ସୁନା ଠାରୁ ବି ଦାମୀ ଅଟେ ଏହି ଘାସ, ଯଦି କେଉଁଠି ମିଳିଯାଉଛି ତ ଛାଡନ୍ତୁ ନାହିଁ, ୭୦ ରୋଗର କାଳ ଅଟେ ଏହି ଘାସ

ପ୍ରକୃତିର ବରଦାନ ମଧ୍ୟରୁ ଗଛର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଛି । ଗଛଲତା ମାନବୀୟ ଜୀବନ ଚକ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି । ଏମାନଙ୍କ ଦ୍ଵାରା କେବଳ ଭୋଜନ ସମ୍ବନ୍ଧୀୟ ଆବଶ୍ୟକତାର ପୂର୍ତ୍ତି ହୋଇନଥାଏ ବରଂ ଜୀବ ଜଗତରେ ସନ୍ତୁଳନ ରଖିବାରେ ମଧ୍ୟ ଏମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି । କାର୍ବନ ଚକ୍ର ହେଉ ବା ଭୋଜନ ଶୃଙ୍ଖଳା ର ପିରାମିଡ ହେଉ ଏମାନେ ସର୍ବୋଚ୍ଚ ସ୍ଥାନରେ ଥାଆନ୍ତି । ଏମାନଙ୍କ ମଧ୍ୟରୁ କିଛି ଔଷଧୀୟ ଗଛ ଅଛି ଯେଉଁମାନେ ନା କେବଳ ଔଷଧୀୟ ମହତ୍ତ୍ଵ ରଖି ନଥାନ୍ତି ବରଂ ଆୟର ଏକ ଜରିଆ ମଧ୍ୟ ହୋଇଯାନ୍ତି ।

ଆମ ଶରୀରକୁ ନିରୋଗୀ ରଖିବାରେ ଔଷଧୀୟ ଗଛର ଅଧିକ ମହତ୍ତ୍ଵ ରହିଥାଏ । ଏହି କାରଣ ଅଟେ କି ଭାରତର ବହୁତ ଗ୍ରନ୍ଥରେ ଏହାର ଉପଯୋଗର ଅନେକ ପ୍ରମାଣ ମିଳିଥାଏ । କିଛି ଥର ଆମ ଆଖ ପାଖରେ ଏମିତି କିଛି ଔଷଧୀୟ ଗଛ ଥାଏ ଯାହା ବିଷୟରେ ଆମକୁ ଜଣା ହିଁ ନଥାଏ ।

Image courtesy: Google

ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଔଷଧୀୟ ଗଛ ବିଷୟରେ କହିବାକୁ ଯାଉଛୁ ଯାହାର ଲାଭ ଜାଣିବା ପରେ ଆପଣ ବି ଚକିତ ହୋଇଯିବେ । ଆମେ ଯାହା ବିଷୟରେ କଥା ହେଉଛୁ ତାହା ହେଉଛି ଟେବଲ ଗୋଲାପ ଗଛ । ଆସନ୍ତୁ ଜାଣିବା ଏହି ଗଛର କିଛି ଉପକାରିତା ବିଷୟରେ ।

Image courtesy: Google

୧. ଯଦି ଆପଣ ଏହି ଗଛର ପତ୍ରକୁ ପ୍ରତିଦିନ ପେଶି ନିଜ ଚେହେରାରେ ଲଗାନ୍ତି ତେବେ କିଛି ଦିନରେ ହିଁ ଆପଣଙ୍କର ରଙ୍ଗ ସଫା ହୋଇଯିବ ଓ ଆପଣ ସୁନ୍ଦର ଦେଖାଯିବାକୁ ଲାଗିବେ ।

Image courtesy: Google

୨. ଏହି ଗଛରେ ଭିଟାମିନ ଇ ପ୍ରଚୁର ମାତ୍ରାରେ ଥାଏ । ଏଥିପାଇଁ ଯଦି ଆପଣଙ୍କୁ ବାଳ ସମ୍ବନ୍ଧୀୟ କୌଣସି ବି ପ୍ରୋବ୍ଲେମ ହେଉଛି ତେବେ ଏହାର ପତ୍ରକୁ ପେଶି ପେଷ୍ଟ ତିଆରି କରନ୍ତୁ ଓ ପୁଣି ଏହାକୁ ବାଳରେ ଲଗାନ୍ତୁ । କିଛି ସମୟ ପରେ ଧୋଇ ଦିଅନ୍ତୁ । ଏମିତି କିଛି ଦିନ କରିବା ପରେ ଆପଣଙ୍କର ବାଳର ସବୁ ସମସ୍ଯା ଦୂର ହୋଇଯିବ । ଏହା ଦ୍ଵାରା ବାଳ ଲାମ୍ବା ଓ ଘନ ବି ହୋଇଥାଏ ।

Image courtesy: Google

୩. ଯଦି ଶରୀରର କୌଣସି ବି ଭାଗରେ ଖଣ୍ଡିଆ ହୋଇ ଯାଇଛି ତେବେ ଏହାର ପତ୍ରକୁ ପେଶି ଲଗାଇବା ଦ୍ଵାରା ଖଣ୍ଡିଆ ବହୁତ ଜଲ୍ଦି ଶୁଖିଯାଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।