ତିନି ଜଣଙ୍କ ସହିତ ସୁହାଗରାତ ପରେ ଏହି ଝିଅ ଜଣକ କଲା କିଛି ଏମିତି କାମ, ଜାଣି ପୁରା ସହର ଆଶ୍ଚର୍ଯ୍ୟ

ବର୍ତ୍ତମାନ ପୁଣି ଥରେ ଅନ୍ୟ ଏକ ଲୁଟେରୀ କନ୍ୟାର ମାମଲା ସାମ୍ନାକୁ ଆସିଛି । ଯିଏକି ଅନେକ ଲୋକମାନଙ୍କୁ ଠକି ସାରିଥିଲା କିନ୍ତୁ ଯେତେବେଳେ ତାହାର ସତ୍ୟତା ସାମ୍ନାକୁ ଆସିଲା ତେବେ ତାକୁ ଗିରଫ୍ କରି ନିଆଗଲା । କହିବାକୁ ଗଲେ ଏହି ମାମଲା ଡୂଂଗରପୁରର ଗୋଲ ମାର୍କେଟର ଅଟେ, ଯେଉଁଠିକାର ବାସିନ୍ଦା ଅନିଲ ଜୈନ ୧୫ ଏପ୍ରିଲରେ ପୋଲିସ ଷ୍ଟେସନରେ ରିପୋର୍ଟ ଲେଖିଥିଲେ । ସେ କହିଲେ କି ତାଙ୍କର ସାନ ଭାଇ ଅଶୋକ କୁମାର ଜୈନର ବିବାହ ଗତ ବର୍ଷ ୧୭ ଜୁଲାଇରେ ବେଲଗ୍ରାମ (କର୍ଣ୍ଣାଟକ) ନିବାସୀ ମୈତ୍ରାବତୀ ସହ ହୋଇଥିଲା ।

କିନ୍ତୁ ମୈତ୍ରାବତୀ ମାତ୍ର ଦୁଇ ମାସ ଶଶୁରଘରେ ରହିବା ପରେ ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲା ।

ଅନ୍ୟ ପଟେ ପୁଲିସ ଷ୍ଟେସନରେ ଏଫଆଇଆର ଲେଖାଯିବା ପରେ ପୋଲିସ ସେହି ଲୁଟେରୀ କନ୍ୟାକୁ ଗୁରୁବାର ଦିନ ଡୂଂଗରପୁରରୁ ଗିରଫ୍ କରି ନେଇଛି ।

ଏହା ପରେ କୋର୍ଟର ଆଦେଶ ଅନୁସାରେ ତାକୁ ଜେଲ ବି ପଠାଇ ଦିଆ ଯାଇଛି । ପୋଲିସ ଅନୁସାରେ ମିଥ୍ୟା ବିବାହ କରି ଟଙ୍କା ଲୁଟି ନେଉଥିବା ଏହି ଯୁବତୀ କର୍ଣ୍ଣାଟକର ମୈତ୍ରାବତୀ ୩ ବର୍ଷରେ ୩ଟି ମିଥ୍ୟା ବିବାହ କରି ପାଖାପାଖି ୧୦ ଲକ୍ଷ ଟଙ୍କା ଆୟ କରିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ପଚରା ଉଚରା ସମୟରେ ଲୁଟେରୀ କନ୍ୟା କହିଲା କି, କର୍ଣ୍ଣଟକ ସ୍ଥିତ ତା’ର ଗ୍ରାମରେ ପ୍ରାୟତଃ ଘରେ ଯୁବତୀମାନଙ୍କର ଏହିଭଳି ହିଁ ବିବାହ ହୋଇଥାଏ ଓ ସେମାନେ ବିବାହ ପରେ ଏହିଭଳି ହିଁ ଠକିବା କାମ କରିଥାନ୍ତି । ସେମାନଙ୍କର କହିବା ଅଟେ କି ସେମାନେ ଟଙ୍କା ଲୋଭରେ ଶଶୁରଘର ବଦଳାଇ ଥାଆନ୍ତି । ସେ ଆଗକୁ କହିଲା କି ତାକୁ ନିଜର ମା’ ହିଁ ଏହି ଧନ୍ଦାରେ ପୁରାଇଛି ।

ପୋଲିସ ଅନୁସାରେ ଲୁଟେରୀ କନ୍ୟା ଅଶୋକ ଜୈନ ସହ ବିବାହ କରି କିଛି ସମୟ ତାଙ୍କ ସହିତ ରହିବା ପରେ ୧୫ ଏପ୍ରିଲରୁ ଫେରାର ହୋଇ ନିଜ ଗ୍ରାମରେ ପହଞ୍ଚି ଥିଲା । ପୁଣି ଥରେ ଦଲାଲକୁ ସମ୍ପର୍କ କରି ଡୂଂଗରପୁରର ଭରତ ଜୈନ ସହ ବିବାହ କରି ୯ ମେ ରେ ୪.୫୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲା । ଏହା ପରେ ସେ ଅନ୍ୟ ଏକ ବିବାହ କରିବାର ପ୍ରସ୍ତୁତି କରୁଥିଲା ।

କିନ୍ତୁ ତା’ ପୂର୍ବରୁ ହିଁ ପୋଲିସ ତାକୁ ଗିରଫ୍ କରିନେଲା । ସୂଚନା ଅନୁସାରେ ମୈତ୍ରାବତୀ ୧୭ ବର୍ଷର ଥିଲା ସେତେବେଳୁ ସମ୍ପର୍କୀୟମାନଙ୍କର ପରିଚୟ ମଧ୍ୟରେ ସମସ୍ତଙ୍କ ସାମ୍ନାରେ ପୁରା ପରମ୍ପରା ସହିତ ତାହାର ବିବାହ ହୋଇଥିଲା ।

ଏକ ବର୍ଷ ଶାଶୁ ଘରେ ରହିବା ପରେ ତା’ର ଡିଭୋର୍ସ ହୋଇଗଲା । ଏହା ପରେ ମା’ କହିବା ଦ୍ଵାରା ଦଲାଲ ଦ୍ଵାରା ସମ୍ପର୍କ କରିଲା ଓ ଜାବରମାଇଂସରେ ଅଶୋକ ଜୈନଙ୍କ ସହ ବିବାହ କରିଲା । ଏଠାରୁ ସେ ପାଖପାଖି ୫ ଲକ୍ଷ ଟଙ୍କା ନେଇଛି । ୧୫ ଏପ୍ରିଲରୁ ଏଠାରୁ ଫେରାର ହେବା ପରେ ସେ ପୁଣି ଥରେ ଡୂଂଗରପୁର ରୁ ୪.୫୦ ଲକ୍ଷ ଟଙ୍କା ନେଇ ଅନ୍ୟ ଏକ ବିବାହ କରିଲା । ଏହିଭଳି ଭାବରେ ଏହି ଯୁବତୀଟି ଲୋକମାନଙ୍କୁ ଠକି ଥିଲା । କିନ୍ତୁ ବର୍ତ୍ତମାନ ସେ ଜେଲରେ ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।