ଏହି 3 ଟି ସ୍ତ୍ରୀ ଙ୍କ ମୋହରେ ପଡିଥିବା ପୁରୁଷ ଜୀବନରେ କେବେ ବି କରେ ନାହିଁ ଉନ୍ନତି, ହେଇଯାଏ ବର୍ବାଦ- Chanakya Niti

ଜୀବନରେ ଯେତେବେଳେ ଆମେ ଆଗକୁ ବଢିଥାଉ ଆମ ପଛରେ କେହି ନା କେହି ରହିଥାନ୍ତି ବା ଆମକୁ କିଛି ଉପଦେଶ ଦେଇଥାନ୍ତି । ଯେପରିକି ସ୍ତ୍ରୀ , ମା ,ବାପା ଇତ୍ୟାଦି ରହିଥାନ୍ତି । ସେଥିପାଇଁ ପୁରୁଷ ଯେତେବେଳେ ବାହା ହେବେ ଅବଶ୍ୟ ଭଲ ଗୁଣର ସ୍ତ୍ରୀଙ୍କୁ ବାହା ହେବା ଉଚିତ । ଯଦି ଖରାପ ଗୁଣର ସ୍ତ୍ରୀଙ୍କୁ ବାହା ହେଲେ ଜୀବନଟା ପୁରା ବର୍ବାଦ ହୋଇଯିବ । ଶୂକ୍ରାଚାର୍ଜ୍ୟ କିଛି ସ୍ତ୍ରୀମାନଙ୍କର ନୀତି ଓ ଆଚରଣ ବିଷୟରେ କହିଛନ୍ତି ।

ଯାହା ଦ୍ଵାରା ଜୀବନରେ ଉତ୍ତମ ସ୍ତ୍ରୀ ତଥା ଉତ୍ତମ ପୁରୁଷ ବାଛିବାକୁ ସହଜ ହେବ । ଯଦି ମନୁଷ୍ୟ ଜୀବନରେ ଭୁଲ ଜୀବନସାଥୀଙ୍କୁ ବାଛିନେଲେ ତାଙ୍କ ଜୀବନରେ ସୁଖ ଶାନ୍ତି ନଷ୍ଟ ହୋଇଯାଇଥାଏ । ତାର ଜୀବନ ମୃତ୍ୟ ତୁଲ୍ୟ ଭଳି ପ୍ରତୀତ ହୋଇଥାଏ ।  ଯେପରିକି କାମ ଦେବ ସ୍ତ୍ରୀ ମାନଙ୍କଠାରେ ବାସ କରିଥାନ୍ତି । ଯାହା ଦ୍ଵାରା ପୁରୁଷ ମାନେ ତାଙ୍କ ମୋହରେ ପଡିଯାଇଥାନ୍ତି ।

ସେଥିପାଇଁ କୌଣସି ସ୍ତ୍ରୀଙ୍କ ମୋହରେ ପଡିବା ଆଗରୁ ତା ବିଷୟରେ ଭଲ ଭାବରେ ଜାଣିନେବା ଉଚିତ । ସେହି ସ୍ତ୍ରୀ ପ୍ରେମ କରିବାର ଯୋଗ୍ୟ ଅଟନ୍ତି ନା ନାହିଁ । ଆମେ ଆଜି ଏମିତି ତିନୋଟି ସ୍ତ୍ରୀଙ୍କ ବିଷୟରେ କହିବୁ  ଯାହାକି  ତାଙ୍କ ପଛରେ ଦୌଡିଲେ ଜୀବନରେ କେବେ ବି ଉନ୍ନତି କରିପାରିବେ ନାହିଁ ।

ବିବାହିତ ସ୍ତ୍ରୀ

ଯେଉଁ ପୁରୁଷ ବିବାହିତ ହୋଇଥିବେ ସେ ନିଜ ସ୍ତ୍ରୀଙ୍କୁ ଭଲ ପାଇବା ଉଚିତ । ଅନ୍ୟ ସ୍ତ୍ରୀଙ୍କୁ ତଥା ଅନ୍ୟ ନାରୀଙ୍କୁ ପ୍ରେମ କରିବା ଉଚିତ ନୁହେଁ । କେବଳ ନିଜ ସ୍ତ୍ରୀକୁ ଶ୍ରେଷ୍ଠ ଭାବିକି ପ୍ରେମ କରିବା ଉଚିତ । ହେ ପୁରୁଷ ତମେ ଅନ୍ୟ ସ୍ତ୍ରୀଙ୍କର ଅଙ୍ଗକୁ ଦେଖି ବ୍ୟାକୁଳ ହୁଅ ନାହିଁ । କ୍ଷଣଭଡ଼ ସୁଖ ଦେଉଥିବା ଅନ୍ୟ ସ୍ତ୍ରୀ ପୁରୁଷଙ୍କୁ ବୁଡେଇଦେବ । ମନ ପ୍ରତି ସଂଯମ ରଖନ୍ତୁ । ନେତ୍ରକୁ ବନ୍ଦ ରଖିବା ଉଚିତ । ଯଦି ଆପଣ ସଜ୍ଜନ ଅଛନ୍ତି ତେବେ ସେମିତି ପାପ କାର୍ଯ୍ୟ କରନ୍ତୁ ନାହିଁ । ଜୀବନଟା ପୁରା ନଷ୍ଟ ହୋଇଯିବ । ସେଥିପାଇଁ ଅନ୍ୟ ମନୁଷ୍ୟ ମାନଙ୍କର ସାଂସାରିକ ଜୀବନରେ କେବେ ହେଲେ ପଶନ୍ତୁ ନାହିଁ ।

ଭଲ ନ ପାଉଥିବା ନାରୀ

ହେ ବୁଦ୍ଧିମାନ ପୁରୁଷ ଯେଉଁ ନାରୀମାନେ ଆପଣଙ୍କୁ ଭଲ ନ ପାଉଛନ୍ତି । ତାଙ୍କ ପ୍ରେମରେ ପଡିବା ଭଲ ନୁହେଁ । ଯେଉଁ ସ୍ତ୍ରୀ ମାନଙ୍କର ତମ ପ୍ରତି ଆଦର ତଥା  ସ୍ନେହଭାବ କିମ୍ବା ଚିନ୍ତା ନାହିଁ । ଏହିଭଳି ସ୍ତ୍ରୀ ତୁମର ଅପବ୍ୟବହାର କରି ଜୀବନଟା ନାସ କରିଦିଅନ୍ତି । ତାଙ୍କର ରୂପର ମାୟା ଏଭଳି ହିଁ ଥାଏ । ସମସ୍ତଙ୍କୁ ମୋହୀ ନେଇଥାନ୍ତି । ତାଙ୍କ ଆଚରଣ କିମ୍ବା ବ୍ୟବହାରରେ ଯଦି ପଡି ଯାଉଛନ୍ତି କିମ୍ବା ଯେତେବେଳେ ଆପଣଙ୍କୁ ଠକିଦେବେ ସେତେବେଳେ ଅପମାନକୁ ବରଦାସ୍ତ କରିପାରିବେ ନାହିଁ ।

ବ୍ୟଭିଚାରିଣୀ ସ୍ତ୍ରୀ

କୌଣସି ବି ବୁଦ୍ଧିମାନ ପୁରୁଷ ବ୍ୟଭିଚାରିଣୀ ସ୍ତ୍ରୀଙ୍କୁ ଭଲ ପାଇବା ଉଚିତ ନୁହେଁ । କାରଣ ସେହି ବ୍ୟଭିଚାରିଣୀ ସ୍ତ୍ରୀ ଜଣଙ୍କର ହୋଇନଥାନ୍ତି । ସେ ତାର ମାୟାରେ ସମସ୍ତ ପୁରୁଷଙ୍କୁ ନିଜ ଆଡକୁ ମୋହୀ ନେହିଥାନ୍ତି । ତାଙ୍କର ଆଖି ହରିଣୀ ଭଳି ଦେଖାଯାଉଥିବାରୁ ପୁରୁଷମାନଙ୍କୁ ନିଜ ଆଡକୁ ମୋହୀ ନେଇଥାନ୍ତି । ସେହି ପୁରୁଷକୁ ସର୍ବ ଶାନ୍ତ କରି ବର୍ବାଦ କରିନେଇଥାନ୍ତି । ସେଥିପାଇଁ କୌଣସି ବ୍ୟଭିଚାରିଣୀ ତଥା ବେଶ୍ୟା ସ୍ତ୍ରୀଙ୍କୁ ଭଲ ପାଇବା ଉଚିତ ନୁହେଁ । ଯାହା ଦ୍ଵାରା ତୁମୁର ନାସ ହୋଇଯିବ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଅନ୍ୟ ମାନଙ୍କ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ