ଚର୍ଚ୍ଚାରେ ବାଲେଶ୍ଵରର ସବ କଲେକ୍ଟର, ମାଡ ଖାଇଲେ କିନ୍ତୁ ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେଲେନି… ଲୋକ ଦେଖି କହୁଛନ୍ତି ଅଫିସର ହେବ ତ ଏମିତି ! ଦେଖନ୍ତୁ Video 

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ବାଲେଶ୍ଵରର ସବ କଲେକ୍ଟର ଏବେ ନିଜର ଆଇନ ଶୃଙ୍ଖଳା ଏବଂ କାର୍ଯ୍ୟ ଦକ୍ଷତାକୁ ଦେଖାଇବା ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ବାଲେଶ୍ଵର ଜିଲ୍ଲାର ସବ କଲେକ୍ଟର । ଜିଲ୍ଲାରେ ହେଉଥିବା ଚୋ-ରା ବାଲି ଚାଲାଣକୁ ଅଟକାଇବାକୁ ଯାଇ କିଭଳି ନିଜର ସାହାସ ଦେଖାଇଛନ୍ତି । ଅଫିସର ଶପଥ କରିଛନ୍ତି ବେଆଇନକୁ ଅଟକାଇବା ପାଇଁ । ତେବେ ଆଉ ଡେରି ନକରି ଏନେଇ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ନଜର ପକାଇବା ।

ବାଲେଶ୍ଵର ଜିଲ୍ଲାର ସବ କଲେକ୍ଟର ନିଜର ଏବେ ଚର୍ଚ୍ଚାରେ ରହିଛନ୍ତି । ବାଲେଶ୍ଵର ଜିଲ୍ଲାରେ ହେଉଥିବା ବେଇଆନ ଚୋ-ରା ବାଲି ଚାଲାଣକୁ ଅଟକାଇବା ପାଇଁ ସେ ଶପଥ କରିଛନ୍ତି । ଦିନ ହେଉ କିମ୍ବା ରାତି ନିଜକୁ ପ୍ରସ୍ତୁତ କରି ସବୁବେଳେ ଚଢାଉ କରୁଛନ୍ତି ଅଫିସର । ଏହି ଚଢାଊ ଦେଖି ଛାନିଆ ହୋଇଗଲେଣି ମାଫିଆ । ଚଢାଉ ସମୟରେ ସବ କଲେକ୍ଟରଙ୍କ ଉପରେ ଅଚାନକ ଭାବରେ ବାଲି ମାଫିଆ ଆକ୍ରମଣ କରିଥିଲେ ।

ହେଲେ ଆକ୍ରମଣରେ ଭୟଭୀତ ନ ହୋଇ ଆକ୍ରମଣର 24 ଘଣ୍ଟାରେ ନିଜେ ସବ କଲେକ୍ଟର ବାହାରିଲେ ରେଡ କରିବା ପାଇଁ । ବାଲେଶ୍ଵରର ସବ କଲେକ୍ଟର ହେଉଛନ୍ତି କୁନାଲ ମୋତିରାମ ଚୌହାନ । ବାଲି ମାଫିଆଙ୍କ ଆକ୍ରମଣକୁ ନ ଡରି ଦହପଡାରେ ଥିବା ଏକ ବେଆଇନ ଇଟାଭାଟି ଉପରେ ଯାଇ ଅଚାନକ ଚଢାଇ କରିଥିଲେ କୁନାଲ । ପୁରା ତୟାରି ସହ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରଶାସକ ଇଟାଭାଟିକୁ ଭାଙ୍ଗି ଗୁଣ୍ଡା କରିଦେଇଥିଲା ।

ଇଟାଭାଟିକୁ ଭାଙ୍ଗିଲା ବୁଲ୍ଡୋଜର । କୁନାଲଙ୍କ ଏହା ଏକ ବଦଲା ଥିଲା ମାଫିଆଙ୍କ ପାଇଁ । ସେମାନଙ୍କ ପାଇଁ ମହଙ୍ଗା ପଡିଲା କୁନାଲଙ୍କ ଉପରେ କରିଥିବା ଆକ୍ରମଣ । 24 ଘଣ୍ଟାରେ ସବୁ ସଫା କରିଦେଲେ ସବ କଲେକ୍ଟର । ଚୋ-ରା ବାଲି ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଏହାକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଥିଲା ପ୍ରଶାସନ । ଏହି କଥାର ନେତୃତ୍ଵ ନେଇଥିଲେ ନିଜେ ଇଉପିଏ ଜିଲ୍ଲାପାଳ ତଥା ସବ କଲେକ୍ଟର ।

ସବ କଲେକ୍ଟର ନିଜେ କହିଛନ୍ତୁ ମାଫିଆ ମାନେ ତାଙ୍କ ଠାରୁ ବଦଲା ନେବା ପାଇଁ କରିଥିଲେ ଆକ୍ରମଣ ହେଲେ ବିଫଳ ହେଲେ । ମରଣାତ୍ମକ ଆକ୍ରମଣ କରିଥିଲେ ଇଟା, ବେଲଚା ଏବଂ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଏଥିରେ ଅଧିକ ଆହତ ହୋଇଛନ୍ତି କୁନାଲଙ୍କ ଗାଡି ଡ୍ରାଇଭର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।