ଏହାକୁ ମାତ୍ର ଥରେ ପିଅନ୍ତୁ, ହାର୍ଟ, ସ୍କିନ, ମୋଟାପଣ, ଗଣ୍ଠିବିନ୍ଧା, କବ୍ଜ ଭଳି ୭ ପ୍ରକାର ରୋଗ ଭଲ ହେଇଯିବ- Health Tips

ଆମେ ଆମର ନୀତିଦିନିଆ ଜୀବନରେ ଅନେକ ପ୍ରକାରର ପରିବା ଓ ଫଳର ସେବନ କରିଥାଉ । ସେହି ଭଳି ଲିଚି ଏମିତି ଏକ ଫଳ ଯାହା ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ତାହାକୁ ଖାଇବାକୁ ମଧ୍ୟ ବହୁତ ଭଲ ଲାଗିଥାଏ ।

ଲିଚି ଖାଇବା ଦ୍ଵାରା କେଉଁ କେଉଁ ରୋଗ ଦୂର ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଲିଚିରେ ଥିବା ପୋଟାସିୟମ ଆମ ଶରୀରରେ ରକ୍ତ ସଂଚାଳନ ଠିକ ରଖିବା ସହ ହାର୍ଟକୁ ମଧ୍ୟ ଠିକ ରଖିଥାଏ । ଯାହା ଦ୍ଵାରା ହାର୍ଟ ଜନିତ କୌଣସି ସମସ୍ଯା କମ ହୋଇଥାଏ । ଲିଚିରେ କଫର ଅଧିକ ମାତ୍ରାରେ ଥିବାରୁ ଏହା ଆମ ଶରୀରରେ ରକ୍ତ ଅଧିକ ହେବାରେ ସାହାଜ୍ଯ କରିଥାଏ ।

ଲିଚିରେ ଆଣ୍ଟି ଆକ୍ସିଡେଣ୍ଟ ଭରପୁର ମାତ୍ରାରେ ମିଳିଥାଏ ଯାହା ଆମ ସ୍କିନକୁ ସଫ୍ଟ ରଖିବାରେ ସାହାଜ୍ଯ କରିଥାଏ । ଲିଚିର ସେବନ ଦ୍ଵାରା ସୂର୍ଯ୍ୟ କିରଣରୁ ଆମ ସ୍କିନକୁ ଶେଫ କରିତହାଏ । ଏହା କ୍ୟାନ୍ସର ଭଳି ରୋଗରୁ ମୁକ୍ତି କରିଥାଏ । ଏହା ସହ ଆମ ଶରୀରରେ ମେଟାବୋଲିଜିମକୁ ନିୟନ୍ତ୍ରଣ କରିଥାଏ । ଯେଉଁ ମାନଙ୍କର ଆଁଠୁଗଣ୍ଠି ସମସ୍ଯା ହୋଇଥାଏ ବା ଆସ୍ଥାମା ରୋଗୀ ମାନେ ଲିଚି ଖାଇବା ଦ୍ଵାରା ବହୁତ ଲାଭ ମିଳିଥାଏ । ଲିଚିରେ ଥିବା ଫାଇଭର ଆମ ଶରୀରର ପାଚନ କ୍ରିୟାକୁ ଠିକ ଭାବେ ନିୟନ୍ତ୍ରଣ ରଖିଥାଏ ।

ଯଦି କୌଣସି ବ୍ୟକ୍ତିର କଫ ସମସ୍ଯା ଥାଏ ବା ଅଧିକ ମୋଟାପଣ ରହିଥାଏ ତେବେ ଲିଚି ଖାଇବା ଦ୍ଵାରା ଏହା ଦୂର ହୋଇଥାଏ । ଅଧିକ ମାତ୍ରାରେ ଲିଚି ଖାଇବା ଦ୍ଵାରା ଏହା ଆମ ଶରୀର ପାଇ କ୍ଷତିକାରକ ହୋଇଥାଏ । ତେଣୁ ପ୍ରତି ଦିନ ୧୦ଟି ଲିଚି ଖାଇବା ଦ୍ଵାରା କୌଣସି କ୍ଷତି ହୋଇ ନ ଥାଏ । ଏହା ଥିଲା ଲିଚି ଖାଇବା ଦ୍ଵାରା କଣ ଲାଭ ବା କ୍ଷତି ହୋଇଥାଏ । ଏହା ପରେ ଜାଣିବା ଲିଚିକୁ କିଭଳି ଭାବେ ସେବା କରାଯିବ । ଲିଚି ଜୁସ କରିବା ପାଇଁ ଅଳ୍ପ ମାତ୍ରାରେ କିଛି ଲିଚି ନେଇ ସେଥିରେ ଥିବା ଚୋପା ଓ ମଞ୍ଜିକୁ ବାହାର କରନ୍ତୁ ।

ଏହା ପରେ ଲିଚି ସହ କିଛି ପରିମାଣରେ ଚିନି, ପୋଦିନା ପାତ୍ର, କିଛି ମାତ୍ରାରେ ଲେମ୍ବୁ ରସ, କିଛି ବରଫ ଖଣ୍ଡ ମିଶାଇ ଏହାର ଜୁସ ପ୍ରସ୍ତୁତ କରନ୍ତୁ । ଏହା ପରେ ଏହି ଲିଚି ଜୁସକୁ ଏକ ପାତ୍ରରେ ଛାଣି ନିଅନ୍ତୁ । ଏହି ଭଳି ଭାବେ ଲିଚି ଜୁସ ପ୍ରସ୍ତୁତ କରି ସେବନ କରିଲେ ଆମ ଶରୀରରେ ଥିବା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ