କରୋନା ଟୀକା ନେବା ପରେ କଣ ସ୍ଵାମୀ ସ୍ତ୍ରୀ ରଖି ପାରିବେ ଶା-ରୀ-ରି-କ ସ-ମ୍ପ-ର୍କ ?

ଆମ ଦେଶରେ ଯେପରି ଭାବେ କୋରୋନାର ଦିତୀୟ ଲହର ବ୍ୟାପିବାରେ ଲାଗିଛି ସେଥି ପାଇଁ ଅନେକ ଲୋକ ମାନେ କୋରୋନାରେ ଆକ୍ରାନ୍ତ ହୋଇ ନିଜର ପ୍ରା-ଣ ହରାଉଛନ୍ତି ।

କୋରୋନାରୁ ରକ୍ଷା ପାଇବା ପାଇଁ କୋଭିଡ ଭ୍ୟାକ୍ସିନ ବାହାରି ଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡୁ ନାହି । ଯାହା ଫଳରତେ ଅନେକ ଲୋକ ମାନେ ଏହି ଟୀକାକରଣ ନେବା ପରେ ମଧ୍ୟ ସେମାନେ ପୁଣି ଥରେ କୋରୋନାରେ ସଂକ୍ରମଣ ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା କୋରୋନା ଟୀକା ନେବା ପରେ କରିବା ଉଚିତ କି ନାହି ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

ଅନେକ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠୁଛି ଯେ କୋଭିଡ ଟୀକା ନେବା ପରେ ଦାଂପତ୍ଯ ଜୀବନରେ ଏହାର କିଛି ଭଲ ବା ଖରାପ ପ୍ରଭାବ ପଡିବ କି ନାହି । ଯଦି କୌଣସି ବ୍ୟକ୍ତି ଟୀକା ନେଇଛନ୍ତି ଓ ତାଙ୍କ ସ୍ତ୍ରୀଙ୍କର ବୟସ ନ ହୋଇଥିବା ଯୋଗୁ ସେ ଟୀକା ନେଇ ନାହାନ୍ତି ତେବେ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନ ଥାଏ । ଏଭଳି ପରିସ୍ଥିତିରେ ସ୍ଵାମୀ ଓ ସ୍ତ୍ରୀ ଉଭୟ ପୂର୍ବ ଭଳି ନିଜର ଜୀବନ ଅତିବାହିତ କରି ପାରିବେ । ଏଥିରେ କୌଣସି ପ୍ରକାରର ଖରାପ ପ୍ରଭାବ ବା ଲକ୍ଷଣ ଦେଖାଯିବ ନାହି । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପୂର୍ବ ଭଳି ଭଲ ପାଇବା ସେହି ଭଳି ରହିବ ।

ଯଦି ସ୍ଵାମୀ ଓ ସ୍ତ୍ରୀ ଉଭୟ କୋଭିଡ ଟୀକା ନେଇ ଥିବେ ତେବେ ମଧ୍ୟ ଏହାର କୌଣସି ପ୍ରଭାବ ସେମାନଙ୍କ ଦାଂପତ୍ଯ ଜୀବନରେ ପଡିବ ନାହି । ସେମାନେ ନିଜ ଜୀବନର ପୂର୍ବାବସ୍ଥା ଅନୁସାରେ ସବୁ କାମ କାର୍ଯ୍ୟ କରି ପାରିବେ । ଯଦି ଏଭଳି କୌଣସି ଡର ବା ଭୟ ଆପଣ ମାନଙ୍କ ମଧ୍ୟରେ ରହିଥାଏ ତେବେ ଏହାକୁ ନେଇ ନିଶ୍ଚିନ୍ତ ରୁହନ୍ତୁ ଯେ କୋରୋନା ଟୀକା ନେବା ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ପୂର୍ବ ଭଳି ରହିବ ।

ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ ହେବାର ଆଶଙ୍କା ନାହି । ତେଣୁ କୋରୋନା ଟୀକା ସମସ୍ତେ ନେବା ନିହାତି ଜରୁରୀ ଅଟେ । ତେଣି ବନ୍ଧୁଗଣ କାହା କଥାରେ ପଡି କୌଣସି ଗୁଜବ କଥାକୁ ଆପଣ ମାନେ ବିଶ୍ବାସ କରନ୍ତୁ ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ