ଏହି ତାରିଖରେ ଜନ୍ମ ହେଇଥିବା ଲୋକ ହେଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳୀ, କେବେବି ତାଙ୍କୁ ହେଇନଥାଏ କେଉଁବି ଜିନିଷର ଅଭାବ ! -Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ ଲୋକମାନଙ୍କର କିଛି ଅଲଗା ପ୍ରକାର ଗଣନା ଥାଏ । ଏହା ଅନୁସାରେ ପ୍ରତେକ ଭୀର୍ଣ୍ଣ ବ୍ଯକ୍ତିର ଏକ ଶୁଭ ଅଙ୍କ ଥାଏ । ଏହି ଅଙ୍କ ଅନୁସାରେ ପ୍ରତେକ ବ୍ୟକ୍ତି ସବୁ ନହେଲେ ବି କିଛି ନା କିଛି ଭଲ କାମ କରିଥାଏ ।

ତେବେ ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ଶୁଭ ନମ୍ବର କଣ । କିଛି ବ୍ୟକ୍ତିଙ୍କ ଜନ୍ମ ଅଙ୍କ ତାଙ୍କ ପାଇଁ ଶୁଭ ହୋଇ ଥାଏ । ତେବେ ଆମେ ଆଜି ଜାଣିବା ଶାସ୍ତ୍ର ଅନୁସାରେ ଥିବା ୯ ଟି ଅଙ୍କ ମଧ୍ୟରୁ କେଉଁ ଅଙ୍କରେ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ ଭାଗ୍ୟ ଶାଳି ଅଟନ୍ତି । ସେମାନେ ତାଙ୍କ ଜୀବନରେ ଖୁବ ଆଗକୁ ଯାନ୍ତି । ମୁଲାଙ୍କ ୭ ଯେଉଁ ମାନଙ୍କର ୭, ୧୬, ୨୫ ତାରିଖରେ ଜନ୍ମ ହୋଇ ଥାଏ ସେମାନେ ଭାଗ୍ୟଶାଳି, ସଫଳ, ପ୍ରସନ୍ନ ମନର ବ୍ୟକ୍ତି ଥାନ୍ତି ।

ଅନେକ ଲୋକମାନେ ବି ୭ କୁ ଲକି ନମ୍ବର ବୋଲି ମାନନ୍ତି । ଏହା ର୍କାରଣ ହେଉଛି କି ଜେଭଳି ସଂସାରରେ ସାତଟି ଅଦ୍ଭୁତ ଅଛି । ଇନ୍ଦ୍ରଧନୁର ସାତଟି ରଙ୍ଗ ଅଛି । ସପ୍ତାହର ସାତଟି ଦିନ ଅଛି । ଜେଭଳି ସାତଟି ଋଷି, ସାତଟି ଛନ୍ଦ, ସାତଟି ଦ୍ଵିପ ଅଟେ । ତେଣୁ ସାତକୁ ଶୁଭ ନମ୍ବର ବୋଲି କୁହାଯାଏ କିଛି ଲୋକଙ୍କ ଦ୍ଵାରା । ଏହି ମୂଲ୍ୟାଙ୍କ ରେ ଥିବା ଲୋକଙ୍କ ସ୍ଵଭାବ ବିଷୟରେ ଆସନ୍ତୁ ଜାଣିବା ।

ଏହି ଭଳି ବ୍ୟକ୍ତି ମାନେ ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଖୁବ ହସ ମାଜକରେ ରହିବାକୁ ଭଲ ପାନ୍ତି । ଏମାନେ ନିଜ ସ୍ବାଧିନତାକୁ ଖୁବ ଭଲ ପାନ୍ତି । ଏମାନେ ଯେଉଁ ଜିନିଷ ପାଇବା ପାଇଁ ଚେଷ୍ଟା କରନ୍ତି ତାକୁ ପାଇକି ହି ନିଶ୍ଵାଶ ନିଅନ୍ତି । ଏମାନେ ଧାର୍ମିକ କାମରେ ଖୁବ ରୁଚି ରଖନ୍ତି । ଏମାନେ ନିଜ ଉପରେ ଖୁବ ବିସବାଶ ରଖନ୍ତି । ଏମାନେ ଯାହାକୁ ବି ଭଲପାନ୍ତି ତା ପାଇଁ ହୃଦୟରୁ ସମର୍ପିତ ହୋଇ ଥାନ୍ତି ।

ଏହି ବ୍ୟକ୍ତିତ୍ବ ମାନେ ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ଅନ୍ୟ ଉପରେ ନିଜର ଖୁବ ଭଲ ପ୍ରଭାବ ଛାଡି ଥାନ୍ତି । ଏମାନେ ନିଜ ଉପରେ ନିୟନ୍ତ୍ରଣ କରି ପାରନ୍ତି । ଏମାନେ ଖୁବ ନୀଡର କିମ୍ବା ସାହାଶୀ ହୋଇଥାନ୍ତି । ଏମାନେ ଖୁବ ଇମାନ୍ଦାରୀରେ ନିଜ କାମ କରିଥାନ୍ତି । ଏବେ ଆସନ୍ତୁ ଜାଣିବା ଏମାନଙ୍କ ଭାଗ୍ୟ କିଭଳି ରହିବ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଖୁବ ଭାଗ୍ୟଶାଳି ଓ କର୍ମଶୀଳ ହୋଇଥାନ୍ତି ।

ଏମାନେ ଖୁବ ଭଲ ଦୁରଦୃଷ୍ଟି ରଖିଥାନ୍ତି । ଏମାନେ ଆଗକୁ ହେବାକୁ ଯାଉକଥିବା ଘଟଣାକୁ ଖୁବ ଭଲ ଭାବେ ଜାଣି ନେଇ ଥାନ୍ତି । ଏମାନେ ନିଜ ଅଳ୍ପ ପରିଶ୍ରମରେ ଚାହୁଁଥିବା ଜିନିଷକୁ ପାଇ ଯାଇଥାନ୍ତି । ଏମାନେ ନିଜ ପ୍ରୟାଶରେ ଖୁବ ଉପରକୁ ଉଠନ୍ତି । କେବଳ ସେତିକି ନୁହେଁ ଏମାନେ ଭିଡ ଅପେକ୍ଷା ଶାନ୍ତି ଜୀବନରେ ରହିବା ପାଇଁ ଚେଷ୍ଟା କରନ୍ତି । ଶେଠୀ ପାଇଁ ଏମାନଙ୍କ ଅଧିକ ବନ୍ଧୁ ନଥାନ୍ତି । ଏମାନେ ନିଜ ଜୀବନରେ ସବୁ ପ୍ରକାର ଖୁସି ପାଇ ଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।