ତାଜା ହୱା ଖାଇବାକୁ ବାହାରି ଥିଲେ ମ୍ୟାଡମ, ପୋଲିସ ଅଟକାଇଲା ତ ଆରମ୍ଭ ହେଇଗଲା ମ୍ୟାଡମଙ୍କ ହାଇ ଭୋଲଟେଜ ଡ୍ରାମା, ଦେଖନ୍ତୁ ଭିଡିଓ

କରୋନା ଏହା ଏକ ଏଭଳି ନାମ ଯାହାକୁ ଭୁଲିବା ହୁଏ ତ ଅସମ୍ଭବ। କେବଳ ଭରତ ନୁହେଁ ଏହା ଭରତ ବାହାରେ ମଧ୍ୟ ଅନେକ ଜୀବନ ନେଇ ସାରିଛି । ତେବେ ଏହା କଣ ଅଟେ ? ଏହା ଏକ ପ୍ରକାର ଭାଇରସ ଯାହା ଆମକୁ କାସ , ଛିଙ୍କ ,କିମ୍ବା ଛେପ ଦ୍ଵାରା ବ୍ୟାପିଥାଏ । ଏହି ଭାଇରସ ଅନେକ ଜୀବନ ନେଲା ପରେବୀ ନିଜର ବିସ୍ତାର ଲାଭ କରି ଚାଲିଛି । ୨୦୧୯ ରେ ଏହି ରୋଗ ନିଜର ପ୍ରାଧାନ୍ଯ ବିସ୍ତାର କରିଥିଲା । ଏହା ପ୍ରଥମେ ଚାଇନା ରୁ ଆରମ୍ଭ ହୋଇଥିଲା ।

ମାତ୍ର ଚାଇନା କିମ୍ବା ଚୀନ ଯାହା ବି କହି ପାରନ୍ତି ଆପଣ ସେ ବର୍ତ୍ତମାନ ଏହି ରୋଗରୁ ଅନେକ ମାତ୍ରାରେ ମୁକ୍ତି ପାଇ ସାରିଲାଣି । ତେବେ ଭାରତ କଣ ଏଥିରୁ ମୁକ୍ତି ପାଇ ପାରିବ ନି ? ନିଶ୍ଚୟ ଭାବେ ପାଇ ପାରିବ ମାତ୍ର କିଛି ନିୟମ ଅନୁସରଣ କରି । ଏବେ ଦେଶ ବ୍ୟାପୀ କରୋନା ର ଦ୍ଵିତୀୟ ପର୍ଜାୟ ଆରମ୍ଭ ହୋଇଛି । ଯାହା ପ୍ରଥମ ପର୍ଜାୟ ଠାରୁ ଅଧିକ ଗୁରୁତର । ପ୍ରଥମେ କେବଳ ବୃଦ୍ଧ ବ୍ୟକ୍ତି ମାନକୁ ହେଉ ଥିଲା ଏବେ ଏହା ଛୋଟ ପିଲା ମାନଙ୍କୁ ମଧ୍ୟ ହେଉଛି ।

ଏହାକୁ ଆଖି ଆଗେରେ ରଖୀ ସରକାର ଟୀକା କାରଣ ଆରମ୍ଭ କରିବା ସହ କିଛି ମେଡ଼ିସିନ ମଧ୍ୟ ଦେଉଛନ୍ତି । ମୃ-ତ୍ୟୁ ହାର କମେଇବା ପାଇଁ ଏବେ ଦେଶ ବ୍ୟାପୀ ଜରୁରୀ କାଳୀନ ସେବାକୁ ଛାଡିକି ସବୁକୁ ରଦ୍ଧ କର ଯାଇଛି ଓ ଲକ ଡାଉନ ଏବଂ ଷଟ ଡାଉନ ନିୟମ ଲାଗୁ କରାଯାଇଛି । ତେବେ ଏହାକୁ କିଛି ଲୋକ ଗମ୍ଭୀର ଭାବରେ ନେଉଆ ନାହାଁନ୍ତି । ଆସନ୍ତୁ ଜାଣିବା ଏଭଳି ଏକ ସତ୍ୟ ଘଟଣା ସମ୍ପର୍କରେ ।

ସହରରେ ସବୁ ଆଡେ ରାସ୍ତା ଆବୋରାଧ ଥିବା ସମୟରେ ପ୍ରତେକ ଲୋକଙ୍କୁ ବାହାରକୁ ବାହାରିଲେ ପଚରା ଯାଉଛି କି ସେମାନେ କେଉଁ ଆଡେ ଯାଉ ଛନ୍ତି ଓ କଣ ପାଇଁ ଯାଉଛନ୍ତି । ଜଣେ ମହିଳା ଏକ ସ୍କରପିଓ ଗାଡିରେ ସହର ଥଣ୍ଡା ପବନ ଖାଇବାକୁ ବାହାରିଥିଲେ । ମାତ୍ରା ଏଙ୍କର ଇଟାରଶୀ ନିକଟସ୍ଥ ରେଲୱେ ଷ୍ଟେସନ  ସାମ୍ନା ରେ ପୋଲିସ ଟିମ ନିଜର କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ତାଙ୍କ ଗାଡି ସେହି ବାଟ ଦେଇ ଅତିକ୍ରମ କଲା ।

ନିୟମ ଅନୁସାରେ ତାଙ୍କୁ MDM ମଦନ ସିଂ ଏବଂ ତହସିଲଦାର ପୁନମ ସାହୂ ଅଟକେଇ ତାଙ୍କୁ ପଚରା ଉଚରା କରିଥିଲେ । ଏହା ଶୁଣି ମହିଳା ଜଣକ ରାଗି ପୋଲିସଙ୍କୁ ମନ ଇଚ୍ଛା ଗାଳି ଦେଇଥିଲେ ଓ ୧୫ ମିନିଟ ପର୍ଯ୍ୟନ୍ତ ଯୁକ୍ତି କରିଥିଲେ । ଏହା ପରେ ତାଙ୍କୁ ଥାନାକୁ ପଠାଇ ଚାଲାଣ କଟା ଯାଇଥିଲା ଓ ସେ ନିଜ ଘରକୁ ଯାଇ ଥିଲେ ।

ଏଭଳି ପରିସ୍ଥିତିରେ ବାହାରେ ବୁଲିବା ହାନି କାରକ ହେବ ବୋଲି ସରକାର ଏଭଳି ନିସ୍ପତି ନେଇ ଛନ୍ତି ମାତ୍ର ଏହା ପରେ ବି ଯଦି ଜନତା ସଚେତନ ନ ହେବେ କିଭଳି ଏହି ମହାମାରୀ ସହ ଲଢି ପାରିବା ।

ଆମର ଅନୁରୋଧ ଘରେ ରୁହନ୍ତୁ ଦରକାର ନଥିଲେ ବାହାରକୁ ଯାଅନ୍ତୁ ନାହିଁ । ମାସ୍କ ପିନ୍ଧନ୍ତୁ ଓ ନିଜକୁ ସୁରକ୍ଷିତ ରଖନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ମଧ୍ୟ କରିବେ ।