ଟଙ୍କା ପାଇଁ Nabaଙ୍କୁ ମାରିଦେଲେ ଦଳୀୟ ନେତା, ଏଭଳି ବିସ୍ଫୋରକ ବୟାନ ଦେଲେ ବିଜେପି ବିଧାୟକ… ଦେଖନ୍ତୁ Video କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ମାମଲାର ତଦନ୍ତ ଏବେ ମଧ୍ୟ ତନାଘନା ହୋଇ ଚାଲିଛି । ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବାରେ ଲାଗିଛି । ବର୍ତ୍ତମାନ ଖବର ଅନୁଯାୟୀ ସୂଚନା ମିଳିଛି କି ନବ ଦାସଙ୍କୁ କିଛି ଦଳୀୟ ନେତା ମାନେ ହିଁ ଷ-ଡ-ଯ-ନ୍ତ୍ର କରି ଏଭଳି ଏକ କାଣ୍ଡ କରିଛନ୍ତି । ମନ୍ତ୍ରୀଙ୍କ ମୃ-ତ୍ୟୁ ପଛରେ ଉପକୂଳିଆ BJD ନେତା ସଂପୃକ୍ତ ଥିବାର କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ କଣ ରହିଛି ଏହା ସମ୍ବନ୍ଧୀୟ ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ବିଜେପି ବିଧାୟକ ସୁବାସ ପାଣିଗ୍ରାହି କହିଛନ୍ତି ମନ୍ତ୍ରୀଙ୍କୁ ମା-ରିବା ପାଇଁ ପୂର୍ବରୁ ଷ-ଡ-ଯ-ନ୍ତ୍ର କରାଯାଇଥିଲା । ନବ ଦାସ ନିଜ ଅଞ୍ଚଳରେ ନିଜ ବ୍ୟବସାୟକୁ ଯେମିତି ଭାବରେ ତାହାକୁ ହଡପ କରିବା ପାଇଁ ନବଦାସଙ୍କୁ ରାସ୍ତାରୁ ସଫା କରିଦିଆଗଲା । ନିଜ ଦଳର ନେତା ହିଁ ନବଙ୍କୁ ମା-ରିଥିବାର କଥା କହିଛନ୍ତି ସୁବାସ । ମନ୍ତ୍ରୀଙ୍କ ମୃ-ତ୍ୟୁ ପଛରେ ଉପକୂଳିଆ ନେତାଙ୍କ ହାତ ଥିବା କଥାର ଦାବି ମଧ୍ୟ ସେ କରିଛନ୍ତି ।

ରାଜନୈତିକ ଏବଂ ବ୍ୟକ୍ତିଗତ ଦୁଇପାର୍ଶ୍ଵରୁ ତାଙ୍କୁ ଷ-ଡ-ଯ-ନ୍ତ୍ର କରାଯାଇ ମ-ରାଯାଇଥିବାର କଥା ସେ କହିଛନ୍ତି । ତେବେ ଏହି ଘଟଣା ଘଟାଇବା ପଛର ମାଷ୍ଟର ମାଇଣ୍ଡ କିଏ ? ଏଥିପାଇଁ କେଉଁ ନେତା ସାମିଲ ଅଛନ୍ତି ଏବଂ ଗୋପକଙ୍କୁ ଏଥିପାଇଁ କରାଯାଇଥିଲା କି ମୋହରା ! ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଘାରିଛି ।

ନବଙ୍କ ଦେ-ହା-ନ୍ତ ପରେ ସୁବାସଙ୍କ ଏଭଳି ଏକ ବୟାନ ପରେ ପୋଲିସ ଏବଂ ରାଜନୀତି ପୁରା ସରଗରମ ହୋଇଉଠିଛି । ଘଟଣା ପଛର ସତକୁ ଖୋଜିବା ପାଇଁ ଲାଗିପଡିଛନ୍ତି ପୋଲିସ । ନବ ଦାସଙ୍କ ମୃ-ତ୍ୟୁ ପଛରେ ଉପକୂଳିଆ ନେତାଙ୍କ ହାତ ଥିବାର କଥା ସିଧା ସଳଖ ଭାବରେ କହିଛନ୍ତି BJP ବିଧାୟକ । କାହାର ନାମ କହି ସ୍ପଷ୍ଟ କରିନଥିଲେ ବି ତାଙ୍କ ଇଙ୍ଗିତରୁ କିଛି ମାତ୍ରାରେ ବୁଝା ପଡୁଥିଲା ।

ଉପକୂଳିଆ ବଡ ବଡ ନେତାଙ୍କ ହାତ ଥିବାର କଥା ଆଡକୁ ତାଙ୍କର ଇସାରା ଥିଲା । ତେବେ ରାଜ୍ୟରେ ସମସ୍ତଙ୍କୁ ଜଣା ଉପକୂଳିଆ ବଡ ବଡ ନେତା କେଉଁମାନେ ଅଟନ୍ତି । ଆଶା କରାଯାଉଛି ଖୁବ ଶୀଘ୍ର ଏହି ଘଟଣା ପଛର ସତକୁ ପୋଲିସ ଖୋଜି ବାହାର କରିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି ।