ତୁମ ଦୁହେଁ ହେଉଛ ମୋ ଦେଶର ଅନମୋଲ ରତନ । ତୁମେ କାନ୍ଦିବା କଥା ନୁହେଁ ବରଂ ହସିବା କଥା । ତୁମେ ହାରିନ 140 କୋଟି ଭାରତୀୟ ଙ୍କ ହୃଦୟ କୁ ଜିଣି ପାରିଛ । ଆଖି ରୁ ଲୁହକୁ ପୋଛି ମୁହଁ ରେ ହସ ଫୁଟାଇଛନ୍ତି । ହଁ ଦର୍ଶକ ବନ୍ଧୁ ରୋହିତ ସର୍ମା ଓ ବିରାଟ କୋହଲି ଙ୍କ ହାତ ଧରି ଏମିତି କିଛି କହି ଦୁହିଙ୍କୁ ବୁଝାଇଛନ୍ତି ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଦୁଇ ଖେଳାଳୀ ଙ୍କୁ ନେଇ କହିଛନ୍ତି “ତୁମେ ଦୁହେଁ ହେଉଛ ମୋ ହିରୋ ।
ଭାରତୀୟ କ୍ରିକେଟର ଦୁଇ ଅନମୋଲ ରତନ । କ୍ରିକେଟ ତୁମ ଭଳି ମହାନ ଖେଳାଳୀ ଙ୍କୁ ନେଇ ଆଗକୁ ବଢିବ । ଖେଳରେ ହାର ଜିତ ରହିଛି । କିନ୍ତୁ ତୁମ ଭଳି ଖେଳାଳୀ ଙ୍କର ଭାରତୀୟ ଟିମ ରେ ଆବଶ୍ୟକତା ରହିଛି । ଭାରତୀୟ ଖେଳାଳୀ ମାନଙ୍କ ଡ୍ରେସିଂ ରୁମକୁ ଆଜି ମୋଦୀ ଏଭଳି କିଛି ସାନ୍ତ୍ଵନା ଦେଇଛନ୍ତି । ଜଣ ଜଣଙ୍କ ପାଖକୁ ଯାଇ ମୋଦୀ ଏଭଳି କଥା କହି ବୁଝାଉଛନ୍ତି । ସମସ୍ତଙ୍କ ଆଖି ରୁ ଲୁହ ପୋଡି ତାଙ୍କ ମୁହଁ ରେ ହସ ଫୁଟାଇଛନ୍ତି ମୋଦୀ ।
ଆଉ ବିରାଟ ଓ ରୋହିତ ଙ୍କ ହାତ ଧରି କହିଛନ୍ତି ତୁମ ହେଉଛ ମୋର ଅନମୋଲ ରତନ । ଯାହାର ଭିଡିଓ ଓ ଫୋଟୋ ଏବେ ସୋଇଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୋଦୀ ଦୁହିଙ୍କର ହାତ ଧରିବା ସହ ହସ ହସି ଦୁଇ ହିରୋ ଙ୍କ ସହ କଥା ହୋଇଛନ୍ତି ମୋଦୀ । ମ୍ଯାଚ ହାରିବା ପରେ ବିରାଟ ଓ ଅନ୍ୟ ପ୍ଲେୟରଙ୍କ ପାଖକୁ ଯାଇ ସେମାନଙ୍କ ମନୋବଳ ଦୃଢ କରିଛନ୍ତି ମୋଦୀ ।
ଆଗକୁ ମୋଦୀ କହିଛନ୍ତି ତୁମେ ଏମିତି ହେଲେ ଆଗକୁ ଭାରତୀୟ ଦଳର ଅବସ୍ଥା କଣ ହେବ ? ତୁମ ଦୁହେଁ ହେଉଛନ୍ତି ଭାରତୀୟ କ୍ରିକେଟର ମହାନ ହସ୍ତୀ । ତୁମକୁ ନେଇ ଭାରତର କ୍ରିକେଟ ଆଗକୁ ବଢିବ । ମନ ଦୁଃଖ ନ କରି ହସ ଓ ଆଗକୁ ବଢ । ଅନ୍ୟ ପଟେ ରୋହିତ ଓ ବିରାଟ ଙ୍କୁ ନୁହେଁ ବରଂ ଟିମ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ ଙ୍କ ପାଖକୁ ଯାଇ ମଧ୍ୟ ବୁଝାଇଛନ୍ତି ମୋଦୀ ।
ରାହୁଲ ଦ୍ରାବିଡ ଙ୍କ ହାତ ଧରି ଧନ୍ୟବାଦ ଜଣାଇଛନ୍ତି । କାରଣ ସେ ଭାରତୀୟ ଦଳକୁ 10ଟି ମ୍ଯାଚ ଜିତାଇଛନ୍ତି । ଏବଂ ଭାରତୀୟ ଦଳ ମଧ୍ୟରେ ଯେଉଁ ମନୋଭାବକୁ ଦରକାର ସେହିଭଳି ମନୋଭାବ କୁ ତିଆରି କରିଛନ୍ତି । ସମସ୍ତଙ୍କ ମନରେ ଭାଇ ପଣିଆ କୁ ଜାଗୃତ କରାଇଛନ୍ତି ଦ୍ରାବିଡ । ଆଗକୁ ମୋଦୀ କହିଛନ୍ତି ତୁମ ଭଳି କୋଚ ଦୁନିଆରେ କେହି ନାହାନ୍ତି ।
ତୁମେ ହେଉଛ ଭାରତୀୟ ଦଳର ମହାନ କୋଚ । ଏହା ପରେ ମହମଦ ସାମୀଙ୍କୁ ଛାତିରେ ଜାବୁଡି ଧରି ବୁଝାଇବ ସହ ଜାଡେଜାଙ୍କୁ ମଧ୍ୟ ସାନ୍ତ୍ଵନା ଦେଇଛନ୍ତି ମୋଦୀ । ତେବେ ଏ ସବୁ କିଛି ମ୍ଯାଚ ହାରିବା ପରେ ଡ୍ରେସିଙ୍ଗ ରୁମର ଦ୍ରୁଶ୍ଯ ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କାମେଣ୍ଟ କରନ୍ତୁ, ଧନ୍ୟବାଦ ।