ଏହା ହେଉଛି ଖରାପ ସମୟ ଆସିବାର ସଂକେତ, ଏହି ସବୁ ସଂକେତ ଦେଖିଲେ ବୁଝି ଯାଅନ୍ତୁ ଘଟିବାକୁ ଯାଉଛି କିଛି ବଡ ଅଘଟଣ

କୌଣସି ବି ମଣିଷର ଜୀବନ ସହଜ ହୋଇ ନ ଥାଏ । ଯଦି ମଣିଷ କୁ ସୁଖ ମିଳେ ତେବେ ନିଶ୍ଚିତ ଦୁଖ ମଧ୍ୟ ମିଳେ । ଖୁସିରେ କେହି ଭଗବାନଙ୍କୁ ମନେ ପକାନ୍ତି ନାହିଁ । ସେଥିପାଇଁ ମଣିଷ ର ଜୀବନରେ ଅସୁବିଧା ଆସୁଥାଏ ଓ ଯାଉଥାଏ । କିନ୍ତୁ କିଛି ସଙ୍କଟ ଆସିବା ପରେ ମଣିଷ ଭାବେ କି ଯଦି ଏହି ସଙ୍କଟ ଆସିବା ପୂର୍ବରୁ ଜାଣି ନେଇ ଥାନ୍ତୁ  ତେବେ ହୁଏତ ଆମେ ଏଥିରୁ ବଞ୍ଚି ଯାଇ ଥାଆନ୍ତୁ ।

·    ମଣିଷ ଭଳି ଗଛ ମାନଙ୍କର ମଧ୍ୟ ଜୀବନ ଥାଏ । ତାଙ୍କର ନିଶ୍ଵାସ ଏବଂ ପ୍ରଶ୍ଵାସ ଚାଲି ଥାଏ । ଆମେ ସାଧାରଣ ମଣିଷ ଅଜଣା ରହୁ ଆସୁଥିବା ଦୁର୍ଘଟଣା ପ୍ରତି କିନ୍ତୁ ଗଛଟି ଆଗରୁ ଅନୁମାନ ଲଗାଇ ଦେଇ ଥାଏ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ତାହା ଯଦି ଅଚାନକ ସୁଖି ଯାଏ ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଘରେ ବହୁତ ଜଲ୍ଦି ଦୁର୍ଘଟଣା ମାଡି ଆସୁଛି ।

·    ଯଦି ଆପଣଙ୍କ ଘରେ କେହି ଅଚାନକ ରୋଗରେ ପଡି ଯାଆନ୍ତି ଏବଂ ଯେତେ ଚେଷ୍ଟା କରିଲେ ମଧ୍ୟ ତାଙ୍କୁ ଭଲ କରିପାରୁ ନାହାନ୍ତି । ତେବେ ଭାବିନିଅନ୍ତୁ ଆପଣଙ୍କ ଭାଗ୍ୟ ରେ କିଛି ଖରାପ ହେବାକୁ ଯାଉଅଛି ।

·    ସବୁବେଳେ ଘରକୁ ସଫା ରଖି ଘରେ ଖୁସି ଆଣିବା ପାଇଁ ଲକ୍ଷ୍ମୀଙ୍କୁ ସବୁବେଳ ପ୍ରସନ୍ନ କରିବା ଉଚିତ । କିନ୍ତୁ ଯେତେ ସଫା କରିଲେ ମଧ୍ୟ ସବୁଆଡେ ଅପରିଷ୍କାର ଥାଏ । ସେହି ଘରେ କେବେ ବି ମା ଲକ୍ଷ୍ମୀ ଆସିବେନି ଏବଂ ଘରେ ଟଙ୍କାର ଅଭାବ ଦେଖା ଯିବ ।

·    ସବୁବେଳେ ଦେଖିଥିବେ କି ପିମ୍ପୁଡି ଏବଂ ପୋକମାନେ ଘରର ମିଠା ଜିନିଷ ପ୍ରତି ଆକର୍ଷିତ ହୋଇଥାନ୍ତି । ଯଦି ଏହାର ବିପରୀତ ଆପଣଙ୍କ ଘରେ ଲୁଣୀଆ ଜିନିଷ ଉପରେ ସେମାନେ ପଡିଥିବେ ତେବେ ଭାବିନେବେ ଆପଣଙ୍କ ଖରାପ ସମୟ ଆସିଗଲା ।

·    କାଚ ଏବଂ ଚିଟ୍ଟା ମାଟିର ବାସନକୁ ବହୁତ ଶୁଭ ମନା ଯାଏ । ଯଦି ଏହା ସବୁବେଳେ ଭାଙ୍ଗି ଥାଏ ତେବେ ଏହା ଏକ କିଛି ଖରାପ ଘଟଣାର ସଂକେତ ଦେଇଥାଏ ।

·    କେତେ ଥର ଆପଣ ଙ୍କୁ ଭୋଜନ କରିବା ର ପ୍ରଥମେ ଖରାପ ଲାଗେ । ପରେ ତାହା ଭଲ ଲାଗେ । ଯଦି ଏହା ଆପଣଙ୍କ ସହିତ ହେଉଛି ତେବେ ଏହା ଏକ ଖରାପ ସଙ୍କେତ ଅଟେ ।