ତାଙ୍କ ନାମ ନେଇ ଗୋଟିଏ ନମ୍ବର ବାଛନ୍ତୁ, ସେ ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ ଜାଣନ୍ତୁ… Love Formula

ଆମେ ଯାହାକୁ ଭଲ ପାଇଥାଉ । ସେ ପ୍ରକୃତରେ ଆମକୁ ଭଲ ପାଉଥାଏ । ନା ଆମ ସହ ଭଲ ପାଇବାର ଛଳନା କରୁଥାଏ । ଏପରି ପ୍ରଶ୍ନ ଆମ ମନକୁ ଅନେକ ଥର ଆସିଥାଏ । ତେବେ ଏହିସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ତେବେ 2 ଟି ଫୋଟ ମଧ୍ୟରୁ କୌଣସି ଗୋଟିଏ ଫୋଟକୁ ଚୁଜ୍ କରି ଆପଣ ଯାହାଙ୍କୁ ଭଲ ପାଉଛନ୍ତି । ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି କି ନାହିଁ ଜାଣନ୍ତୁ ।

ପ୍ରଥମ ଫୋଟ;- ଆପଣ ଯାହାଙ୍କ ମନର କଥା ଜାଣିବା ପାଇଁ ଏହି ଫୋଟଟିକୁ ଚୁଜ୍ କରିଛନ୍ତି । ଆପଣ ତାଙ୍କୁ ଓ ସେ ଆପଣଙ୍କୁ ଅର୍ଥାତ ଉଭୟ ଉଭୟଙ୍କୁ ଭଲ ପାଉଛନ୍ତି । ହେଲେ ଆପଣଙ୍କ ମଧ୍ୟରେ କିଛି ଟା କାରଣ ପାଇଁ ଦୁହେଁ ଦୁହିଙ୍କ ସହ ଏତେ ଭଲ ଭାବେ ମିଳାମିଶା କି କଥାବାର୍ତ୍ତା ନାହିଁ । ତେଣୁ ଆଗ ଭଳି ହୁଏତ ଆପଣ ଦୁଇ ଜଣ ଏତେ ଆଉ କଥା ହେଉ ନାହାନ୍ତି । ହେଲେ ଏବେ ତାଙ୍କ ମନରେ ଆପଣଙ୍କ ପାଇଁ ଫିଲିଙ୍ଗ୍ ଅଛି କି ନାହିଁ ଯଦି ଜାଣିବାକୁ ଚାହୁଁଥାନ୍ତି ।

ତେବେ ସେ ଏବେ ଆପଣଙ୍କ କଥା ହିଁ ଭାବୁଛନ୍ତି । ଠିକ ସମୟ ଆସିଲେ ସେ ଆପଣଙ୍କୁ ନିଜ ମନର କଥା ଖୋଲି କହିବାକୁ ଚାହୁଁଛନ୍ତି । ତେଣୁ ଆପଣ ଯଦି ଏବେ ତାଙ୍କୁ ଭଲ ପାଉଥାନ୍ତି । ତେବେ ଆପଣଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ଦିତୀୟ ଫୋଟ;- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ତାଙ୍କ ସହ ହୁଏତ ଆପଣଙ୍କର ଅଳ୍ପ କିଛି ଦିନ ଧରି ଚିହ୍ନା ଜଣା ହେଇଥିବ । ଏହି ରିଲେସନଟି ଆପଣଙ୍କର ବହୁତ ପୁରୁଣା ସମ୍ପର୍କ ନୁହେଁ । ତେବେ ସେ ଯାହାବି ହେଉ । ତାଙ୍କ ହୃଦୟରେ କେବଳ ଆପଣ ହିଁ ଅଛନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ହେଲେ ଏବେ ବା ଆଗକୁ ଯାଇ ଆପଣଙ୍କର କାଷ୍ଟ କି ଫାଇନାନ୍ସ କିଛି କୁ ନେଇ ଆପଣ ଦୁଇଙ୍କ ମଧ୍ୟରେ ପ୍ରୋବ୍ଲେମ ଆସିପାରେ ।

ହେଲେ ପ୍ରୋବ୍ଲେମ ଆପଣଙ୍କ ସମ୍ପର୍କରେ ଯେତେ ଆସିଲେ ବି ଆପଣ ଦୁହିଙ୍କ ମଧ୍ୟରେ ଭଲ ପାଇବା କେବେବି କମିବ ନାହିଁ । ସେ ଆପଣଙ୍କୁ ଏବେ ଯେତିକି ଭଲ ପାଉଛନ୍ତି ଆଗକୁ ଯାଇ ମଧ୍ୟ ସେ ଆପଣଙ୍କୁ ସେତିକି ଭଲ ପାଇବେ । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କର ସୋଲମେଟ୍ ବାଲା ପାର୍ଟନର ଅଟନ୍ତି । ଯାହାଙ୍କ ସହ ଆପଣଙ୍କର ହୃଦୟରୁ ପ୍ରେମ ସମ୍ପର୍କ ରହିଛି ।

ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।