Tapaswini ଙ୍କୁ ଛାଡି Sumit ଫେରାର ହେବା ପରେ ରାଗିଗଲେ ତପସ୍ଵିନୀଙ୍କ ଓକିଲ, କହିଲେ, ଯଦି ସୁମିତ ସତରେ ଫେରାର ହେଇଥିବ ତେବେ ସାରା ବିଶ୍ୱରୁ…’ ଦେଖନ୍ତୁ Video

ସୁମିତ ଫେରାର ହେବା ପର ଠାରୁ ବର୍ତ୍ତମାନ ଚାରିଆଡେ ସୁମିତ ଓ ତପସ୍ଵିନୀଙ୍କୁ ଚର୍ଚା ନେଇ ଚାଲିଛି । କୋର୍ଟର ଶୁଣାଣୀ ଅନୁସାରେ ଆଜି ଠାରୁ ସୁମିତ ଓ ତପସ୍ଵିନୀ ସୁମିତଙ୍କ ଘରେ ପରିବାର ବର୍ଗଙ୍କ ଏକାଠି ରହିବେ । କିନ୍ତୁ ଏହା ମଧ୍ୟରେ ସୁମିତ ଫେରାର ହୋଇଯାଇଛନ୍ତି ବୋଲି ଖବର ସାମ୍ନାକୁ ଆସୁଛି । ଯେତେବେଳେ ତପସ୍ୱିନୀଙ୍କ ଓକିଲଙ୍କୁ ଏହା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଆଜି କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ଆଜି ସୁମିତ ତାଙ୍କର ପତ୍ନୀ ତପସ୍ୱିନୀଙ୍କୁ ଘରକୁ ନେଇ ଯିବେ ।

ତପସ୍ୱିନୀ ବି ଆଜିର ଦିନକୁ ବହୁ ଦିନ ହେବ ଅପେକ୍ଷା କରି ବସିଥିଲେ । କିନ୍ତୁ ତପସ୍ଵିନୀଙ୍କ କହିବ ଅନୁଯାୟୀ ଆଜି ସକାଳ ଦିନ ୧୧ ଟା ବେଳେ ଅଚାନକ ଗୋଟିଏ ସ୍କୁଟି ଆସିଲା ଓ ସୁମିତ ସେଥିରେ ବସି ଚାଲି ଗଲେ । ଅନ୍ୟ ପଟେ ତପସ୍ୱିନୀ ସୁମିତଙ୍କ ଫେରିବା ରାସ୍ତାକୁ ଅନାଇ ଏକୁଟିଆ କିଛି ନ ଖାଇ ନ ପିଇ ବସିଥିଲେ । ଯେତେବେଳେ ଦିନ ୨.୩୦ ପର୍ଯ୍ୟନ୍ତ ବି ସୁମିତ ଫେରିଲେ ନାହିଁ ତେବେ ଜଣେ ମହିଳା ପୋଲିସ ଅଧିକାରୀ ତପସ୍ୱିନୀଙ୍କୁ ଖାଇବା ଆଣି ଦେଲେ ।

କହିଦେଉଛୁ କି କୋର୍ଟର ରାୟ ଅନୁସାରେ ଗତକାଲି ସବୁ କଟକଣା ଉଠି ଯାଇ ଥିଲା । କହିଦେଉଛୁ କି ତପସ୍ୱିନୀ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ସ୍ଥାନରେ ସୁମିତଙ୍କ ଫେରିବା ରାସ୍ତାକୁ ଚାହିଁ ବସିଛନ୍ତି । ଯେତେବେଳେ କିଛି ପୋଲିସ ଅଧିକାରୀ ସୁମିତଙ୍କ ହସ୍ପିଟାଲ ଯାଇ ଯାଞ୍ଚ କରିଲେ ତେବେ ସେମାନେ ଜାଣି ପାରିଲେ କି ସେ ହସ୍ପିଟାଲରେ ଛୁଟି ପକାଇ କେଉଁଠିକୁ ଚାଲି ଯାଇଛନ୍ତି ।

ଏହା ପରେ ତପସ୍ୱିନୀଙ୍କ ଓକିଲ କହିଲେ କି ସୁମିତ ବୋଧେ ହୁଏ ଘର ଖୋଜୁଥିବ । ଯଦି ସେ ଫେରାର ହୋଇଛନ୍ତି ଓ କୋର୍ଟର ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ତେବେ ତାଙ୍କ ବିରୁଦ୍ଧରେ କେସ ରୁଜୁ ହେବ । କିନ୍ତୁ ଯଦି ସୁମିତ ଫେରି ଆସି ତପସ୍ୱିନୀଙ୍କୁ ନେଇଯିବେ ତେବେ ଏହା ଠାରୁ ଖୁସି ଖବର ଆଉ କିଛି ନୁହେଁ ।

କିନ୍ତୁ ଯଦି ସେ ଫେରାର ହୋଇ ଯାଇଛନ୍ତି ତେବେ ତାଙ୍କ ବିରୁଦ୍ଧରେ କେସ ଚାଲିବ ଓ ଏହି ଘଟଣା ସତ ହୋଇଥାଏ ତେବେ ସୁମିତଙ୍କ ପୁରା ପରିବାର ସାରା ବିଶ୍ଵରୁ ବାଛନ୍ଦ ହେବେ । କାରଣ ସୁମିତଙ୍କ ପୁରା ପରିବାର ଓ ଓକିଲ କହିଛନ୍ତି କି ସେମାନେ କୋର୍ଟର ନିର୍ଦ୍ଦେଶକୁ ସମ୍ମାନ ଦେବେ । ଯଦି ଏହାର ବିରୁଦ୍ଧରେ ଯାଆନ୍ତି ତେବେ ଏହା ତାଙ୍କର ସବୁଠୁ ବଡ ଭୁଲ ଅଟେ ।