କୋଷ୍ଟ କାଠିନ୍ୟ ସମସ୍ୟା ପାଇଁ ବହୁତ ଲାଭକାରୀ ହେଇଥାଏ ଏହି ଜିନିଷ, ଜାଣନ୍ତୁ

ଆଜିକାଲି ଏହି କରୋନା ଭାଇରସ ସମସ୍ତଙ୍କୁ ଘରେ ବନ୍ଦିହୋଇ ରହିବା ପାଇଁ ବାଧ୍ୟ କରିଦେଇଛି । ଯଦି ଏହି ସମୟରେ ସ୍ଵାସ୍ଥ୍ୟସହ ଜଡିତ କୌଣସି ଅସୁବିଧା ହେଉଛି ତେବେ ଲୋକ ହସ୍ପିଟାଲ୍ ମଧ୍ୟ ଯାଇ ପାରୁ ନାହାଁନ୍ତି । ଏହି ସମୟରେ କିଛି ଲୋକ କୋଷ୍ଟ କାଠିନ୍ୟ ସମସ୍ୟାରେ ବି ଚିନ୍ତିନ୍ତ ଅଛନ୍ତି । ଏହି ବିଷୟରେ ଆଜି ଆମେ ଲକ ଡାଉନରେ କହିବାକୁ ଯାଉଛୁ କି କୋଷ୍ଟ କାଠିନ୍ୟରୁ ବଞ୍ଚିବା ପାଇଁ ଘରୋଇ ଉପାୟ । ଆସନ୍ତୁ ଜାଣିବା ଏହା କଣ ।

ଯଦି ଆପଣଙ୍କୁ କୋଷ୍ଟ କାଠିନ୍ୟ ହେଉଛି ତେବେ ରାତିରେ ଶୋଇବା ସମୟରେ ଗୋଟେ କପ କ୍ଷୀର ନିଅନ୍ତୁ ଓ ସେଥିରେ ଗୋଟେ ଚାମଚ ଦେଶି ଘିଅ ମିଶେଇ ଦିଅନ୍ତୁ ଓ ତାକୁ ପିଅନ୍ତୁ । ଏହା କରିବା ଦ୍ଵାରା କୋଷ୍ଟ କାଠିନ୍ୟରୁ ଆରାମ ମିଳିବ ।

ଯଦି ଆପଣଙ୍କୁ ଏହି ସମୟରେ କୋଷ୍ଟ କାଠିନ୍ୟ ହେଉଛି ତେବେ ପାନମଧୁରୀ ର ସାହାଯ୍ୟ ନିଅନ୍ତୁ, କାହିଁକି ନା ଏହା କୋଷ୍ଟ କାଠିନ୍ୟ ପାଇଁ ଲାଭ ଦାୟକ ହୋଇଥାଏ । ଏହାପାଇଁ ପାନମଧୁରୀକୁ ରୋଷ୍ଟ କରି ରଖିଦିଅନ୍ତୁ ଓ ରାତିରେ ଶୋଇବା ସମୟରେ ଗୋଟେ ଚାମଚ ପାନମଧୁରୀ ସହିତ ଗରମ ପାଣି ପିଅନ୍ତୁ ।

କୋଷ୍ଟ କାଠିନ୍ୟ ସମସ୍ୟାରେ କିସମିସ ମଧ୍ୟ ଲାଭବାନ ହୋଇଥାଏ । ଆପଣ ଚାହିଁବେ ଯଦି ସନ୍ଧ୍ୟାରେ ପାଞ୍ଚଟି କିସମିସ ଭଲ ସେ ଧୋଇ ଗୋଟେ ଗ୍ଲାସ କ୍ଷୀରରେ ଫୁଟେଇ ଓ ରାତିରେ ଶୋଇବା ସମୟରେ ଏହାକୁ ଖାଇ ଦିଅନ୍ତୁ ଓ ଗରମ କ୍ଷୀରକୁ ପିଇ ଦିଅନ୍ତୁ, ଏହା ଦ୍ଵାରା ଲାଭ ମିଳିବ ।

ଯଦି କୋଷ୍ଟ କାଠିନ୍ୟରୁ ଚିନ୍ତିତ ଅଛନ୍ତି ତେବେ ଅଞ୍ଜିର ଖାଆନ୍ତୁ । କାହିଁକି ନା ଅଞ୍ଜିରରେ ଫାଇବର ରହିଥାଏ । ଯାହା ଆପଣଙ୍କ ହଜମ ଶକ୍ତିକୁ ମଜବୁତ କରିଥାଏ । କୋଷ୍ଟ କାଠିନ୍ୟର ସମସ୍ୟାରେ ଗରମ ପାଣିରେ ବତୁରାଇ ଥିବା ଅଞ୍ଜିର ଖାଇବା ଦ୍ଵାରା ଆରାମ ମିଳିଥାଏ ।

କୋଷ୍ଟ କାଠିନ୍ୟ ସମସ୍ୟାରେ ଆପଣ ସାଲାଡ଼ ରେ ଟମାଟରର ସେବନ କରନ୍ତୁ, ଏହା ଲାଭ ଦାୟକ ହୋଇଥାଏ । କାହିଁକି ନା ଟମାଟରର କୋଷ୍ଟ କାଠିନ୍ୟ ସମସ୍ୟା ପାଇଁ ବହୁତ ଲାଭ ଦାୟକ ହୋଇଥାଏ ଓ ଟମାଟର ରେ ଲୁଣ ମିଶାଇ ଖାଇଲେ ପେଟ ସଫା ରହିଥାଏ । ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।