ଆମ ଦେଶରେ ଯେପରି ଭାବେ କରୋନା ମ-ହା-ମା-ରୀ ବା ଭା-ଇ-ର-ସ ବ୍ୟାପିବାରେ ଲାଗିଛି ଏହାର ଶେଷ କେବେ ହେବ ତାହା କହି ହେବ ନାହି । କରୋନାର ପ୍ରଥମ ଲହର ନ ଯାଇଥିଲେ ମଧ୍ୟ ପୁଣି ଥରେ କରୋନାର ଦିତୀୟ ଲହର ପୁରା ଦେଶରେ ଆ-ତ-ଙ୍କ ସୃଷ୍ଟି କରିବାରେ ଲାଗିଛି । ଯାହା ଫଳରେ ଅନେକ ଲୋକଙ୍କର ପ୍ରା-ଣ ଯିବାରେ ଲାଗିଛି ଯାହକୁ ରୋକିବା କାହା ପକ୍ଷେ ସମ୍ଭବ ନୁହେ । ଆଜି ଆମେ ଆପଣ ମାନଙ୍କୁ କରୋନା ଟୀକା ନେବା ପରେ ତାର ପ୍ରଭାବ କେତେ ଦିନ ପର୍ଯ୍ୟନ୍ତ ରହିବ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ ।
କରୋନା ଟିକାର ଦୁଇଟି ଡୋଜ ବର୍ତ୍ତମାନ ଯାଏଁ ବାହାରିଛି । ଯାହାକୁ ନେବା ସମସ୍ତଙ୍କ ପକ୍ଷେ ହିତକାରକ ହେବ ବୋଲି ଡାକ୍ତର ଓ ବିଶେଷକ ମାନେ ପରାମର୍ଶ ଦେଇଛନ୍ତି । ପ୍ରଥମ ଡୋଜ ନେବା ପରେ ୫ରୁ ୧୦ ମାସ ପର୍ଯ୍ୟନ୍ତ ଆମ ଶରୀରରେ ଆ-ଣ୍ଟି ବାୟୋଟିକ ଭାବେ କାମ କରିବ ।

କରୋନାର ଗତି ବିଧି ଯେପରି ଭାବେ ବଦଳିବାରେ ଲାଗିଛି ସେଥି ପାଇଁ ତାର ଅନ୍ୟ ଏକ ଭ୍ୟାକ୍ସିନ ଉପରେ ଗବେଷଣା ଚାଲିଛି । ତାହା କେବେ ଆସିବା ତାହା କହିବା ସମ୍ଭବ ନୁହେ । ପ୍ରଥମ ବର୍ଷରେ ଟୀକା ନେବା ପରେ ହୁଏତ ଆପଣ ମାନଙ୍କୁ ପୁଣି ଥରେ ଦିତୀୟ ଡୋଜ ନେବାକୁ ପଡିପାରେ । କରୋନା କେବେ ଯିବ ତାହା କହି ହେବ ନାହି । କିନ୍ତୁ ସରକାର କରିଥିବା ସବୁ ନିୟମ ଗୁଡିକୁ ପାଳନ କରନ୍ତୁ ।

ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ । ଯାହା ଫଳରେ ଗତ ବର୍ଷ ଯେପରି ଆମ ମାନେ କରୋନାକୁ ମାତ ଦେଇଥିଲେ ସେହିପରି ଏହି ବର୍ଷ ମଧ୍ୟ କାରୋନାକୁ ମାତ ଦେଇ ପାରିବା । ଯଦି ଆପଣ ମାନେ କରୋନା ଟୀକା ନେଇ ସାରିଛନ୍ତି ତେବେ ପୂର୍ବ ଭଳି ମାସ୍କକୁ ନିଜ ଜୀବନ ଶୈଳୀ ଭାବେ ମାନି ନିଅନ୍ତୁ । ଏହା ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ।

କୌଣସି ବି ଭିଡ ସ୍ଥାନକୁ ଯାଆନ୍ତୁ ନାହି । କାରୋନା ଟୀକା ୧୦୦ ରୁ ୮୦ ପ୍ରତିଶତ କାମ କରିବାର ସମ୍ଭାବନା ରହିଛି । କିନ୍ତୁ ଆଉ ୨୦ ପ୍ରତିଶତ କାମ କରିବା ନାହି ଯାହା ଫଳରେ ଜୀବାଣୁ ଆମକୁ ସଂକ୍ରମଣ କରି ପାରନ୍ତି । ସେଥି ପାଇଁ ଆମକୁ ସତର୍କ ରହିବାକୁ ପଡିବ । ଏହା ସହ ଯେଉଁ ଡାକ୍ତର ବା ବୈଜ୍ଞାନିକ ମାନେ ପରାମର୍ଶ ଦେଉଛନ୍ତି ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପଡିବ ।

ଯାହା ଫଳରେ ଆପଣ ମାନେ ସୁସ୍ଥ ରହିବା ସହ ଆପଣଙ୍କ ଆଖ ପାଖରେ ରହୁଥିବା ଲୋକ ମାନେ ମଧ୍ୟ ସୁସ୍ଥ ଓ ସୁରକ୍ଷିତ ରହିବେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।