କେଉଁ ଭ୍ୟାକ୍ସିନ ସବୁଠୁ ବେସ୍ଟ ? କରୋନା ଟୀକା ନେବା ପୂର୍ବରୁ ନିଶ୍ଚୟ ଜାଣି ରଖନ୍ତୁ

ପୁରା ଦେଶରେ କୋରୋନା ମହାମରି ପାଇଁ ହାହାକାର ଲାଗି ରହିଛି । ଏଥିପାଇଁ ଟୀକା ବାହାରି ଥିଲେ ମଧ୍ୟ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କେଉଁ ଟୀକା ନେଲେ ଠିକ ବା ଭୁଲ ହେବ ଏଭଳି କିଛି ପ୍ରଶ୍ନ ସହ ଟୀକା ନେବା ପରେ ହେଉଥିବା ପାର୍ଶ୍ଵ ପ୍ରତିକ୍ରିୟାକୁ ନେଇ ମଧ୍ୟ ଚିନ୍ତାର ବିଷୟ ହୋଇଛି ।

ଆଜି ଆମେ ଆପଣ ମାନକୁ ଏହି ସବୁ ପ୍ରଶ୍ନର ଉତ୍ତର କଣ ରହିଛି ତାହା କହିବାକୁ ଯାଉଛୁ । ଭାରତରେ ଜାନୁଆରୀ ମାସରୁ କୋଭିଡ ଟିକାକରଣ ଲାଗୁ କରା ଯାଇଛି । ଦେଶରେ ୨୫କୋଟିରୁ ଅଧିକ ଲୋକଙ୍କୁ ଟୀକା ଦିଆ ଯାଇଛି । ବର୍ତ୍ତମାନ ଭାରତରେ ୩ ପ୍ରକାରର ଭ୍ୟାକ୍ସିନ ଦିଆ ଯାଉଛି । କୋ-ଭ୍ୟାକ୍ସିନ, କୋ-ଭ୍ୟାସିଲ ଓ ସ୍ପୁଥନେକ-ଭି ଟୀକା ଦିଆ ଯାଉଛି । ପ୍ରଥମେ ଦେଖିବା କୋ-ଭ୍ୟାକ୍ସିନ କିପରି ପ୍ରସ୍ତୁତ ହୋଇଛି ।

ଏହି ଭ୍ୟାକ୍ସିନ ଗୋଟେ ଇନଆକ୍ଟିଭ ଭ୍ୟାକ୍ସିନ ଅଟେ ଏହାର ଅର୍ଥ ହେଉଛି ଏହାକୁ ମୃ-ତ କୋରୋନା ଭାଇରସ ଦ୍ଵାରା ତିଆରି କରା ଯାଇଛି । ଏଥିପାଇଁ ଭାରତ ବାୟୋଟିକ ପୁନେରେ ଥିବା NATIONAL INSTITUTE OF VIROLOGY ରେ କେ କୋରୋନ ଭାଇରସର ଶ୍ୟାମ୍ପଲର ବ୍ଯ୍ବହାର କରିଥିଲେ । ଯେବେ ଏ ଭ୍ୟାକ୍ସିନ ଦିଆଯାଏ ତେବେ ଏହା ଆମ ଶରୀରରେ ଆଣ୍ଟି ବଡିଜ ପ୍ରସ୍ତୁତ କରିଥାଏ ।

କୋ-ଭ୍ୟାକ୍ସିନକୁ ସାଧାରଣ ଜ୍ଵର ବା ମୌସମୀ ଜ୍ଵର ହେଲେ ପାରମ୍ପରିକ ଭ୍ୟାକ୍ସିନ ଭାବେ ବ୍ୟବହାର କରାଯାଏ । ଏହା ପରେ ରହିଛି କୋଭିଷିଲ୍ଡ ଅକ୍ଷଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର ମିଳିତରେ ତିଆରି କରା ଯାଇଛି । ଭାରତରେ ଏହାକୁ ଶିରମ ଅଫ ଇନ୍ଷ୍ଟିଚ୍ୟୁଟ ତିଆରି କରିଛି ।

ଏହି ଭ୍ୟାକ୍ସିନ ନେବା ଦ୍ଵାରା ଆମ ଶରୀରରେ ଇମ୍ୟୁନିଟି ପାୱାର ବଢିଥାଏ । ଭାରତରେ ଏହି ଦୁଇଟି ଭ୍ୟାକ୍ଷିଣ ଦିଆ ଯାଉଛି । ଏହା ପରେ ରହିଛି ସ୍ପୁତନିକ-ଭି ଯାହାକୁ ଭାଇରାଲ ବ୍ୟାକ୍ଟେରିୟା ଦ୍ଵାରା ତିଆରି କରା ଯାଇଛି । ଏହି ଟିକରେ ଅଲଗା ପ୍ରକାରର ଔଷଧ ଦିଆଯାଏ । ଏହି ବ୍ଯାକ୍ଷିଣ ବର୍ତ୍ତମାନ ଭାରତରେ ପହଞ୍ଚି ସାରିଛି ଓ ଏହାକୁ ବହୁତ ଜଲ୍ଦି ଲାଗୁ କରାଯିବ । ଭାରତରେ କୋ-ଭ୍ୟାକ୍ସିନରେ ୮୧% ପାର୍ଶ୍ଵପ୍ରତିକ୍ରିୟା ନ ହେବାର ଦେଖା ଯାଇଥିଲା । ଏହାଛଡା କୋ-ଭ୍ୟାକସିଲରେ ୯୦% କମ କରିବ ବୋଲି ଦେଖା ଯାଇଥିଲା ।

ସେହିଭଳି ସ୍ପୁତନିକ-ଭି ବ୍ଯାକ୍ଷିଣରେ ୯୧.୬% କାମ କରିବା ବୋଲି ଦେଖା ଯାଇଛି । ଏଥିପାଇଁ କୌଣସି ବି ଭ୍ୟାକ୍ସିନ ଲଗାଇଲେ କୌଣସି କ୍ଷତି ହୋଇନଥାଏ । କୋ-ଭ୍ୟାକ୍ସିନର ପ୍ରଥମ ଦୋଜ ପରେ ଦିତୀୟ ଦୋଜ ୨ରୁ ୪ ସପ୍ତାହ ମଧ୍ୟରେ ଲଗାଯାଏ । ସେହି ଭଳି କୋ-ଭ୍ୟାକସିଲର ପ୍ରଥମ ଦୋଜ ପରେ ଦିତୀୟ ଦୋଜ ୬ରୁ ୮ ସପ୍ତାହ ମଧ୍ୟରେ ଲଗାଯାଏ ।

ସ୍ପୁତନିକ-ଭି ଟିକାର ପ୍ରଥମ ଦୋଜ ପରେ ଦିତୀୟ ଦୋଜ ୩ ସପ୍ତାହ ବା ୨୧ ଦିନ ପରେ ଲଗାଯାଏ । ଏହି ୩ଟି ଭ୍ୟାକ୍ସିନ ନେବା ପରେ ହାତରେ ହାଲ୍କା ଦରଜ ବା ଫୁଲିଯିବା ସହ ଜ୍ଵର, କସ ଆଦି ଲକ୍ଷଣ ଦେଖାଯାଏ । ଯେଉଁମାନଙ୍କର କୌଣସି ଆଲର୍ଜି ଥିବ ବା ଯେଉଁମାନେ କୋରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇନଥିବେ ସେମାନେ କୋଭିଡ ଟୀକା ନେଇ ପାରିବେ ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ