ଅଷ୍ଟ୍ରେଲିଆ ତୁମେ ବିଶ୍ୱକପ ଜିତି ଯାଇପାରିଥାଅ ..ହେଲେ ତୁମେ କେବେ ବିଶ୍ଵକପ କୁ କେବେ ସମ୍ମାନ ଦେବ ଶିଖିପାରିବ ନାହିଁ ।

ବନ୍ଧୁଗଣ ଅଷ୍ଟ୍ରେଲିୟା ଠାରୁ ବିଶ୍ଵକପ ହାରିବା ପରେ ଭାରତ ଏମିତି କିଛି ରାୟ ଦେଇଛି ଅଷ୍ଟ୍ରେଲିୟା ବିରୋଧରେ । ଭାରତ କହିଛି ଯେ 6ଟା ବାଡି ପୋତି ଗୋଟେ ବ୍ୟାଟ ହାତରେ ଧରି ବଲ କୁ ବାଡେଇ ଜିତିଗଲେ ତୁମେ ବିଶ୍ଵକପ ଜିତିପାର ଅଷ୍ଟ୍ରେଲିୟା । କିନ୍ତୁ ମାନବିକତା ନୁହେଁ । ଯେଉଁ କପ କୁ ହାସଲ କରିବା ପାଇଁ ତୁମେ ଦେଢ ମାସ ଖେଳିଛ ଯେଉଁ ଅପ କୁ ପାଇବା ପାଇଁ ସେମି ଫାଇନାଲ ରେ ପହଞ୍ଚିବା ପାଇଁ ତୁମେ ଦିନ ରାତି ଏକ କରି ଦେଇଛ ବା ଯେଉଁ ସଫଳତା ପାଇବା ପାଇଁ ତୁମେ କେତେ ଯେ ପରିଶ୍ରମ ସେଥିପାଇଁ ଆମେ ତୁମର ଖେଳ ରେ ଖୁସି ଅଷ୍ଟ୍ରେଲିୟା ଦଳ ।

କିନ୍ତୁ ଆମେ ଦୁଖିତ କି ତୁମର ଏଭଳି ବ୍ୟବହାର ପାଇଁ । ଆଖି ଯଦି ଟିକେ ଆଖି ଖୋଲି ଦେଖି ନିଅ । ଯେବେ ଭାରତ ଜିତିଥିଲା ବିଶ୍ଵକପ ସେତେବେଳେ କ୍ରିକେଟର ଭଗବାନ ଓ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ବିଶ୍ଵକପ କୁ ଓଠ ରେ ଲଗାଇ ଥିଲେ ଓ ସମ୍ମାନ ଜଣାଇଲେ ମଧ୍ୟ । ସଚିନ ଙ୍କୁ ଅଷ୍ଟ୍ରେଲିୟା ଦଳ ନିଶ୍ଚୟ ଜାଣିଥିବେ । ଆଉ ମହେନ୍ଦ୍ର ସିଂ ଧୋନୀ ଙ୍କୁ ମଧ୍ୟ ଅଷ୍ଟ୍ରେଲିୟା ଦଳ ନିଶ୍ଚୟ ଚିହ୍ନି ଥିବେ ।

ଯିଏ କି ହେଲିକ୍ୟାପ୍ଟର ଛକା ମାରନ୍ତି । ଯେବେ ବିଶ୍ଵକପ ଜିତିଥିଲେ ଧୋନୀ ସେତେବେଳେ ଲଣ୍ଡା ହୋଇଥିଲେ ବିଶ୍ଵକପ କୁ ସମ୍ମାନ ଦେବା ପାଇଁ । ଆଉ କ୍ରୀକେଟ ଜଗତର ପୂର୍ବତନ ଖେଳାଳୀ କପିଲ ଦେବ ଙ୍କୁ କିଏ ବା ଜେଏନ ଜାଣେ । 1983 ମସିହା ରେ ଯେତେବେଳେ ବିଶ୍ଵକପ ଜିତିଥିଲେ କପିଲ ଦେବ ସେତେବେଳେ ବିଶ୍ଵକପ କୁ ପାଦ ରେ ନୁହେ ମୁଣ୍ଡରେ ରଖିକି ଦର୍ଶକ ଙ୍କୁ ଦେଖାଇ ଥିଲେ ।

କାରଣ ଏହା ହେଉଛି ବିଶ୍ଵ । ବିଶ୍ଵ କାହାକୁ କୁହାଯାଏ ତାହା ହୁଏ ତ ଅଷ୍ଟ୍ରେଲିୟା ଖେଳାଳି ଙ୍କୁ ଜଣା ନାହିଁ ସେଥିପାଇଁ ବୋଧ ହୁଏ ଅଷ୍ଟ୍ରେଲିୟା ଖେଳାଳି ବିଶ୍ଵକପ ଜିତିବା ପରେ ବିଶ୍ଵକପ ଟ୍ରଫି କୁ ପାଦ ତଳେ ରଖିକି ଅସମ୍ମାନ କରିଛନ୍ତି । ଆଜି ଯେତେବେଳେ ଅଷ୍ଟ୍ରେଲିୟା ବିଶ୍ଵକପ ଜିତି ସାରିଛି ଆଉ ଭାରତ ଦଳ ତାହାକୁ ପ୍ରଶଂସା ମଧ୍ୟ କରୁଛି । ଇଣ୍ଡିଆ ଟିମ ଅଷ୍ଟ୍ରେଲିୟା ଦଳର ଖେଳ ପ୍ରତି ଥିବା ଆଗ୍ରହ କୁ ପ୍ରଶଂସା କରିଛି ।

କିନ୍ତୁ ବିଶ୍ଵକପ କୁ ଯେଉଁ ଅସମ୍ମାନ କରିଛି ଅଷ୍ଟ୍ରେଲିୟା ଦଳ ତାହାକୁ ହୁଏ ତ କେହି ସ୍ଵପ୍ନ ରେ ସୁଧା ଭାବି ନ ଥିଲେ । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ, କପିଲ ଦେବ ଙ୍କ ଠାରୁ ଅଷ୍ଟ୍ରେଲିୟା ଦଳ କିଛି ଶିଖିବା ଦରକାର । 2011 ମସିହା ରେ ଯେବେ ଭାରତ ଦଳ ବିଶ୍ଵକପ ଜିତିଥିଲା ସେଦିନର ଖେଳ ସମସ୍ତେ ଦେଖିଥିଲେ ।

ଆଉ ପଡିଆ ଭିତରେ ସବୁ ଖେଳାଳି ଙ୍କ ଆଖି ରୁ ଖୁସି ର ଲୁହ ଝରିଥିଲା । କିନ୍ତୁ ଅଷ୍ଟ୍ରେଲିୟା ବିଶ୍ଵକପ ଜିତି ସାରିବା ପରେ ପଦ ରେ ରଖିଛି ବିଶ୍ଵକପ । ଏହା ଅଷ୍ଟ୍ରେଲିୟା ଗରବ ହୋଇପାରେ କିନ୍ତୁ ଏହା ବିଶ୍ଵକପ କୁ ଅସମ୍ମାନ କରା ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।