ୍ତ ସମସ୍ୟା ଗୁଡିକ ବୁଝି ପାରୁଥିବ ଓ ତାଙ୍କର ସମସ୍ତ କଷ୍ଟକୁ ଦୂର କରିବାକୁ ଚେଷ୍ଟା କରୁଥିବ । ଏମିତିରେ ଯଦି ଆପଣ ବି ନିଜ ପାଇଁ କୌଣସି ପାର୍ଟନର ଖୋଜୁଛନ୍ତି ତେବେ ଆଜି ଆମେ ଆପଣଙ୍କର ପାର୍ଟନର ବିଷୟରେ କହିବାକୁ ଯାଉଛୁ । ଯିଏକି କେମିତି ହେବ । କିନ୍ତୁ ଏଥିପାଇଁ ଆପଣଙ୍କୁ ଏହି ତିନୋଟି ହାର୍ଟ ମଧ୍ୟରୁ ଗୋଟିଏକୁ ବାଛିବାର ଅଛି । କାରଣ ଆପଣଙ୍କ ଦ୍ଵାରା ବଛା ଯାଇଥିବା ହାର୍ଟ ହିଁ ଆପଣଙ୍କର ପାର୍ଟନର ବିଷୟରେ ସବୁକିଛି କହିଥାଏ ।
ପ୍ରଥମ ହାର୍ଟ
ଯଦି ଆପଣ ପ୍ରଥମ ହାର୍ଟକୁ ବାଛିଛନ୍ତି ତେବେ ଆପଣଙ୍କର ହେବାକୁ ଥିବା ଜୀବନସାଥୀ କିମ୍ବା ହୋଇ ସାରିଛି ତେବେ ସେ ଆପଣଙ୍କୁ ବହୁତ ପସନ୍ଦ କରିଥାଏ ଓ ଆପଣ ବି ତାଙ୍କୁ ବହୁତ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଆପଣଙ୍କର ଜୀବନସାଥୀ ଅଧିକ ଝଗଡା କରିଥାଏ ଓ ରାଗିଥାଏ ମଧ୍ୟ । ଏହା ଛଡା ସେ ନିଜର ମନର ମାଲିକ ବି ହୋଇଥାଏ । କିନ୍ତୁ ଏହା ସବୁ ସତ୍ବେ ଆପଣଙ୍କର ପାର୍ଟନର ଆପଣଙ୍କୁ ବହୁତ ଭଲ ପାଇଥାଏ ।
ଦ୍ଵିତୀୟ ହାର୍ଟ
ଯଦି ଆପଣ ଏହି ହାର୍ଟକୁ ବାଛିଛନ୍ତି ତେବେ ଆପଣଙ୍କର ପାର୍ଟନର ବହୁତ ଶର୍ମିଲା ଅଟେ ଓ ସେ ଆପଣଙ୍କର ସବୁବେଳେ ପ୍ରଶଂସା କରିଥାନ୍ତି । ଏହା ଛଡା ଆପଣଙ୍କର ପାର୍ଟନରକୁ ମିଛ କହିବା ଓ ଶୁଣିବାକୁ ବିଲିକୁଳ ବି ପସନ୍ଦ କରନ୍ତି ନାହିଁ । ସେଥିପାଇଁ ଯଦି ଆପଣ ନିଜର ପାର୍ଟନରକୁ କୌଣସି ବି କଥା ସଫା ସଫା କହି ଦେବେ ତେବେ ସେ ଆପଣଙ୍କୁ କ୍ଷମା କରିଦେବେ । ଏମିତିରେ ଯଦି ଆପଣଙ୍କ ମଧ୍ୟରେ ଝଗଡା ବି ହୋଇଯାଏ ତେବେ ଆପଣଙ୍କ ମଧ୍ୟରେ କିଛି ଦିନ ପର୍ଯ୍ୟନ୍ତ କଥାବାର୍ତ୍ତା ଚାଲେ ନାହିଁ ।
ତୃତୀୟ ହାର୍ଟ
ଯଦି ଆପଣ ଏହି ହାର୍ଟକୁ ବାଛିଛନ୍ତି ତେବେ ଆପଣଙ୍କର ପାର୍ଟନରର କଥାବାର୍ତ୍ତା ମଧୁର ହୋଇଥାଏ । ଆପଣଙ୍କୁ କହିଦେଉଛୁ ଯେ ଆପଣଙ୍କର ପାର୍ଟନର ଆପଣଙ୍କୁ ବହୁତ ଭଲ ପାଇଥାଏ କିନ୍ତୁ କେବେ ବି ନିଜର ପ୍ରେମକୁ ଖୋଲିକରି ଜାହିର କରି ପାରନ୍ତି ନାହିଁ । ଏହି କଥା ହିଁ ଆପଣ ବହୁତ ଚିନ୍ତିତ ରହିଥାନ୍ତି । କିନ୍ତୁ ଆପଣଙ୍କର ପାର୍ଟନର ଆପଣଙ୍କୁ ବହୁତ ପସନ୍ଦ କରିଥାଏ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।