୯୦ ପ୍ରତିଶତ ଲୋକମାନେ ଜାଣି ନାହାନ୍ତି, କି ତାହା କେଉଁ ଜିନିଷ ଯାହା ପାଣିରେ ବି ଜଳି ଥାଏ !

ପ୍ରଶ୍ନ – ତାହା କେଉଁ ଜିନିଷ ଅଟେ ଯାହା ପାଣିରେ ବି ଜଳିଥାଏ ?

ଉତ୍ତର – ସୋଡିୟମ ପଦାର୍ଥ ପାଣିରେ ବି ଜଳିଥାଏ ।

ପ୍ରଶ୍ନ – ଭାରତରେ ନର୍ମନ ବୋରଲଗ କେଉଁ କାରଣ ପାଇଁ ପ୍ରସିଦ୍ଧ ଅଟନ୍ତି ?

ଉତ୍ତର – ହରିତ କ୍ରାନ୍ତି ପାଇଁ

ପ୍ରଶ୍ନ – ସଚିନ କେଉଁ ଟିମ ବିରୁଦ୍ଧରେ ନିଜର ୧୦୦ତମ ଶତକ ଲଗାଇଥିଲେ ?

ଉତ୍ତର – ବାଂଲାଦେଶ

ପ୍ରଶ୍ନ – ହିନ୍ଦୀକୁ ଭାରତର ରାଷ୍ଟ୍ରଭାଷା ରୂପରେ କେବେ ସ୍ଵୀକାର କରା ଯାଇ ଥିଲା ?

ଉତ୍ତର – ୧୪ ଡିସେମ୍ବର, ୧୯୪୯

ପ୍ରଶ୍ନ – ଭାରତର କେଉଁ ସହରରେ ସୂର୍ଯ୍ୟ ସବୁଠୁ ପ୍ରଥମେ ଦେଖା ଯାଆନ୍ତି ?

ଉତ୍ତର – ଅରୁଣାଞ୍ଚଳ ପ୍ରଦେଶରେ

ପ୍ରଶ୍ନ – ରେଶମର କୀଟଙ୍କ ଖାଦ୍ୟ ପଦାର୍ଥ କଣ ଅଟେ ?

ଉତ୍ତର – White mulberryର ପତ୍ର

ପ୍ରଶ୍ନ – ଭାରତରେ ସର୍ବେ ପ୍ରଥମେ ରେଲ୍ଗାଡି କେବେ ଚାଲି ଥିଲା ?

ଉତ୍ତର – ୧୬ ଏପ୍ରିଲ, ୧୮୫୩

ପ୍ରଶ୍ନ – ଆମ୍ବୁଲାନ୍ସର ନାମ ଓଲଟା କାହିଁକି ଲେଖା ହୋଇଥାଏ ?

ଉତ୍ତର – ଆମ୍ବୁଲାନ୍ସ ପ୍ରୟୋଗ ରୋଗୀମାନଙ୍କୁ ଡାକ୍ତରଖାନା ଆଣିବା ପାଇଁ କରାଯାଇଥାଏ । ଏଥିପାଇଁ ଆମ୍ବୁଲାନ୍ସର ଅକ୍ଷରକୁ ଓଲଟା ଲେଖା ଯାଇଥାଏ । ଯାହା ଦ୍ଵାରା ଆଗରେ ଚାଲୁଥିବା ଗାଡିର ଡ୍ରାଇଭର ନିଜର ଗାଡିର ଦର୍ପଣରେ ଆମ୍ବୁଲାନ୍ସକୁ ସିଧା ଅକ୍ଷରରେ ପଢି ପାରିବ ।

ପ୍ରଶ୍ନ – ଭାରତରେ କେଉଁ ବ୍ୟକ୍ତିକୁ ଦଣ୍ଡ ହୋଇ ନ ଥାଏ ?

ଉତ୍ତର – ରାଷ୍ଟ୍ରପତି

ପ୍ରଶ୍ନ – ‘ଡୟୁସ’ ଶବ୍ଦ କେଉଁ ଖେଳ ସହ ସମ୍ବନ୍ଧିତ ଅଟେ ?

ଉତ୍ତର – ଟେନିସ

ପ୍ରଶ୍ନ – କବାଡି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ ?

ଉତ୍ତର – ବାଂଲାଦେଶ

ପ୍ରଶ୍ନ – ପୃଥିବୀକୁ କଣ କୁହାଯାଏ, ଯେଉଁ ଦିନ ସୂର୍ଯ୍ୟ ପୃଥିବୀର ସବୁଠୁ ନିକଟରେ ଥାଏ ?

ଉତ୍ତର – ଉପସୌର

ପ୍ରଶ୍ନ – ଭାରତର ଆଜାଦୀ ସମୟରେ କଂଗ୍ରେସର ଅଧ୍ୟକ୍ଷ କିଏ ଥିଲେ ?

ଉତ୍ତର – ଜେ. ବୀ. କୃପଲାନୀ

ପ୍ରଶ୍ନ – ବାଂଦୀପୁର ରାଷ୍ଟ୍ରୀୟ ଉଦ୍ୟାନ ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର – କର୍ନାଟକ

ପ୍ରଶ୍ନ – ପୃଥିବୀର ତାରା ଗୁଡିକର ଦୂରତା ମାପିବାକୁ କଣ କୁହାଯାଏ ?

ଉତ୍ତର – ପ୍ରକାଶ ବର୍ଷ

ପ୍ରଶ୍ନ – ଅକ୍ଷର କେଉଁ କାରଣରୁ ନୀଳ ଦେଖାଯାଏ ?

ଉତ୍ତର – ବାଯୁମଣ୍ଡଳରେ ସୂର୍ଯ୍ୟର କିରଣର ଲଘୁତ୍ତର ତରଗଂ ଦୈଘ୍ୟର ପ୍ରକୀର୍ଣନ କାରଣ ଯୋଗୁ ଆକାଶ ନୀଳ ଦେଖାଯାଏ ।

ପ୍ରଶ୍ନ – ଭାରତରେ ବୀୱୀର ମକବରା କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – ଔରଂଗାବାଦ (ମହାରାଷ୍ଟ୍ର)

ପ୍ରଶ୍ନ – ସୂର୍ଯ୍ୟର ସବୁଠୁ ପାଖାପାଖି ଗ୍ରହ କିଏ ଅଟେ ?

ଉତ୍ତର – ବୁଧ

ପ୍ରଶ୍ନ – ରାଷ୍ଟ୍ରୀୟ ଯୁବ ଦିବସ କାହାକୁ ସମ୍ବୋଧିତ ଅଟେ ।

ଉତ୍ତର – ସ୍ଵାମୀ ବିବେକାନନ୍ଦ

ପ୍ରଶ୍ନ – ରାଷ୍ଟ୍ରୀୟ ଏକତା ଦିବସ କେଉଁ ତିଥିରେ ପାଳନ କରାଯାଏ ?

ଉତ୍ତର – ୩୧ ଅକ୍ଟୋବର

ପ୍ରଶ୍ନ – ପଞ୍ଚବର୍ଷୀୟ ଯୋଜନାର ବିଚାରର ସ୍ୱରୂପ କେଉଁ ଦେଶରୁ ଆସିଛି ?

ଉତ୍ତର – ରୁସ

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।