ତାଙ୍କ ମନରେ ଆପଣଙ୍କ ପାଇଁ କ’ଣ ଅଛି ଜାଣିବାକୁ ଚାହୁଁଥିଲେ… Choose one number.

ଆମ ପାଇଁ କାହା ମନରେ କଣ ଭାବନା ବା ଫିଲିଙ୍ଗ୍ ରହିଛି । ତାହା ଜାଣିବା ପାଇଁ ଆମକୁ ବହୁ ସମୟରେ ଇଛା ହୋଇଥାଏ । ହେଲେ କାହା ମନର କଥା ତାଙ୍କ ନିଜ ମୁହଁରୁ ଶୁଣିବା ତ ସବୁ ସମୟରେ ହୋଇପାରିନଥାଏ । ତେଣୁ ବର୍ତ୍ତମାନ ଯଦି ଆପଣ କାହାର ମନର କଥା ଜାଣିବାକୁ ଚାହୁଁଛନ୍ତି । ଯେ ତାଙ୍କ ମନର ଫିଲିଙ୍ଗ୍ସ ଆପଣଙ୍କ ପାଇଁ କ’ଣ ରହିଛି । ତେବେ ଆପଣ 4 ଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର ବାଛିକି ସେହି ପର୍ଶନ ବା ବ୍ୟକ୍ତିଙ୍କ ମନର କଥା ଜାଣିପାରିବେ ।

1- ଆପଣ ଯାହାଙ୍କ ପାଇଁ ଏହି ନମ୍ବରଟିକୁ ବାଛିଛନ୍ତି । ସେହି ବ୍ୟକ୍ତି ଜଣଙ୍କ ସହ ଆପଣ ଆଉ କଥା ହେଉନାହାନ୍ତି । ବା ଆଗ ଅପେକ୍ଷା ବହୁତ କମ କଥା ହେଉଛନ୍ତି । କାରଣ ସେହି ବ୍ୟକ୍ତି ଜଣଙ୍କ ଆଗରୁ ଆପଣଙ୍କୁ ଯାହା ଭାବୁଥିଲେ । ଏବେ ଧୀରେ ଧୀରେ ତାଙ୍କ ମନର ଭାବନା ଆପଣଙ୍କ ପାଇଁ ବଦଳିଯିବାରେ ଲାଗିଛି । ତାଙ୍କୁ ଲାଗୁଛି ଆପଣ ନିଜ ଜୀବନରେ ଖୁସିରେ ଅଛନ୍ତି । ଆପଣଙ୍କୁ କାହାର ଆବଶ୍ୟକତା ନାହିଁ ବୋଲି ଏହି ବ୍ୟକ୍ତି ଜଣଙ୍କ ଅନୁଭବ କରୁଛନ୍ତି । ଆପଣ ଆଗ ଅପେକ୍ଷା  ସାମାନ୍ୟ ଗର୍ବୀ ମଧ୍ୟ ହୋଇଯାଇଛନ୍ତି ବୋଲି ତାଙ୍କୁ ଲାଗୁଛି ।

2- ଏହି ବ୍ୟକ୍ତି ନଜରରେ ଆପଣ ବହୁତ ସୁନ୍ଦର ପର୍ଶନଟିଏ ଅଟନ୍ତି । ଆପଣ ଦେଖିବାକୁ ଯେତିକି ସୁନ୍ଦର ଆପଣ ମଧ୍ୟ ସେତିକି ଭଲ । ଆପଣ ବର୍ତ୍ତମାନ ଯେଉଁ ବି ସ୍ଥାନରେ ଅଛନ୍ତି । ତାହା ଆପଣ ନିଜ ପରିଶ୍ରମ ଦ୍ଵାରା ହିଁ ହାସିଲ କରିପାରିଛନ୍ତି । ଆପଣଙ୍କ ଜୀବନରେ ବହୁତ କିଛି ଥାଇ ବି ଆପଣ ଯେପରି ନିଜକୁ ଅନେକ ସମୟରେ ଏକୁଟିଆ ମନେ କରନ୍ତି ବୋଲି ତାଙ୍କୁ ଲାଗେ । ଯାହାଙ୍କ ବିଷୟରେ ଆପଣ ଏହି ନମ୍ବରଟିକୁ ବାଛିଥିଲେ ।

3-ଆପଣ ନିଜର ଅତୀତକୁ ନେଇ ବହୁତ ଚିନ୍ତା କରୁଛନ୍ତି । ଯାହା ଆପଣଙ୍କ ସହ ଘଟିଯାଇଛି । ସେହି କଥାକୁ ବହୁତ ଥର ମନେ ପକାଇ ନିଜକୁ ଦୁଃଖ, କଷ୍ଟରେ ରଖୁଛନ୍ତି । ତେଣୁ ଏହି ସବୁ ପୁରୁଣା କଥାକୁ ମନରୁ ଭୁଲାଇ ଆପଣଙ୍କୁ ଆଗକୁ ଯିବାକୁ ପଡିବ ବୋଲି ଏହି ବ୍ୟକ୍ତି ଜଣଙ୍କ ଚାହୁଁଛନ୍ତି ।

4- ଆପଣ ଜଣେ ବହୁତ ନିରୀହ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ପୁରା ଖୋଲା ହୃଦୟର ବ୍ୟକ୍ତି । କାହା ସହ କିଛି ଖରାପ କରିବା ବା କାହା ବିଷୟରେ ଖରାପ ଚିନ୍ତା କରିଲା ଭଳି ଭାବନା ଆପଣଙ୍କ ମନରେ ନାହିଁ । ସମସ୍ତଙ୍କୁ ଭଲ ପାଇବା ସମସ୍ତଙ୍କର କେୟାର ନେବାକୁ ବହୁତ ପସନ୍ଦ କରନ୍ତି । ଯେଉଁ ଗୁଣକୁ ଏହି ବ୍ୟକ୍ତି ଜଣଙ୍କ ବହୁତ ଭଲ ପାଆନ୍ତି ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ