ତାଲିବାନୀଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଏମିତି କିଛି ମଜାଳିଆ ମିମ୍ସ, ଯାହାକୁ ପଢିଲେ ଆପଣ ହସି ହସି ଗଡିଯିବେ

ଆ-ଫ-ଗା-ନି-ସ୍ତା-ନରେ ତା-ଲି-ବା-ନୀ-ଙ୍କ ଦଖଲ ପରେ ବର୍ତ୍ତମାନ ତା-ଲି-ବା-ନୀ ଶା-ସ-ନକୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି ମଜାଳିଆ ମିମ୍ସ । ପ୍ରତିଦିନ ସୋ-ସି-ଆ-ଲ ମି-ଡି-ଆ-ରେ କେଉଁ ନା କେଉଁ ନୂଆ ମିମ୍ସ ମାଧ୍ୟମରେ ତା-ଲି-ବା-ନୀ-ଙ୍କ ମଜା ଉଡାଉଛନ୍ତି ଲୋକେ । ନିଜ ରାଗ ସୁଝେଇବାକୁ ଯାଇ ତା-ଲିବା-ନୀ-ଙ୍କ ଜବରଦସ୍ତ ମଜାକ ଉଡାଉଛନ୍ତି ।  ଆଉ ଏହି ସବୁ ମିମ୍ସ ଆପଣ ଦେଖିଲେ ନିଜ ହସ ରୋକି ପାରିବେନି । ହସି ହସି ନିଶ୍ଚୟ ଗଡିଯିବେ । ଆଜି ଆମେ ଆପଣଙ୍କ ସହ ସେପରି କିଛି ମଜାଳିଆ ମିମ୍ସ ସେୟାର କରିବୁ ।

ଏହି ଫଟୋରେ କିପରି ମିମ୍ସ କରାଯାଇଛି ଦେଖନ୍ତୁ । ଆଗାମୀ ଦିନରେ ଷ୍ଟେଟ ବ୍ଯାଙ୍କ ଅଫ ଆ-ଫ-ଗା-ନି-ସ୍ତା-ନ କିପରି ପରିଚାଳିତ ହେବ, ସେ ନେଇ ଏହି ମିମ୍ସ ତିଆରି କରାଯାଇଛି । ଜଣେ ତା-ଲି-ବା-ନୀ ବ୍ଯାଙ୍କ ମ୍ୟାନେଜର ଟେବୁଲ ଉପରେ ବ-ନ୍ଧୁ-କ ରଖି ବ୍ୟାଙ୍କ ପରିଚାଳନା କରୁଛନ୍ତି । ଆଉ ଏଠାରେ ୟୁଜର୍ସ ମାନେ କହିଛନ୍ତି ବ୍ଯାଙ୍କରେ ହଜାରେ ପ୍ରତିଶତ ସୁରକ୍ଷା ବ୍ୟବସ୍ଥା ରହିଛି ।

ସେହିପରି ଏହି ଦ୍ଵିତୀୟ ଚିତ୍ରରେ ଜଣେ ତା-ଲି-ବା-ନୀ ଟିଭି ଆଙ୍କର ବସିଥିବାର ଦେଖିବାକୁ ମିଳୁଛି । ଏଠାରେ ତା-ଲି-ବା-ନୀ ରାଜ୍ ରେ କିଭଳି ପାଣିପାଗ ଖବର କହିବେ ସାମ୍ବାଦିକ ସେ ନେଇ ମିମ୍ସ ପ୍ରସ୍ତୁତ ହୋଇଛି । ସେଥିରେ ଲେଖାଯାଇଛି, ସାମ୍ବାଦିକ କହିବେ କାଲିର ମୌସୁମୀ ଖବର କଣ ହେବ ତାହା କେବଳ ଆଲ୍ଲା ଜାଣିଛନ୍ତି ।

ତୃତୀୟ ମିମ୍ସ ତ ଆହୁରି ମଜାଦାର ହୋଇଛି । ଏଠାରେ ଜଣେ ତା-ଲି-ବା-ନୀ ଡାକ୍ତର ଜଣେ ରୋଗୀଙ୍କୁ ପା-ରା-ସି-ଟା-ମ-ଲ ପରିବର୍ତ୍ତେ ୪.୨mm ର ଗୁ-ଳି ଖାଇବାକୁ କହୁଛନ୍ତି । ତା-ଲି-ବା-ନୀ-ଙ୍କ ଅମାନବିକ କାର୍ଯ୍ୟକଳାପକୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଥଟ୍ଟା ମଜା ହେଉଛି । ସେହିପରି ଆଉ ଏକ ମିମ୍ସରେ ଜଣେ ଟ୍ରାଫିକ ପୋଲିସ ଏକ ବାଡି ଧରି ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି । ଆଉ ଏକ ମିମ୍ସରେ ଦେଖିବାକୁ ମିଳିଛି ସାଧାରଣ ଲୋକଙ୍କ ଏସି ଖରାପ ହେଲେ ସେମାନେ ମେକାନିକ ଡାକନ୍ତି ।

କିନ୍ତୁ ତା-ଲି-ବା-ନୀ-ଙ୍କ ଏସି ଖରାପ ହେବା ଯୋଗୁଁ ସେମାନେ ଏସି କୁ ବ-ନ୍ଧୁ-କ ଦେଖାଇଛନ୍ତି । କା-ବୁ-ଲ ଦାଖଲ ପରେ ତା-ଲି-ବା-ନୀ ମାନେ ବିଭିନ୍ନ ସ୍ଥାନରେ ନିଜ ରାଜ୍ ଚଲାଇଛନ୍ତି । ଜିମ୍ ଓ ପାର୍କ ପରି ସ୍ଥାନରେ ଉତ୍ପାତ ମଚାଇଥିଲେ ତା-ଲି-ବା-ନୀ । ସେହି ସବୁର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହୋଇଥିଲା ।ଆପଣଙ୍କୁ ତା-ଲି-ବା-ନୀ-ଙ୍କ ଉପରେ ଏହି ମିମ୍ସ ପସନ୍ଦ ଆସିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ମଜାଳିଆ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।