ଚେହେରାରେ ମହୁ ସହିତ ବାସ୍ ଏହି ଗୋଟେ ମାତ୍ର ଜିନିଷର ଆଡ୍ କରି ଲଗାନ୍ତୁ, ଚେହେରା କାଚ ଭଳି ଚମକିବ ! Beauty tips

ସୁନ୍ଦର ଚେହେରା ପାଇବା ପାଇଁ ଚାହୁଁଥିଲେ । ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ଲଗାଇ ଶୋଇବା ଦ୍ଵାରା ଆପଣଙ୍କ ଚେହେରାରେ ଥିବା ଦାଗ, ବ୍ରଣ ଦୂର ହେବା ସହ ମୁହଁରେ ଏକ ନିଆରା ଚମକ ପ୍ରାକୃତିକ ଭାବେ ଆସିବ । ତେବେ ଏହି ଉପଚାରକୁ କରିବା ପାଇଁ ଆପଣଙ୍କୁ ପ୍ରଥମେ ମହୁର ଆବଶ୍ୟକତା ପଡିବ । ମହୁର ବ୍ୟବହାର ଆମ ସ୍କିନ ତଥା ଆମ ଶରୀର ପାଇଁ ବର୍ଷ ବର୍ଷରୁ କରାଯାଇ ଆସୁଛି ।

ଏହା ଆମ ସ୍କିନ ପାଇଁ ବହୁତ ଭଲ ଏକ ଉପାଦାନ ଅଟେ । ପ୍ରଥମେ ଆପଣ ଏକ ବାଉଲରେ ଏକ ଚାମଚ ମହୁ ରଖନ୍ତୁ । ତାପରେ ସେଥିରେ ଅଧ ଚାମଚରୁ ଆହୁରି କମ ଅର୍ଥାତ 4 ଭାଗରୁ ଭାଗେ ହଳଦୀ ସେଥିରେ ଆଡ୍ କରନ୍ତୁ । ତାପରେ ମହୁ ଓ ହଳଦୀ 2 ଟି ଯାକକୁ ଭଲ ଭାବେ ମିକ୍ସ କରି ଦିଅନ୍ତୁ । ଆପଣ ଏହି କଥାର ଧ୍ୟାନ ରଖିବାକୁ ପଡିବ । ଆପଣ ଯେ କୌଣସି ବି ଘରୋଇ ଉପଚାର ପ୍ରସ୍ତୁତ କରି ନିଜ ଚେହେରାରେ ବ୍ୟବହାର କରୁଛନ୍ତି ।

ପ୍ରଥମେ ନିଜ ମୁହଁକୁ ସାଧାରଣ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଆପଣ ପ୍ରସ୍ତୁତ କରିଥିବା ରେମିଡିକୁ ନିଜ ଫେସରେ ଆପ୍ଳାଏ କରନ୍ତୁ । ଭଲ ଭାବରେ ଆପଣ ଏହାକୁ ନିଜ ଚେହେରାରେ ଲଗାଇ ଦିଅନ୍ତୁ । ଏହାକୁ ନିଜ ଚେହେରା ସହ ବେକ, ହାତରେ ମଧ୍ୟ ଲଗାଇ ପାରିବେ । ଏହା ସ୍କିନର ଡାର୍କନେସ୍ କୁ ହଟାଇ ସ୍କିନକୁ ଲାଇଟିଙ୍ଗ କରେ ।

ଯେଉଁ ମାନଙ୍କୁ ଆଖି ତଳେ ଡାର୍କ ସର୍କଲର ପ୍ରୋବ୍ଲେମ ରହୁଛି । ସେମାନେ ନିଜ ଆଖିର ସେହି କଳା ସ୍ଥାନରେ ଭଲ ଭାବେ ଲଗାଇ ଦିଅନ୍ତୁ । ତାପରେ ଏହାକୁ ଲଗାଇବାର 10 ରୁ 15 ମିନିଟ ପରେ ଆପଣ ଖାଲି ପାଣି ସହାୟତାରେ ଧୋଇ ଦେଇ ରାତିରେ ଶୋଇ ପଡନ୍ତୁ । ସକାଳୁ ଉଠିଲା ପରେ ଆପଣଙ୍କ ଚେହେରାରେ ଏକ ସୁନ୍ଦର ଚମକ ଆସିଯାଇଥିବ ।

ଆପଣ ଏହି ଉପଚାରକୁ ସପ୍ତାହରେ 2 ରୁ 3 ଥର ନିଜ ଚେହେରାରେ ବ୍ୟଭର କରନ୍ତୁ । ଆପଣ ଚେହେରାରୁ ଦାଗ, ବ୍ରଣ ଏହା ହଟାଇବା ସହ ସ୍କିନକୁ ସୁନ୍ଦର ଓ ହେଲଦି କରିଥାଏ । ଯାହା ଆପଣଙ୍କ ଚେହେରାକୁ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର କରିଦେଇଥାଏ ।

ଏହା ସଂପୂର୍ଣ୍ଣ ଘରୋଇ ଉପଚାର ଅଟେ । ଏଥିରେ ଆପଣଙ୍କ ଚେହେରାରେ କୌଣସି କ୍ଷତି ଘଟିନଥାଏ । ଏକ ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ପୋଷ୍ଟଟି ଭଲ ଲାଗିଥିଲେ ପେଜକୁ ଲାଇକ୍ ଓ ବହୁ ମାତ୍ରାରେ ଶେୟାର ମଧ୍ୟ କରନ୍ତୁ ।