ଆଖପାଖରେ ଯଦି ନାହିଁ ଏହି ୫ଟି ଜିନିଷ ତେବେ ସେଠି ଘର କରନ୍ତୁ ନାହିଁ, ନହେଲେ ହେଇଯିବ ବର୍ବାଦ: ଚାଣକ୍ୟ

ଚାଣକ୍ୟ ଜଣେ ବଡ ବିଦ୍ଵାନ ଏବଂ ଜ୍ଞାନୀ ଥିଲେ । ସେ ଲୋକଙ୍କର ଭଲ ପାଇଁ ଅନେକ ନୀତି ବାଣୀ କହିଯାଇଛନ୍ତି । ଚାଣକ୍ୟ କହିଥିବା କଥା ଅନୁସାରେ ଯେଉଁ ବ୍ୟକ୍ତି ନିଜତ ଜୀବନ ଯାପନ କରିଥାଏ ସେ ବହୁତ ଖୁସିରେ ରହିଥାଏ । ସେ ବହୁତ କିଛି ନୀତି ବିଷୟରେ କହିଛନ୍ତି । ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏହା ମଧ୍ୟ କହିଛନ୍ତି କି ମଣିଷକୁ କେଉଁ ଜାଗାରେ ଘର ତିଆରି କରିବା ଦରକାର । କାରଣ ଯଦି କୌଣସି ଖରାପ ଜାଗାରେ ଘର ହୁଏ ତାହେଲେ ସେହି ଘରର ପରିବାରର ଲୋକ ମାନେ ଜୀବନସାରା ଅନେକ ସମସ୍ୟାର ସାମନା କରିଥାନ୍ତି । ତାହେଲେ ଆସନ୍ତୁ ଜାଣିବା ଏହି ନୀତି ବିଷୟରେ ।

ଧନିକଃ କ୍ଷେତ୍ରୀୟୋ ରାଜା ନଦୀ ବୈଧସ୍ତୁ ପଞ୍ଚମଃ

ପଞ୍ଚ ଯନ୍ତ୍ର ନ ବିଧ୍ୟନ୍ତେ ତନ୍ତ୍ର ଦିବସଙ୍ଗ ନ ବସେତ ।

୧ – ଚାଣକ୍ୟ ଏହି ଶ୍ଳୋକ ମାଧ୍ୟମରେ କହିଛନ୍ତି କି ଯେଉଁ ସ୍ଥାନର ଆଖପାଖରେ ଧନୀ ଲୋକମାନେ ରହୁଥିବେ ସେଠାରେ ଘର କରିବା ଉଚିତ । ଏମିତି ଜାଗାରେ ଘରେ କଲେ ଜୀବନ ଯାପନ କରିବାରେ ବହୁତ ସୁବିଧା ହୋଇଥାଏ ଏବଂ ରୋଜଗାର କରିବାରେ ମଧ୍ୟ ସୁବିଧା ସୁଯୋଗ ମିଳିଥାଏ ।

୨ – ଯଦି ଆପଣଙ୍କ ପଡୋଶୀ ବିଦ୍ଵାନ ହୋଇଥାନ୍ତି ତାହେଲେ ତାଙ୍କର ସକରାତ୍ମକ ପ୍ରଭାବ ପରିବାର ସହିତ ପିଲା ମାନଙ୍କ ଉପରେ ବି ପଡିଥାଏ ଯାହାଦ୍ୱାରା କି ପିଲାଙ୍କର ପାଳନ ପୋଷଣ ଠିକ ଭାବେ ହୋଇଥାଏ ।

୩ – ଯେଉଁ ସ୍ଥାନରେ ଶାସନ ବ୍ୟବସ୍ତା ଠିକ ଭାବେ ହେଉଥିବ ସେଠାରେ ଘର କରିବା ଠିକ ବୋଲି କୁହାଯାଇ ଥାଏ । କାରଣ ଆପଣ ସେଠାରେ ସୁରକ୍ଷିତ ରହିଥାନ୍ତି ଏବଂ ଦରକାର ପଡିବା ସମୟରେ ଆପଣ ସେଠାରେ ଶୀଘ୍ର ସୁରକ୍ଷା ପାଇଁ ସେଠାରେ ପହଞ୍ଚି ପାରିବେ ।

୪ – ଚାଣକ୍ୟ କହିଛନ୍ତି କୌଣସି ବି ସ୍ଥାନରେ ଘର କରିବା ପୂର୍ବରୁ ସେଠାକାର ପାନୀୟ ବ୍ୟବସ୍ତା ଦେଖିବା ଉଛି । ଯଦି ସେଠାରେ ପୂର୍ଣ୍ଣ ଭାବରେ ପାଣିର ବ୍ୟବସ୍ତା ଥିବ ତାହେଲେ ଆପଣ ସେଠାରେ ଘର କରନ୍ତୁ । ଯଦି ସେହି ସ୍ଥାନର ଆଖପାଖରେ ପାଣିର କୌଣସି ସୁବିଧା ନଥିବ ତାହେଲେ ଆପଣ ବହୁତ ଅସୁବିଧାର ସାମନା କରିବେ ।

୫ – ଘର କରିବା ପୂର୍ବରୁ ଏହା ଦେଖିବା ଉଚିତ କି ତାର ଆଖପାଖରେ କୌଣସି ହସ୍ପିଟାଲ ବା ଡକ୍ଟର ଅଛନ୍ତି କି ନାହିଁ । କାରଣ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହେଲେ ଆପଣଙ୍କୁ ବହୁତ ଶୀଘ୍ର ସ୍ୱାସ୍ଥ୍ୟ ସେବା ମିଳିପାରିବ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।