ଘରେ ଠାକୁର ପୂଜା କରିବା ବେଳେ ଯଦି ମିଳେ ଏହି ସଙ୍କେତ, ତେବେ ଜାଣି ନିଅନ୍ତୁ ଭଗବାନ ଅଛନ୍ତି ଆପଣଙ୍କ ପାଖରେ

ହିନ୍ଦୁ ଧର୍ମରେ ଦେବୀ ଦେବତା ଙ୍କ ପୂଜା କରିବାକୁ ବହୁତ ମହତ୍ୱ ଦିଆଯାଇଛି । ପ୍ରାୟେକ ବ୍ୟକ୍ତି ଦିନରେ ଗୋଟିଏ ଥର ଭଗବାନଙ୍କ ପୂଜା କରିବା ନିତ୍ୟନ୍ତ ଆବଶ୍ୟକ । ଏମିତି ମାନା ଯାଏକି ଭଗବାନ ଙ୍କ ପୂଜା କରିବା ଦ୍ୱାରା ତାଙ୍କର କୃପା ମିଳିଥାଏ । ଏବଂ ବ୍ୟକ୍ତିର ଜୀବନରେ ଖୁସି ଆସିଥାଏ । ପୂଜା କରିବା ଦ୍ୱାରା ବ୍ୟକ୍ତିର ମନକୁ ଶାନ୍ତି ମଧ୍ୟ ମିଳିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ପୂଜା କରିବା ସମୟରେ ଭଗବାନ ଆପଣଙ୍କୁ ତାଙ୍କ ଦିବ୍ୟସକ୍ତି ଦ୍ଵାରା କିଛି ଗୁରୁତ୍ଵପୂର୍ଣ୍ଣ ସଙ୍କେତ ମଧ୍ୟ ଦେଇଥାନ୍ତି ।

ଯେତେବେଳେ ବ୍ୟକ୍ତି ପୂଜା କରିଥାଏ ଏକ ବିଶେଷ ପ୍ରକାରର ଅଦ୍ଭୁତ ଶକ୍ତି ବ୍ୟକ୍ତିର ଚାରି ପାଖରେ ବୁଲୁଥାଏ । ଏହି କଥାର ପ୍ରମାଣ ବିଜ୍ଞାନରେ ମଧ୍ୟ କରାଯାଇଛି । ଏହି ଶକ୍ତି ଦ୍ଵାରା ଆମେ ଭଗବାନଙ୍କ ସହିତ ଯୋଡ଼ି ହେଇ ରହିଥାଉ କିନ୍ତୁ ଏପରି କିଛି ସେତେବେଳେ ହୋଇଥାଏ ଯେତେବେଳେ ବ୍ୟକ୍ତି ନିଜ ହୃଦୟରୁ ଶ୍ରଦ୍ଧାର ସହିତ ପୂଜା କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଦିବ୍ୟଶକ୍ତି ବିଷୟରେ ଜଣେଇବାକୁ ଯାଉଛୁ । ଯାହା ଦ୍ଵାରା ଆପଣମାନେ ଜାଣିପାରିବେଯେ ଭଗବାନ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି କୁ ନାହିଁ । ତେବେ ଚାଲନ୍ତୁ ଜାଣିବା ।

୧:- ଯେତେବେଳେ ଆପଣ ଭଗବାନ ଙ୍କ ପୂଜା କରନ୍ତି ବା ପୂଜା କରୁଥିବା ସମୟରେ ଜଳା ଯାଇଥିବା ଶିଖା ଅଧିକ ପ୍ରଚଳିତ ହେବ କିମ୍ବା ଉପରକୁ ଉଠୀଯିବାର ଅର୍ଥ ଭଗବାନ ଆପଣଙ୍କ ପର୍ଥାନ ଶୁଣୁଛନ୍ତି ।

୨:- ଯେତେବେଳେ ଆପଣ ପୂଜା କରିଥାନ୍ତି ସେହି ସମୟରେ ଆପଣଙ୍କ ଘରେ କେହି ଏମିତି ବ୍ୟକ୍ତି ଆସିଥାନ୍ତି ଯିଏ ଆପଣଙ୍କ ପାଇଁ କୌଣସି ଉପହାର ବା କୌଣସି ଜିନିଷ ଆଣିଥାନ୍ତି ତେବେ ଆପଣ ବୁଝିଯାନ୍ତୁ ଯେ ଏହା ଭଗବାନଙ୍କ କୃପା ଅଟେ ।

୩:- ଯେତେବେଳେ ଆପଣ ଭଗବାନଙ୍କ ମୂର୍ତ୍ତିରେ ଫୁଲ ଦିଅନ୍ତି ଏବଂ ଚଢ଼ାଉଥିବା ଫୁଲ ପୂଜା କରିବା ସମୟରେ ତଳକୁ ଖସି ପଡିଥାଏ ତେବେ ଜଣାନ୍ତୁ କି ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବାକୁ ଯାଉଛି ।

୪:- ଏମିତି ଲୋକ ମାନନ୍ତି କି ଭଗବାନ ଏହି ଦୁନିଆରେ ସବୁ ସ୍ଥାନରେ ଅଛନ୍ତି କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯିଏ ତାଙ୍କୁ ଦେଖିପାରନ୍ତି ନାହିଁ । ଯଦି ଘରେ ଆଳତି ସମୟରେ ଆପଣଙ୍କୁ ଘଣ୍ଟିର ଶବ୍ଦ ଶୁଣିବାକୁ ମିଳୁଛି ତବେ ଏହାକୁ ଭଗବାନଙ୍କ ସତତା ମାନା ଯାଇଥାଏ ।

୫:- ପୂଜା କରିବା ସମୟରେ ଜଗି କୌଣସି ବନ୍ଧୁ, ଭିକାରୀ ବା ବ୍ରାହ୍ମଣ ଆସିଥାନ୍ତି ତେବେ ସ୍ଵୟଂ ଭଗବାନ ଆପଣଙ୍କ ଘରକୁ ଆସିଛନ୍ତି ବୋଲି ଜାଣନ୍ତୁ, ତେଣୁ ଭୁଲରେବି ଏମିତି ଲୋକଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ ।

ଯଦି ଆପଣଙ୍କୁ ପୂଜା କରୁଥିବା ସମୟରେ ଏମିତି ସଙ୍କେତ ମିଳୁଛି ତେବେ ଜାଣିନିଅନ୍ତୁ କି ଭଗବାନ ଆପଣଙ୍କ ସହିତ ଅଛନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।