Special Report: ଭ୍ୟାକ୍ସିନ ନେବା ପରେ ମଧ୍ୟ ରୁହନ୍ତୁ ସାବଧାନ ! ଜାଣନ୍ତୁ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଉପରେ କଣ କାମ ଦେବ ଟୀକା ?

ନମସ୍କାର ବନ୍ଧୁଗଣ । କୋରୋନାର ଦିତୀୟ ଲହର ରେ ଅନେକ ଲୋକ ମାନେ ଆକ୍ରାନ୍ତ ହୋଇ ନିଜର ଜୀ-ବ-ନ ହା-ରୁ-ଛ-ନ୍ତି । କୋରୋନାର ଦିତୀୟ ଲହର ନ ସରୁଣୁ ଆଉ ଏକ ନୂଆ ରୋଗ ଦେଖା ଯାଇଛି ।

ତାହା ହେଉଛି ଡେଲ୍ଟା ପ୍ଲସ ଯାହା କୋରୋନା ଭାଇରସର ଏକ ନୂଆ ଭାରିଆଣ୍ଟ ଯାହା ସମୟ ଅନୁସାରେ ନିଜର ରୂପ ବଦଳାଉଛି । ଏହି ନୂଆ ରୋଗକୁ ନେଇ ଚିନ୍ତାର ବିଷୟ ହେଉଛି ଯେ କଣ କୋରୋନାର ଭ୍ୟାକ୍ସିନ ଏହି ରୋଗରେ କମ ଆସିପାରେ ବା ଏହାର କଣ ପ୍ରଭାବ ରହିବ । ଯଦି କୋରୋନା ଭ୍ୟାକ୍ସିନ ପ୍ରଭାବ ହେଉଛି ତେବେ ତାହା କେତେ ପରିମାଣରେ ହେଉଛି । ଏହି ସବୁ ପ୍ରଶ୍ନର ଉତ୍ତର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାହା ସୂଚନା ମିଳିଛି ତାହା ଏବେ ଚିନ୍ତାର ବିଷୟ ହୋଇ ପଡିଛି । ସୂଚନା ଅନୁସାରେ କୋରୋନା ଭ୍ୟାକ୍ସିନରେ ଡେଲ୍ଟା ପ୍ଲସର ଆସର ରହୁଛି । କିନ୍ତୁ ଏହାର ଆସର ହେଉଛି କି ନାହି ତାହା ଜାଣିବାକୁ ଆହୁରି ୧୦ ଦିନ ଲାଗିବ ବୋଲି ସୂଚନା ମିଳିଛି । ଏହା ପରେ ଜଣା ପଡିବ ଯେ କୋରୋନା ଭ୍ୟାସିନ କେତେ ମାତ୍ରାରେ ଡେଲ୍ଟା ପ୍ଲସରେ ପ୍ରଭାବ ପକାଉଛି । ଡେଲ୍ଟା ପ୍ଲସ ଭାରିଆଣ୍ଟରେ କୋରୋନା ଭ୍ୟାକ୍ସିନର ଅସର ହେଉଛି କି ନାହି ଜାଣିବାକୁ ହେଲେ ଅଧିକ ତଥ୍ୟର ଆବଶ୍ୟକତା ରହିଛି । କାରଣ ଦେଶରେ ଡେଲ୍ଟା ପ୍ଲସର ସଂକ୍ରମଣ ଅତି କମ ମାତ୍ରାରେ ଦେଖା ଯାଇଛି ।

ସେଥି ପାଇଁ ଭ୍ୟାକ୍ସିନର ପ୍ରଭାବ କିପରି ହେଉଛି ତାହା ଜାଣିବା ପାଇଁ ସମୟ ଲାଗିବ । ଏହି ଡେଲ୍ଟା ପ୍ଲସ ଆମ ଦେଶରେ ବଢୁଛି କି ନାହି ଏହାର କୌଣସି ସଠିକ ପ୍ରମାଣ ଏ ଯାଏଁ ମିଳି ନାହି । ଆସିଆଇ ଏହି ନୂଆ ରୋଗକୁ ନେଇ ସନ୍ଧାନ ଜାରି ରଖିଛନ୍ତି । ଆସିଆଇ ସନ୍ଧାନ କରୁଛନ୍ତି ଯେ ଯେପରି କୋରୋନା ପାଇଁ ଭ୍ୟାକ୍ସିନ ବାହାର କରା ଯାଇଛି ସେହି ପରି ଡେଲ୍ଟା ପ୍ଲସ ପାଇଁ ନୂଆ ଭ୍ୟାକ୍ସିନ ବା ଔଷଧ ବାହାର କରାଯିବ କି ନାହି ।

ଭାରତରେ ଦିତୀୟ ଲହର ଆସିବାର କାରଣ ହେଉଛି ଡେଲ୍ଟା ପଲ୍ସ ଏପରି ମନା ଯାଇଛି । ତେଣୁ ଯେଉଁ ମାନେ କୋରୋନା ଭ୍ୟାକ୍ସିନ ନେଇଛନ୍ତି, ମାସ୍କ ନ ଲଗାଇ ବାହାରେ ବୁଲୁଛନ୍ତି ସେମାନଙ୍କୁ ଏହି ନୂଆ ରୋଗ ଡେଲ୍ଟା ପ୍ଲସ ଠାରୁ ସତର୍କ ରହିବା ଉଚିତ । ତେଣୁ ସମସ୍ତେ କୋରୋନା ପ୍ରତି ଅଧିକ ସାବଧାନତା ଅବଲମ୍ଭନ କରିବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ