Health Tips- ଯେତେ ପୁରୁଣା ଆଣ୍ଠୁ ଗଣ୍ଠି ଦରଜ ହେଲେ ବି 3 ଦିନରେ ହେଇଯିବ ପୁରା ଭଲ, ବାସ କରିବାକୁ ହେବ ଏହି 1 କାମ, ଜାଣି ନିଅନ୍ତୁ

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆମେ କିଭଳି ଭାବେ ନିଜ ଯନ୍ତ୍ରଣା ରୁ ମୁକ୍ତି ପାଇବା । ଆୟୁରବେଦିକ ଔଷଧ ଉପାୟରେ । ତେବେ ଆମେ ଆପଣଙ୍କୁ କହି ରଖିବାକୁ ଚାହିଁବୁ କି ଆମେ କ ଲୋକଙ୍କ ପାଖରେ ଆଁଠୁ ଗଣ୍ଠି ଯନ୍ତ୍ରଣା ସହ କିଛି ଯଏଣ୍ଟ ଜାଗା ମାନଙ୍କରେ ବିନ୍ଧା ହୁଏ ।

ଜେଭଳିଇ ଆପଣଙ୍କ ମେରୁଦଣ୍ଡ ହେଉ ହାତର କୋହୁଣୀ ହେଉ କିମ୍ବା ଆଁଠୁ ହଉ । ଅଧିକାଂଶ ଲୋକମାନେ ଏହାରୁ ଜଲ୍ଦି ଉପଚାର ପାଇବା ପାଇଁ ଏଲୋପାତିକ ମେଡ଼ିସିନ କିଣି ଖାଇ ନିଅନ୍ତି । ତେବେ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଯଦି ଆପଣ ଏହାକୁ ଖାଇବେ ଏହା କିଛି ସମୟ ପାଇଁ ଯନ୍ତ୍ରଣା ରୁ ମୁକ୍ତି ଦେଇଦେବ ସତ ମାତ୍ର ଏହା ପରେ ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରିବ ।

କିଛି ଲୋକଙ୍କ ପାଖରୁ ଜାଣିବାକୁ ପଡିଛି କି ଅନେକ ଲୋକଙ୍କୁ ଏହା ଦ୍ଵାରା ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହା ମଧ୍ୟରେ କାହାର ଯକୃତ ରୋଗ, ମୁତ୍ର ଗ୍ରନ୍ଥି, ପ୍ରମୁଖ । ଏହା ବ୍ଯତୀତ ସାରା ଶରୀରରେ ଯନ୍ତ୍ରଣା ଅନୁଭୂତ ହେବା ଭଳି କିଛି ସମସ୍ଯା । ପ୍ରାକୃତିକ ଚିକିସ୍ଛା କରିବା ଖୁବ ଭଲ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣ ପ୍ରଥମେ ଘରେ ନିଜର ଚିକିସ୍ଛା କରିବା ପାଇଁ ଚେଷ୍ଟା କରନ୍ତୁ ଓ ଏହା ପରେ ଆପଣ ଅନ୍ୟ ଉପଚାର କହିବେ ।

ଆଜି ଆମେ କହିବୁ କି ଆପଣ ନିଜ ଘରେ ଥିବା କିଛି ଜିନିଷରେ କିଭଳି ଏହି ଯନ୍ତ୍ରଣା ରୋଗରୁ ମୁକ୍ତ ପାଇବେ । ପ୍ରତହମ ହେଉଛି ଆପଣଙ୍କ ଘରେ ଥିବା ରସୁଣ ଏହାର ଦୁଇ ରୁ ତିନୋଟି କୋଲା ନେଇକି ଏହାକୁ ସକାଳୁ ଉଷୁମ ପାଣିରେ ଖାନ୍ତୁ । ଏଭଳି କରିବା ଦ୍ଵାରା ଆପଣ ନିଜ ହୃତ୍ପିଣ୍ଡ ଓ ପେଟକୁ ମଧ୍ୟ ସୁସ୍ଥ ରଖୀ ପାରିବେ । ଏହା ପରେ ଆସେ ମେଥି ଆପଣ ଗୋଟେ ଗ୍ଳାସ ପାଣିରେ କିଛି ମେଥି କୁ ଭିଜେଇକି ଖାନ୍ତୁ ।

ଏହା ସହ ଆପଣ ଯଦି ଚାହିଁବେ ତେବେ ଆପଣ ଏହାକୁ ସମାନ ମାତ୍ରାରେ ହଳଦୀ ଓ ଧନିଆ ସହ ଗୁଣ୍ଡ କରିକି ନିୟମିତ ଭାବେ ଖିର କିମ୍ବା ପାଣି ସହ ଖାଇବା ଦ୍ଵାରା ଏହା ଖୁବ ଶୀଘ୍ର ଆପଣଙ୍କୁ ଏହି ରୋଗରୁ ମୁକ୍ତି ଦେଇ ଥାଏ । ଯଦି ଆପଣ ଚାହିବେ ତାହେଲେ ଆପଣ ଏହାକୁ ରାତିରେ ଭିଜେଇକି ସକାଳେ ଏହାକୁ ବାଟିକି ଖାଇ ପାରିବେ । ଏହା ପରେ ଆସନ୍ତୁ ଜାଣିବା ଜୁଆଣୀ ଏହାକୁ କିଭଳି ଭାବେ ଆମେ ସେବନ କରିବା ।

ଏକ ଗ୍ଳାସ ପାଣିରେ ଏକ ଚାମଚ ଜୁଆଣୀ ଓ ଅଧା ଅଦା ପକାଇ ଏହାକୁ ଗରମ କରନ୍ତୁ ପାଣି ଅଧା ହେବା ପରେ ଆପଣ ଏହାକୁ ସେବନ କରନ୍ତୁ । ଏହା ପରେ ଆସେ ଜଡା ତେଲ । ଆପଣ ଏହି ତେଲକୁ ଉଷୁମ କରି ଏହାକୁ ଦରଜ ହେଉଥିବା ଜାଗାରେ ଲଗାନ୍ତୁ । ଆପଣ ଚାହିଁଲେ ଏକ କାନାରେ ଏହାକୁ ବୁଡାଇ ସେହି କନାକୁ ବିନ୍ଧା ହେଉଥିବା ଜାଗାରେ ବାନ୍ଧି ଦିଅନ୍ତୁ ।

ଏହା ଦ୍ଵାରା ଆପଣ ଖୁବ ଜଲ୍ଦି ଆପଣ ଏହି ରୋଗରୁ ମୁକ୍ତି ପାଇବେ । ଏହା ପରେ ନାମ ଆସେ ହଳଦିର ଏହାକୁ ଆପଣ କ୍ଷୀରରେ ପକାଇ ଟିକେ ଗରମ କରି ପ୍ରତେକ ଦିନ ରାତିରେ ପିକି ସୁଅନ୍ତୁ ଦେଖିବେ ଏହା ଦ୍ଵାରା ଆପଣ ସବୁ ପ୍ରକାର ଯନ୍ତ୍ରଣା ରୁ ମୁକ୍ତି ପାଇବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।