ଏମିତି ସ୍ତ୍ରୀ ବିନା ଅନୁମତିରେ ତାଙ୍କ ସହିତ କେବେବି କରନ୍ତୁ ନାହିଁ ଏହି 1 କାମ

ମହାନ ଆଚାର୍ଯ୍ୟ ଶୁକ୍ରାଚାର୍ଜ୍ୟ ଙ୍କ ମତ ଅନୁସାରେ ପୁରୁଷ ମାନଙ୍କୁ ସତର୍କ କରାଇ କହିଛନ୍ତି ତାଙ୍କୁ କିଛି କାର୍ଯ୍ୟକୁ ଭୁଲରେ ବି କରିବା ଉଚିତ ନୁହେଁ । କାହିଁକିନା କିଛି କାର୍ଯ୍ୟ ଅନିଷ୍ଟ କାରୀ ହୋଇଥାଏ । କିଛି କାର୍ଯ୍ୟ କଲ୍ୟାଣ କରି ହୋଇଥିଲେ ମଧ୍ୟ ସେହି କାର୍ଯ୍ୟ ସରିଲା ପରେ ବ୍ୟକ୍ତିକୁ ଜଣା ପଡେ କି ତା ଦ୍ଵାରା କୌଣସି ବଡ ଭୁଲ ହୋଇଯାଇଛି ।

ଶୁକ୍ରାଚାର୍ଜ୍ୟ ନୀତିରେ ପୁରୁଷ ଓ ସ୍ତ୍ରୀଙ୍କ ଜୀବନର କଲ୍ୟାଣ ଉଦେଶ୍ୟ ପାଇଁ କିଛି ମାହାନ ଉପଦେଶ ଦେଇଛନ୍ତି କି । ପୁରୁଷ ଙ୍କୁ କେଉଁ ପ୍ରକାର ସ୍ତ୍ରୀ ଠାରୁ ସାବଧାନ ରହିବାକୁ ପଡିବ ଓ ସ୍ତ୍ରୀ ମାନଙ୍କୁ କେଉଁ ପୁରୁଷ ଠାରୁ ସାବଧାନ ରହିବାକୁ ପଡିବ । ଏହି ବିଷୟରେ ଜ୍ଞାନ ଦେଇଛନ୍ତି । କାହିଁକି ନା ଏହି ଦୁହିଙ୍କ ମଧ୍ୟରୁ କେହିବି କୌଣସି ଠକାମିରେ ନ ପଡୁ ।

ମନୁଷ୍ୟ ନିଜ ମୋହରେ ଫଶୀ ସାଂସାରିକ ଶୁଖ  ଉପଭୋଗ କରି ଥାଏ । କିନ୍ତୁ ଯଦି କେହି ନିଜ ଲୋକ ବିଶ୍ଵାସଘାତ କରେ ତେବେ ସେହି ଦୂଖରେ ମୃତ୍ୟୁ ପ୍ରାପ୍ତ କରିଥାଏ । ଏହି ବ୍ୟାଧିରୂ ମୁକ୍ତି ପାଇବା ପାଇଁ କିଛି ନୀତି ବିଷୟରେ ଜାଣିବା । ଶୁକ୍ର ଦେବଙ୍କ ମତ ଅନୁସାରେ କୌଣସି ପୁରୁଷକୁ କୋଣସି ସ୍ତ୍ରୀ ସହ ନିଜ ଆଡୁ କଥା କହିବା ଉଚିତ ।

ଯଦି ସେହି ସ୍ତ୍ରୀ ଯୋଗ୍ୟ ଅଟେ ତେବେ ତା ସହ କଥା ହେବାକୁ କୌଣସି ଅସୁବିଧା ନହିଁ । ତାକୁ ଲୁଚି ଦେଖିବା ଅର୍ଥାତ ମନରେ ଖରାପ ଭାବନା ରାଖୀ ପାପୀ ଭଳି ଦ୍ରୁଷ୍ଟି ଦେବା ଉଚିତ ନୁହେଁ । ପୁରୁଷକୁ ଶୁଶୀଳ ଓ ଦୟାଳୁ ହେବା ଉଚିତ । ସମୟ ଆସିଲେ ସେ ସ୍ତ୍ରୀ ସହ ମଧୁର କଥା ହେବା ଉଚିତ । ସ୍ତ୍ରୀକୁ ମିଛ କହି ପ୍ରଶଂସା କରିବା ଠିକ ନୁହେଁ ।

ସବୁବେଳେ ସତ କହି ତାକୁ ଆକ୍ରୁଷ୍ଟ କରିବା ଉଚିତ । ଯଦି ସ୍ତ୍ରୀ ମୂର୍ଖ ଥିବ ତେବେ ସେ ହିତ କଥା ଛାଡି ପ୍ରଶଂସା କଥା ଶୁଣିବ କୁ ଇଛା କରିଥାଏ  । ଏବେ ଜାଣିବା ପୁରୁଷଶଙ୍କୁ କେଉଁ କାମ ସ୍ତ୍ରୀ ସହ କରିବା ଉଚିତ ନୁହେଁ । ପୁରସକୁ କାହାର ଶତ୍ରୁ ହେବା ଉଚିତ ନୁହେଁ । ସବୁବେଳେ ଲୋକ ତାର ସମ୍ମାନକରିବା ପାଇଁ ପ୍ରୟାସ କରିବା ଉଚିତ ଅର୍ଥାତ ମନୁଷ୍ୟ ନିଜ ର ମୁର୍ଖାମି ପାଇଁ ଅନ୍ୟ ମାନଙ୍କୁ ନିଜର ଶତ୍ରୁ କରିଦେଇ ଥାଏ ।

କୌଣସି ସ୍ତ୍ରୀ ସହ ଏପରି ଅଣିଷ୍ଠ କରିଥାଏ କି ସେ ସ୍ତ୍ରୀ ତାହା ସହ ଦ୍ଵେସ କରିଥାଏ । ଏହା ଦ୍ଵାର ସେ ସ୍ତ୍ରୀ ର ରୂପ ତ ନଷ୍ଟ ହୋଇନଥାଏ ଓଲଟ ପୁରୁଷ ହିଁ ବଦନାମ ହୋଇଯାଏ । ପୁରୁଷ ମାନଙ୍କୁ କୌଣସି ସ୍ତ୍ରୀ କୁ ହଟାତ ସାହାଜ୍ୟ କରିବା ଉଚିତ ନୁହେଁ କାହିଁକି ନା ସ୍ତ୍ରୀଙ୍କ ଏକ ଦୁର୍ଗୁଣ ଥାଏ କି ସେ କୋଣସି ବିଚାର ନ କରି କାହାକୁ ବି ଅପମାନ କରିଦିଏ ।

ଯେତେବେଳ ପର୍ଯ୍ୟନ୍ତ ସ୍ତ୍ରୀ କୌଣସି ସାହାଜ୍ଯ ନାମାଗିଛି ପୁରୁଷ କୁ ସାନ୍ତ ରହିବା କଥା । ନଚେତ ସ୍ତ୍ରୀକୁ ସାହାଜ୍ଯ କରିବା ପରେ ଜଡଇ କାମ ବିଗିଦଇ ଯାଏ ତେବେ ସବୁ ପୁରୁଷ କୁ ସବୁ ଦୋଷ ପୁରୁଷକୁ ଦେଇଥାଏ । କୌଣସି ସ୍ତ୍ରୀ କୁ ପ୍ରସନ୍ନ କରିବାକୁ ହେଲେ ତାର ମନ କଥା ବୁଝି ସାହାଜ୍ଯ କରିବା ଉଚିତ ନଚେତ ଯଦି କୌଣସି ସମସ୍ୟା ରେ ପଡେ ତେବେ ପୁରୁଷକୁ ତାର ଦୋଷୀ ମାନିଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।