ସ୍ୱପ୍ନରେ ( ଭଗବାନ ) ଙ୍କୁ ଦେଖିବାର ଭୟଙ୍କର ଅର୍ଥ

ଆପଣମାନେ ସମସ୍ତେ ପ୍ରାୟତଃ ସ୍ବପ୍ନ ଦେଖିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଦେଖିଥିବା ସ୍ୱପ୍ନର ବିଭିନ୍ନ ପ୍ରକାରର ଅର୍ଥ ଥାଏ । ଆମେ ଦେଖିଥିବା ସ୍ବପ୍ନ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ଆମେ ସାଧାରଣତଃ ରାତିରେ ଶୋଇଲା ବେଳେ ଯେଉଁ ସ୍ବପ୍ନ ଦେଖିଥାଉ । ସକାଳୁ ଉଠି ସେହି ସ୍ବପ୍ନ ବିଷୟରେ ପରିବାର ଲୋକଙ୍କ ସହିତ ବା ବନ୍ଧୁ ମାନଙ୍କ ସହିତ ସେୟାର କରିଥାଉ ।

କିନ୍ତୁ କିଛି ଏମିତି ସ୍ବପ୍ନ ଆଜି ଯାହାକୁ ଆମକୁ କାହାକୁ ମଧ୍ୟ କହିବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଆମେ ବହୁତ ସମସ୍ୟା କୁ ସାମ୍ନା କରିଥାଉ । ଯଦି ଆପଣ ସ୍ୱପ୍ନରେ ଭଗବାନ ଙ୍କୁ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ବହୁତ ଶୁଭ ଅଟେ । ଏହାର ଅର୍ଥ ଭଗବାନ ଆପଣଙ୍କ ସହିତ ସବୁବେଳେ ରହୁଛନ୍ତି । ଆଊ କିଛି ସଙ୍କେତ ମଧ୍ୟ ଦେଇଥାନ୍ତି । ଏମିତି ସ୍ବପ୍ନ ବିଷୟରେ କାହାକୁ କହିବା ଦ୍ଵାରା ଏହାର ଶୁଭ ଫଳ ନଷ୍ଟ ହୋଇଯାଇଥାଏ ।

ଏବଂ ଭଗବାନଙ୍କ କୃପାରୁ ଆପଣ ବଞ୍ଚିତ ହୋଇଥାନ୍ତି । ତେଣୁ ଆପଣ ଯଦି ଭଗବାନଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତେବେ ଏହାକୁ ଯାହା ଆଗରେ ମଧ୍ୟ କୁହନ୍ତୁ ନାହିଁ । ଆଜି ଆମେ ଜାଣିବା ସ୍ୱପ୍ନରେ କେଉଁ ଭଗବାନଙ୍କୁ ଦେଖିବାର କଣ ଅର୍ଥ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

ମାତା ଲକ୍ଷ୍ମୀ:-ମାତା ଲକ୍ଷ୍ମୀ ସେହି ମାନଙ୍କୁ ସ୍ୱପ୍ନରେ ଦେଖା ଦେଇଥାନ୍ତି ଯେଉଁ ମାନଙ୍କୁ ବହୁତ ପରିମାଣର ଅର୍ଥ ଲାଭ ହେବାକୁ ଯାଉଥାଏ ।

ଶ୍ରୀ ଗଣେଶ:-ଯଦି ଆପଣଙ୍କ ସ୍ୱପ୍ନରେ ଶ୍ରୀ ଗଣେଶ ଆସୁଛନ୍ତି ତେବେ ଏହା ଜାଣିନିଅନ୍ତୁ କି ଆପଣଙ୍କ ଜୀବନ ଖୁବ ଶୀଘ୍ର ବଦଳିବାକୁ ଯାଉଛି । ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

ଭଗବାନ ଶିବ:- ଯଦି ଆପଣଙ୍କ ସ୍ୱପ୍ନରେ ଭଗବାନ ଶିବ ଦେଖାଯାଆନ୍ତି ତେବେ ଆପଣ ଏହା ନିଶ୍ଚିନ୍ତ ହୋଇଯାନ୍ତୁ କି ଆପଣଙ୍କ ଜୀବନରେ କେହି ଖାସ ଲୋକ ଆସିବାକୁ ଯାଉଛନ୍ତି । ଯିଏ ଆପଣଙ୍କ ଜୀବନରେ ଖୁସି ନେଇକି ଆସିବ ।

ଭଗବାନ ହନୁମାନ:- ଯଦି ସ୍ୱପ୍ନରେ ଭଗବାନ ହନୁମାନ ଙ୍କୁ ଦେଖୁଛନ୍ତି ତେବେ ଯାଣିନିଅନ୍ତୁ କି ଭଗବାନ ଆପଣଙ୍କୁ ଆପଣଙ୍କ ଶତ୍ରୁ ଠାରୁ ସତର୍କ କରିବାକୁ ଚାହୁଁଛନ୍ତି ।

ଭଗବାନ ଶନି ଦେବ:- ଯଦି ଆପଣଙ୍କ ସ୍ୱପ୍ନରେ ଶନିଦେବ ଦେଖା ଦେଉଛନ୍ତି ତେବେ ଏହା ନିଶ୍ଚିନ୍ତ ହୋଇଯାଆନ୍ତୁ କି ଆପଣଙ୍କ ଉପରେ କୌଣସି ବଡ଼ ସଙ୍କଟ ମାଡି ଆସୁଛି । ତେଣୁ ଏଥି ପ୍ରତି ସତର୍କ ରହିବେ ।

ତେବେ ଆପଣ କେଉଁ ଭଗବାନଙ୍କୁ ମାନନ୍ତି ତାଙ୍କ ନାମ କମ୍ମେନ୍ଟ ରେ ଲେଖନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।